Odia Kirtan Power

🕉️ଜୟ ଶ୍ରୀ ରାଧେ ରାଧେ 🙏🙏🌺
⚛️ ଆମର ଲୁକିଯାଇଥିବା କଳା ,ସଂସ୍କୃତି ଓ ପରମ୍ପରା କୁ ଲୋକଲୋଚନକୁ ଆଣିବା ପାଇଁ ଆମର 🙏ଓଡ଼ିଆ କୀର୍ତନ ପାୱାର 🥰ରେ ଏକ ଛୋଟିଆ ପ୍ରୟାସ କରୁଛୁ l ଏଠାରେ ଆମେ ପ୍ରତିଦିନ ନାମସଙ୍କୀର୍ତ୍ତନ୍ୟ , ବୈଠକୀ ,ପାରାୟଣ, ଦଣ୍ଡ ନୃତ୍ୟ ଏବଂ କଳା ଓ ପୌରାଣିକ କଥାବସ୍ତୁ କୁ ମାନେ ପକାଇ ଦେବା ପାଇଁ ପ୍ରଚେଷ୍ଟା କରୁଛୁ l🥰

ଆମର Odia Kirtan Power you tube channel କୁ LIKE👍,SHARE and SUBSCRIBE କରନ୍ତୁ ଅନେକ ସମୟରେ ନୁଆ ନୁଆ ଭିଡିଓ ଦେଖିବା ପାଇଁ l🥀 ଜୟ ମା ସମଲେଇ 🙏🙏❇️