ଆମର ଲକ୍ଷ୍ୟ ଚରମ ପ୍ରାପ୍ତି

ଓଡ଼ିଶାର ଅଗଣିତ ଓଡ଼ିଶା ବାସୀ ଏବଂ ଓଡିଶା ବାହାରେ ରହୁଥିବା ସମସ୍ତ ଈଶ୍ୱର ପ୍ରେମୀ, ବଡ଼ ଦେଉଳର ମୋଉଡ ମଣି ଶ୍ରୀ ଜଗନ୍ନାଥଙ୍କ ଭକ୍ତ ସମାଜ । ଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଯାହାକି ଆମ ଏହି ଆଧ୍ୟାତ୍ମିକ ପ୍ରବଚନ ଏବଂ ଭଜନ,ଜଣାଣ ଶୁଣି ଆମକୁ ଭଲ ପାଇବା ସହ ସମାଜକୁ କିଛି ଶିକ୍ଷା ଭିତ୍ତିକ କଥାବସ୍ତୁ ଅଛି ବୋଲି ଜଣେଇଛନ୍ତି ଏମିତି ଆଶ୍ରିବାଦ ଭଲ ପାଇବା ରହିଥାଉ ପୂଜ୍ୟ ଗୁରୁଦେବ ଗୁରୁପାଦ ବିଜୟା ନନ୍ଦ ଗୋ ସ୍ଵାମୀ , ଗୁରୁମାତା ମା କୁନ୍ତଳା ଦେବୀ ଓ ଠାକୁର ଶ୍ରୀ ଶ୍ରୀ ଶ୍ରୀ କେଶବ ନାରାୟଣ ଙ୍କ ପଦ୍ମ ପାଦରେ କୋଟି କୋଟି ପ୍ରଣାମ.... ଏବଂ ସମସ୍ତଙ୍କୁ ସପ୍ରେମ ଗୁରୁସ୍ଵାମୀ 🙏🙏🙏( ଆମର ଲକ୍ଷ୍ୟ ଚରମ ପ୍ରାପ୍ତି ) ପରିବାର ଚନେଲ ତରଫରୁ ଆପଣ ମାନଙ୍କୁ ଧନ୍ୟବାଦ୍ ଜୟ ଜଗନ୍ନାଥ ।ଆମ ଚଲେନ କୁ ଦେଖିବାକୁ ଭୁଲିବେ ନାହିଁ .... like , subscribe , share କରିବାକୁ ଭୁଲିବେ ନାହିଁ ।