Dinanka Tv
Facebook- https://www.facebook.com/Dinankatv/
Instagram- https://www.instagram.com/dinankatv/
So Thank You 🙏❤️😊
For Sponsorship & Business Enquiries :
[email protected]
[email protected]
Its official YouTube channel of Dinanka TV. Here everyone gets the latest & Investigative news. Its a platform of Trust, Truth & Transparency. It is true that social media has become a major source of news, but we are determined to use it for public good and not misuse it.
ସମ୍ବାଦ ପରିବେଷଣର ବଡ଼ ମାଧ୍ୟମ ପାଲିଟିଛି ସୋସିଆଲ୍ ମିଡିଆ ସତ, କିନ୍ତୁ ଆମେ ଏହାର ଅପବ୍ୟବହାର ନୁହେଁ ବରଂ ଜନହିତ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ସଙ୍କଳ୍ପ ବଦ୍ଧ ।
ସାହାନାଇ ଜାଗାରେ ବାଜିଲା ସାଇରନ୍ | ବାହା ହୋଇପାରିଲେନି କ୍ରିକେଟ୍ କୁଇନ୍ ସ୍ମୃତି | Smruti Mandhana Marriage |
ଶେଷନିଦ୍ରାରେ ବୀରୁକୁ ପୁଣି ଦେଖିଲା ଜୟ | ସତ ସହିପାରିଲେନି ସନି, ଶେଷ ଫିଲ୍ମ ରିଲିଜ୍ ଦେଖିପାରିଲେନି | Dinanka TV |
ୟୁନିଭର୍ସିଟିରେ ଦେଖିବ 'ଚକା' ଆଉ 'ଟୋକା' I ମୋହନ ବାବୁଙ୍କ ଦୈନନ୍ଦିନ ଘଟଣା IIAlcohol consumption increased.
ସାବଧାନ: ମାଡ଼ିଆସୁଛି ବାତ୍ୟା ସେନ୍ୟାର ! ଏହିଠାରେ ପିଟିହେବ, ପବନ ରେକର୍ଡ ଭାଙ୍ଗିବ! Cyclone Alert for Odisha |
ଭାରି ବାଧିଛି ଅଭିଳାଷ ବାବୁଙ୍କ ପୋଷ୍ଟ I ମୋହନଙ୍କ ପାଇଁ ଗୀତ ଗାଇଲା ବେଳେ କାହିଁକି ବିରୋଧ କରୁ ନ ଥିଲ? II
ଭକ୍ତ ଦାସଙ୍କ ଦୁର୍ବଳ ନେତୃତ୍ୱ ପାଇଁ, ଆଶିଷ ନେହେରାଙ୍କ ଭଳି ବୋଲ୍ଡ ହୋଇଗଲୁ II Dinanka TV
ମୋହନ ମାଝୀ ତୁମେ ହଁ କାହିଁକି କଲ ? I ମତେ କ'ଣ କେରାଣ୍ଡି ଭାବିଛ? : ସୁର ରାଉତରାୟ II
ରାଜଧାନୀ ଘେରିଲେ ଅଙ୍ଗନୱାଡି ଦିଦି I ୧୦ ଲକ୍ଷ ରିଟାୟାର୍ଡ଼ ବେନିଫିଟ୍, ନୂଆ ମୋବାଇଲ ଦିଅ II Dinanka TV
ପଞ୍ଚାୟତ ଭୋଟ ମୁଣ୍ଡ ଉପରେ, ଏବେ ରାବଣ-ବିଭୀଷଣ କାଢନି I ମହିଷାସୁରକୁ ଲକ୍ଷ୍ମଣ ମାରିଥିଲେ II Dinanka TV
ମୋହନ ସରକାରରେ, ଚାକିରି ଚୋରି ଲିଗାଲ୍ ହେବ? ବିଜେପି ମୁଖ୍ୟମନ୍ତ୍ରୀଙ୍କ କଥା କେହି ଶୁଣୁନାହାନ୍ତି II
ନୂଆପଡ଼ାରେ କଂଗ୍ରେସରେ କ୍ଷତି ହୋଇନି, ସଂଗଠନ ସଜାଡ଼ନ୍ତୁ ସଭାପତି I ଭକ୍ତ ଏକାଠି କଲା ଭଳି ଭାଷଣ ଦେଉନାହାନ୍ତି II
ଆଖି ବୁଜିଲା ଆହତ ହାତୀ ମାଖନା,କେମିତି ଜଗିବ ବନ ବିଭାଗ? I ହାତୀ-ହାତୀ ଲଢ଼େଇ,ବଢ଼ାଇଲାଣି ଟେନସନ୍ II
ବାବୁ-କୃଷ୍ଣଙ୍କ ନୂଆ ଅବତାର, ନିରାଶ୍ରୟାଙ୍କୁ ଦେଲେ ଆଶ୍ରୟ I ରାସ୍ତା ନୁହେଁ ବେଡ଼ ଦେବୁ, ଯାଇକି ଶୁଅ II
ନୂଆପଡାରେ ପରାଜୟ ପୋଷ୍ଟମର୍ଟମ୍ I ନବୀନଙ୍କ ସମୀକ୍ଷା ଆଗରୁ ଏମିତି ଗର୍ଜିଲେ ଭୂପିନ୍ଦର II
ଓଡ଼ିଶା ପାଇଁ ଗର୍ବ ଅଲ୍ ଇଣ୍ଡିଆ ଲିଡର ଧର୍ମେନ୍ଦ୍ର I ଏତେ ସମୟ ପରେ ଓଡ଼ିଶାରେ ଦର୍ଶନ ଦେଉଛନ୍ତି II
ଏଥିପାଇଁ ସ୍ୱାଗତ କରିବାକୁ ଗଲେଣି ମୁଖ୍ୟମନ୍ତ୍ରୀ I ମୋହନଙ୍କ କୁଣ୍ଡଳୀରେ ଶନି ହୋଇ ବସିଛନ୍ତି ଧର୍ମେନ୍ଦ୍ର! II
କାମଦେଲା ମୋହନଙ୍କ ବଜ୍ର ଛାଟ,ସହରୀ ମନ୍ତ୍ରୀ ପୁରା ଆକ୍ଟିଭ୍ I ଅଧରାତିରେ ନିରାଶ୍ରୟାଙ୍କ ଆଶ୍ରା ଦେଲେ କୃଷ୍ଣ-ବାବୁ II
ବାଂଲାଦେଶୀଙ୍କୁ ପଡିଛି ଶନିଦଶା, କୁଆଡେ ଯିବେ ଏତେ ଲୋକ? I ପଲିଟିକ୍ସ ଖାଉଛି, ପ୍ରକୃତି ମାରୁଛି ତ ଭାରତ ତଡ଼ୁଛି! II
କଂଗ୍ରେସରେ କାମ ଦେବେନି ରାବଣ-ବିଭୀଷଣ I ସବୁ ରାହୁଲ ଗାନ୍ଧୀ ତଳେ, ଉପରକୁ କେହି ଯାଇ ପାରିବେନି II
ଅଧିକ ଟଙ୍କା ହେଇଗଲେ ଖର୍ଚ୍ଚ କରିବାକୁ ବାଟ ପାଉନାହାନ୍ତି କଳାକାର I ଖାଲି ନିଶାରେ ବୁଡ଼ୁଛନ୍ତି II Dinanka TV
କଂଗ୍ରେସରେ ତେଜିଲା ଗୃହ କନ୍ଦଳ I ଯୁବ କଂଗ୍ରେସର ଭବିଷ୍ୟତ ସହ ଖେଳୁଛନ୍ତି ଭକ୍ତ ଦାସ ଆସିଲା ଅଭିଯୋଗ II Dinanka TV
ମୃତ୍ୟୁ ପର୍ଯ୍ୟନ୍ତ ଜୋରଜବରଦସ୍ତି ହ୍ୟୁମାନଙ୍କୁ ମଞ୍ଚ ଉପରକୁ ନିଆ ଯାଉଥିଲା I ତାଙ୍କ ଟଙ୍କା ହଡ଼ପ ହେଉଥିଲା II
ରାଜ୍ୟରେ ଠିକ୍ ଭାବରେ ହେଉନାହିଁ ନିଯୁକ୍ତି ପରୀକ୍ଷା, ହନ୍ତସନ୍ତ ହେଉଛନ୍ତି ଆଶ୍ରୟୀ II OSSC Recruitment scam ||
ରାଜ୍ୟରେ ଆରମ୍ଭ ହେଲା ଜଙ୍ଗଲରାଜ I ଉଠେଇ ନେଲେ କଂଗ୍ରେସ କର୍ମୀଙ୍କୁ, ବିଧାୟକଙ୍କୁ ଦେଲେ ହତ୍ୟା ଧମକ II Dinanka TV
କଂଗ୍ରେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ I ସରକାରଙ୍କୁ ଘେରିଲା କଂଗ୍ରେସ II
ରାଜ୍ୟ ସରକାର କୁହନ୍ତୁ କେବେ ସରିବ ରତ୍ନ ଭଣ୍ଡାର ଗଣତିମଣତି I ସରକାରଙ୍କୁ ବିଜେଡିର କଡା ପ୍ରଶ୍ନ II Dinanka TV
ଦିନ ବେଳେ ଫେରୀବାଲା ରାତି ହେଲେ ଚୋରି ଓ ନିଶା କାରବାର କରୁଥିଲେ ବାଂଲାଦେଶୀ II Dinanka TV
ବିଜୁଙ୍କ ନାଁ ଭୁଲି ପାରୁନାହାନ୍ତି ଭାଇନା | ଜାତୀୟ ରାଜନୀତିରେ ଦବଦବା, ଧର୍ମେନ୍ଦ୍ର ହେବେ କେନ୍ଦ୍ରୀୟ ସଭାପତି | BJP
ଦୁବାଇ ଏୟାର ଶୋ' ସମୟରେ ଦୁର୍ଘଟଣା ଗ୍ରସ୍ତ ହେଲା ତେଜସ,ଉଡାଣ ଭରୁ ଭରୁ ଖସିପଡିଲା |
ଭୁବନେଶ୍ୱରରେ ଧର୍ମେନ୍ଦ୍ରଙ୍କ ପାୱାର୍ ଶୋ' | ବିହାର ଜିତି ଫେରିଲେ ଓଡ଼ିଶା, ବନିପାରନ୍ତି ବିଜେପି ସଭାପତି | Welcome