ମୁଁ ଗୃହିଣୀ
ଓମ୍ ନମଃ ଶିବାୟ 🙏.. ମୁଁ କୁନମୁନ୍ ଆପଣ ସମସ୍ତଙ୍କୁ ମୋ channel ମୁଁ ଗୃହିଣୀ କୁ ବହୁତ ବହୁତ ସ୍ଵାଗତ। ଏହି channel ଟି ମୋର ସବୁ ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଶେଷ କରି ଯେଉଁମାନେ ପୂଜା ଏବଂ ରୋଷେଇ କରିବାରେ ନୁଆ ଏବଂ ରୁଚି ରଖନ୍ତି। ଠାକୁର ଙ୍କ ସେବା କରିବାକୁ ମତେ ବହୁତ୍ ଭଲ ଲାଗେ। ରୋଷେଇ କରିବା ମୋର hobby ଓ ତା ସହିତ ନିଜେ ରାନ୍ଧି ଅନ୍ୟକୁ ଖୁଆଇବା ରେ ମତେ ବହୁତ୍ ଖୁସି ମିଳେ। ମୋର ଚେଷ୍ଟା ଏବଂ ବିଶ୍ଵାସ ମୁଁ ମୋର ବଡ଼ ମାନଙ୍କଠାରୁ ଯାହା ଶିଖିଛି ବା ଜାଣିଛି ତାକୁ ଆପଣ ସମସ୍ତଙ୍କ ପାଖରେ ଅତି ସହଜରେ ଉପସ୍ଥାପନା କରିପାରିବି। ଧନ୍ୟବାଦ 🙏
business quiry [email protected]
|| ଆଜି ଛାତ ଉପରେ ମିଶିକି ଖାଇଲୁ ❤️ || ଶୁଭର Exam Preparation ☺️ || Magic Hair Oil @home || #kunmun1987🙏
|| ଆଜି ବନେଇଲି ମୋର ସବୁଠାରୁ ପ୍ରିୟ ଖାଦ୍ୟ ❤️ || My Morning Routine ||#ମୁଁଗୃହିଣୀ #kunmun1987 🙏❤️
|| ଗାଁ ରୁ ଫେରିବା ବେଳେ କ'ଣ ସବୁ ଆଣିଥିଲି || ପରିବା ହାଟରେ କିଏ ଦେଖାହେଲେ || #ମୁଁଗୃହିଣୀ #kunmun1987🙏❤️
|| ଆମ ଘର ମାଣବସା ଗୁରୁବାର ପୂଜା 🌺 || Daily Vlog || #ମୁଁଗୃହିଣୀ #kunmun1987🙏❤️
|| ମାଣ ଉଜ୍ଜାପନା ବିଧି || ମାଣ ଧାନ କଣ କରିବେ || କେଉଁ ଜିନିଷ ରଖିବେ, କାହାକୁ ବିସର୍ଜନ କରିବେ || #ମୁଁଗୃହିଣୀ ❤️🙏
|| ଅମାବାସ୍ୟା, ପୂର୍ଣ୍ଣିମା ଓ ଶରଣ ରେ ମାଣ ବସେଇବା ଠିକ୍ କି ଭୁଲ୍ || ମାଣବସା ୨୦୨୫ ||#ମୁଁଗୃହିଣୀ#kunmun1987 ❤️🙏
|| ମାଣବସା ନ ଥିଲେ ମା'ଙ୍କର ପୂଜା କିପରି କରିବା || ବିନା ମାଣରେ ଭୋଗ କିପରି ଦେବା || #ମୁଁଗୃହିଣୀ #kunmun1987🙏❤️
|| ମୃତ୍ୟୁର ଏକ ବର୍ଷ ଯାଏ ଘରେ କାହିଁକି କିଛି ପୂଜା ପର୍ବ ପାଳନ ହୁଏନି || #ମୁଁଗୃହିଣୀ #kunmun1987 🙏❤️
|| ନୁଆ ମାଣ କିପରି କରିବେ || ନୁଆ ମାଣରେ କେଉଁ ଜିନିଷ ଲାଗେ || ମାଣ କଳସ କେଉଁ ପଟେ ବସିବ ||#ମୁଁଗୃହିଣୀ#kunmun1987
|| ମାଣବସା ଗୁରୁବାର ର ସମ୍ପୂର୍ଣ୍ଣ ପୂଜା ବିଧି || ମାଣବସା ଗୁରୁବାର ୨୦୨୫ || #ମୁଁଗୃହିଣୀ #kunmun1987 🙏❤️
|| ମାର୍ଗଶୀର ପ୍ରଥମ ଗୁରୁବାର କିପରି କରିଲି ❤️||ଶୁଭ ଜନ୍ମ ଦିନରେ ଘରେ ଆଜି ପୂଜା ହେଲାନି 🥹#ମୁଁଗୃହିଣୀ #kunmun1987
|| କେଦାର ଗୌରୀ ବ୍ରତର ସମ୍ପୂର୍ଣ୍ଣ ପୂଜା ବିଧି || କେଦାର ବ୍ରତ ୨୦୨୫ || #ମୁଁଗୃହିଣୀ #kunmun1987🙏❤️
|| ମାର୍ଗଶୀର ମାସର ପ୍ରଥମ ଗୁରୁବାର ପୂଜା କିପରି କରିବେ || ମାଣବସା ଗୁରୁବାର ୨୦୨୫ || #ମୁଁଗୃହିଣୀ #kunkun1987
|| ପ୍ରଥମ ଥର ଏକାଦଶୀ ବ୍ରତ କେବେ ଓ କିପରି କରିବେ || କେଉଁ ନିୟମ ରେ ପଞ୍ଚୁକ ପାଳିବେ||#ମୁଁଗୃହିଣୀ #kunmun1987 ❤️🙏
|| Dressing Table Organisation || My Dressing Table Tour || #kunmun1987 #ମୁଁଗୃହିଣୀ ❤️🙏
|| ଅଁଳା ନବମୀ ର ସମ୍ପୂର୍ଣ୍ଣ ପୂଜା ବିଧି || ଅଁଳା ନବମୀରେ ଅଁଳା ଦୀପ ଦାନ କିପରି କରିବେ ||#ମୁଁଗୃହିଣୀ #kunmun1987
|| ଘର କାମ କ'ଣ ଚାଲିଛି || Morning To Night Routine || Daily Vlog ||#kunmun1987 #ମୁଁଗୃହିଣୀ 🙏❤️
|| ଧନତ୍ରୟୋଦଶୀ ଓ ଦିପାବଳୀ ରେ ଲକ୍ଷ୍ମୀ ଗଣେଶଙ୍କୁ କିପରି ପୂଜା କରିବେ 🙏|| Dewali Puja 2025 || #kunmun1987🙏❤️
କେଉଁ ଦିନ ପାଳନ କରିବେ କୁମାର ପୂର୍ଣ୍ଣିମା❓ସକାଳ ଏବଂ ସନ୍ଧ୍ୟା ସମୟର ପୂଜା ବିଧି #kunmun1987 #ମୁଁଗୃହିଣୀ 🙏❤️
|| ସୁଦଶା ବ୍ରତ ୨୦୨୫ || ତିନି ଧୂପରେ କିପରି ପୂଜା କରିବେ || #ମୁଁଗୃହିଣୀ #kunmun1987 🙏❤️
ମହାଷ୍ଟମୀ ୨୯ ରେ ପାଳିବେ ନା ୩୦ ରେ 🤔..? ପାରଣା କିପରି କରିବେ? ଦଶମୀରେ ଘଟ ବିସର୍ଜନ କରିବେ କି ନାହିଁ 🤔#ମୁଁଗୃହିଣୀ
|| ମହାଷ୍ଟମୀ ପୂଜା ୨୦୨୫ || ଦୂର୍ଗାଷ୍ଟମୀ ୨୦୨୫ || ଫଳଥୁଆ ଓଷା || #ମୁଁଗୃହିଣୀ #kunmun1987 🙏❤️🌸
|| ସକାଳ 5 ରୁ ଦିନ 12 ର କାମ || My Daily Morning Routine ||ଫୁଲ ଗଛରେ କଣ ଦେଉଛି||#kunmun1987 #ମୁଁଗୃହିଣୀ🙏❤️
|| ଭୋର୍ ୪ଟା ରୁ ଦିନ ୧୧ ଟା ଯାଏ ର କାମ 🫣 || ଚନ୍ଦ୍ର ଗ୍ରହଣ ପରେ ଘର କାମ || Morning Routine || #kunmun1987 🙏
|| ବିତି ଯାଇଥିବା କିଛି ସମୟ କେବେ ଭୁଲି ହୁଏନାହିଁ || Busy Morning Routine 🌅 || #kunmun1987 #ମୁଁଗୃହିଣୀ❤️🙏
|| ୭ ସେପ୍ଟେମ୍ବର ୨୦୨୫ ବର୍ଷର ବଡ଼ ଚନ୍ଦ୍ରଗ୍ରହଣ 😳 || ଦେବ ନିତି ଓ ହାଣ୍ଡି ଛାଡ଼ ସମୟ ||#kunmun1987 #ମୁଁଗୃହିଣୀ🙏
|| ମୋ ଦିଅର ଙ୍କର କ'ଣ ହେଇଥିଲା 🥹 || ମୁଁ ଗୃହିଣୀ || #kunmun1987 #ମୁଁଗୃହିଣୀ🙏❤️
|| ଜନ୍ମାଷ୍ଟମୀ ର ସମ୍ପୂର୍ଣ୍ଣ ପୂଜା ବିଧି || Janmashtami Puja 2025 || #kunmun1987 #ମୁଁଗୃହିଣୀ 🙏❤️
|| ମୋ ବଗିଚାରେ କେଉଁ ସବୁ ଫୁଲ ଗଛ ରହିଛି ❤️ || Terrace Garden Tour || #kunmun1987 #ମୁଁଗୃହିଣୀ❤️🙏
|| ଚିତାଲାଗି ଅମାବାସ୍ୟା ୨୦୨୫ || #ମୁଁଗୃହିଣୀ #kunmun1987 ❤️🙏