PRANAM ODIA TV

ll ଜୟ ଜଗନ୍ନାଥ ll
ଆମ ମହନୀୟ ସଂସ୍କୃତିର ପ୍ରତିଟି କଥାକୁ
ସମସ୍ତଙ୍କ ପାଖରେ ପହଁଞ୍ଚାଇବା ପାଇଁ
ଆମର ଏ ଛୋଟ ପ୍ରୟାସ,
ଆଶା କରୁ ସମସ୍ତେ ସହଯୋଗ କରିବେ !

ଏ ମାଟିର ପୁରାଣ, ଶାସ୍ତ୍ର, ସାହିତ୍ୟ, କଳା ଓ଼
ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆମ ମାଟିର ସନ୍ତାନ
ପ୍ରବକ୍ତା ମାନଙ୍କ ଦ୍ୱାରା ବିଶ୍ୱ ବାସୀଙ୍କୁ ପରିଚିତ
କରାଇ ପାରିଲେ ଆମ ଶ୍ରମ ସାର୍ଥକ ହେବ l
ଜୟ ଜଗନ୍ନାଥ ll

II JAY JAGANNATH ll
We need your heart full support
and help to spread our valuable
great culture.
we have a holy plan to worldwide
these matter.
II JAY JAGANNATH ll