Odia Vlogs By Madhusmita
Namaskar,Jay Jagannath,
Jadi mo video bhala laguchi tebe dayakari like au share karantu..ahi youtube family ra part heba pai please channel ku suscribe karidiantu..
For any business inquiries
[email protected]
କୁଆଡେ ବାହାରିଲୁ ଆମେ ପୁରା Family | ଛୋଟ ଛୁଆ ଥିଲେ ଏସବୁ ସାଙ୍ଗରେ ହେବା ସ୍ୱାଭାବିକ | ଅଧା ରାସ୍ତାରେ ଏସବୁ
କେଜାଣି କାହିଁକି ତାଙ୍କ କଥା ଆଜି ବହୁତ ମନେପଡୁଛି |ଓଡ଼ିଆ ମାଣବସା ଗୁରୁବାର ଦ୍ୱିତୀୟ ପାଳି
ମନରେ ଥିବା ବହୁତ ପ୍ରଶ୍ନର ଉତର କିଛି Share କରିଛି |ମାଣବସା ଗୁରୁବାର ପ୍ରଥମ ପାଳି@odiavlogsbymadhusmita1095
ଏତେ ବଡ ଦିନରେ କାହା ମନ ଜମା ଭଲ ନାହିଁ |କେତେ କଣ ସବୁ ଭାବିଥିଲି ହେଲେ ସବୁ ଗଲା @odiavlogsbymadhusmita1095
ପ୍ରଥମ ଥର ଧନତେରସରେ ମାଙ୍କ ପୂଜା |କଣ କିଣିଲି ଧନତେରସ ପାଇଁ | ଅଂଶୀର ଦୁଷ୍ଟାମୀ@odiavlogsbymadhusmita1095
ଦୀପାବଳି ପାଇଁ ପୁରା ଘରର Cleanning,Angelର School,ଘର କାମ ସହ Kunibabyର ଦୁଷ୍ଟାମୀ|କଣ ସବୁ ନେଲି ଦୀପାବଳି ପାଇଁ
ଆସିଗଲି ଶାଶୂଘରକୁ |କିନ୍ତୁ ମନ ଭାରି ଦୁଃଖ ଏତେ କଷ୍ଟ ଯେ ନ କହିଲେ ଭଲ @odiavlogsbymadhusmita1095
ଏସବୁ ମୋ ପାଇଁ ସହଜ ନଥିଲା |ଆଞ୍ଜେଲ ର ଦେହ ପୁରା ଖରାପ |ମାଙ୍କ ପାଖକୁ ଏକା ଯିବାକୁ ପଡିଲା
୧୭ ବର୍ଷ ପରେ ରାଉରକେଲାର ଦୁର୍ଗାପୂଜା ଦେଖି ମନ ପୁରା ଖୁସି |କୁନୀBabyର ଏକା ଜିଦି ଦୋଳିରେ ବସିବ ବୋଲି
କେବେ ଭାବିନଥିଲି ପୁଣି ଥରେ ଏ ଜାଗାରେ ପାଦ ଦେବି | କିଛି ମନର କଥା ସହ ରାଉରକେଲା ହନୁମାନ ବଟିକା ବୁଲା
Surprise Is Here !ଅପେକ୍ଷା ର ଅନ୍ତ ହେଲା |ସମସ୍ତେ ମିଶିକି ବାହାରିଲୁ
ଆସିବାକୁ ଯାଉଛି ଗୋଟେ ବଡ Surprise |ସମସ୍ତେ Full excited |ଆଂଶି ପାଇଁ ୪ ପ୍ରକାର Homemade ଛତୁଆ
ଗୋଟେ ଜିନିଷ କୁ ଖୋଜି ଖୋଜି ଆଜି ପୁରା ଅବସ୍ଥା ଖରାପ |କୁନି Babyର ଦୁଷ୍ଟାମୀ ବଢ଼ିବାରେ ଲାଗିଛି
ଭାବିଥିଲି ଟିକେ ରେଷ୍ଟ ନେବି କିନ୍ତୁ ପୁରା ଦିନ ହସ୍ପିଟାଲରେ ଗଲା|ଛୁଆଙ୍କୁ କଣ ହେଲେ ନିଜ କର୍ତବ୍ୟରେ ଅବହେଳାପରିଲାଗେ
ଜାଣିନି ଠିକ କରିଛି ନ ଭୁଲ କରିଛି କିନ୍ତୁ ଏମିତି Decision ନେବା ପାଇଁ ବାଧ୍ୟ ହେଲି
ସମସ୍ତଙ୍କ ଆଖିରେ ଆଜି ଲୁହ 😥|ପୁଣି ହେଇଗଲି ମୁଁ ଏକା |କେତେ ଶୀଘ୍ର ସମୟ ପଳେଇଲା ଜାଣି ହେଲାନି🥹
ନିଜ ପରିବାର ସହ ଯେଉଁ ଖୁସି ମିଳେ ତାହା ଆଉ କୋଉଠି ନାହିଁ |Mall ଭିତରେ ପନି ପରିବାର ଦାମ କୁ ନେଇକି Discussion🤣
ଭାଗ୍ୟର କି ବିଡମ୍ବନା କେଜାଣି ମା ସେନହ ଜୀବନ ଥିବା ଯାଏ ଆଉ ମିଳିବନି |ମାଉସୀଙ୍କ ହାତ ତିଆରି ବେସର
ଏଥରକ ସବୁ ଗଡବଡ ହେଇଗଲା |କାହାର ନଜର ଲାଗିଲା କେଜାଣି |ମଉସା ମାଉସୀଙ୍କ ପାଇଁ କିଛି Gift
ମୋ ଛୁଆଙ୍କ ପାଇଁ ତାଙ୍କ ଆଇ ପ୍ରେମ ଏଇଠୁ ହିଁ ମିଳେ | ଓଡିଶାରୁ ପ୍ରଥମ ଥର କିଏ ଆସିଲେ ଘରକୁ
ବେଳା ଖରାପ ଥିଲେ ଏମିତି ହୁଏ |ପଣ୍ଡା ବାବୁ ଘରେ ନଥିଲା ବେଳେ ଘର ର ଏ ଅବସ୍ଥା
ବାହାଘର ୧୦ ବର୍ଷ ଭିତରେ ଏସବୁ ପ୍ରଥମ ଥର |ପଣ୍ଡା ବାବୁ ଏକା ବାହାରିଲେ |କେମିତି ସବୁ ମନାଗେ କରିବି ଏକା
Lifeରେ ଏସବୁ Changes ନିହାତି ଦରକାର |ପୁରା ଦିନରେ Anshi(1year old) କଣ ସବୁ ଖାଏ1year old full day routine
୮ ବର୍ଷ ହେଲା ଛୁଆଟିଏ ନାହିଁ |କେତେ କଥା ଶୁଣିବାକୁ ପଡୁଛି| କେମିତି ମୁଁ Naturally ସହ 2nd Baby Conceive କଲି
ସବୁ ଦିନର Story |ବଡ ଝିଅ ର ପାଠ ପଢା ସହ ସାନ ଝିଅର ଦୁଷ୍ଟାମୀ କେମିତି Manage କରେ | ମୋର Night Time Routine
ମାସେ ଆଗରୁ କରିଥିବା Preparation ଆଜି ସଫଳ ହେଲା |ବାଳଗୋପାଳଙ୍କ Birthdayରେ ବନିଲା Special ଭୋଗ ଥାଳି
ଭାବିକି ଭାରି ଟେନସନ ଲାଗୁଛି ଆଂଶି ପାଇଁ | କେମିତି ସବୁ ଜନ୍ମାଷ୍ଟମୀ ପାଇଁ Preparation କରିଛି |Janmastami 2025
ମା ହେଇକି ମଧ୍ୟ ନିଜ ପାଇଁ ସ୍ୱାଥପର ହବାକୁ ପଡୁଛି |ଦୁଇ ଛୁଆ ସହ ସବୁ ଜିନିଷ Manage କରିବା ବଡ କଷ୍ଟ
ଜୀବନରେ ଏମିତି ରକ୍ଷା ବନ୍ଧନ ପ୍ରଥମ ଥର |ପଣ୍ଡା ବାବୁ ତାଙ୍କ ଭଉଣୀ ମାନଙ୍କୁ ଭୁଲି ଗଲେ |Day 2
ହଟାତ ରେ ବାହାରିଗଲୁ Packing କରି |ଏହି Change ନିହାତି ଜରୁରୀ ଥିଲା |ସବୁ କେମିତି Manage ହବ |Day 1