Ajay Liza blogger

କାହିଁକି ଲିଜା ର ମୋର ଚାରିଟାରେ ଖାଇଲୁ 😭😭😭

ଲିଜା କଲେ ଚିକେନ୍ ତରକାରୀ ମାଛ ଭଜା ଆମ୍ବ ଆସ କିଏ ଖାଇବ 🦈🦈🍗🍗🥭🥭

ଆଜି କେତେ ବରଷା ବେପାର ମାନ୍ଦା 😭😭😭🥗🍲🥗

ମଣିଷ ବଞ୍ଚିବାକୁ ହେଲେ କେତେ କଷ୍ଟ କରିବାକୁ ପଡୁଛି ଭାଇ 😭😭😭😭

ମୋ ଜୀବନ ନରକେ ପଡ଼ିଥାଉ ଜଗତେ ଉଦ୍ଧାର ହେଉ , କେତେ କଷ୍ଟ 😭😭😭🙏🙏

ଆଜି ଦହି ବରା ବେପାର ଆରମ୍ବ ହେଲା ଆସନ୍ତୁ ଖାଇବ🍲🥗🍲

ଆସନ୍ତୁ ଆଜି ବନେଇବା ଅଣ୍ଡା କରି ମାଛ ଭଜା ଆମ୍ବ 🥭🥭🦈🦈🦈

ଆଜି ମୋ ବାପାଙ୍କର ଦିନ ଶ୍ରାଧ ପଡୁଛି, ଖାଇବା ଘାଣ୍ଟ ତରକାରୀ ଯାଉ 🫕🍲🥗🍜🥣

କେତେ ଅସୁବିଧା ହଉଛି ମୋବାଇଲ ଚଳେଇବା 😭😭

ସମସ୍ତେ କୁଆଡେ ଯାଇଥିଲେ ଆସନ୍ତୁ ଜାଣିବା 🥱🥱

ମିଠା କାମ ଚାଲିଛି ଫୁଲ୍ ରେଷିପି ଦେଖନ୍ତୁ 🌮🌮🍛🥙🥟🍱🦪

ହନୁମାନ ଙ୍କ ସୀତା ଠାବ ପରେ ଲଙ୍କା ପୁର ଛାର ଖାର , ଜୟ ହନୁମାନ 🚩🙏🚩🙏

ଲିଜା ବନେଇଲେ ଛୁଇ ଆଳୁ ମାଛ ବେସର କରୀ 🦈🦈🫕🍲🫕🥗🥗

ଲିଜା କଲେ ଛଚିନ୍ଦ୍ରା ରେ ପିଠାଉ ପିଠା ଓ ଭାରି ଟେଷ୍ଟ 🧆🥘🍝🍪🥧

ରାମ ନବମୀ ଯାତ୍ରା ଲଙ୍କା ପୋଡ଼ି ଗୀତିନାଟ୍ୟ କିଛି ଦୃଶ୍ୟ ପାଟ ୧ 🙏🚩🙏🚩🙏🚩

କେତେ ଦିନ ପରେ ଘରେ ହେଲା କୁକୁଡ଼ା ଲେକ୍ ପିସ୍ ଝୋଳ 🍗🍗🍲🫕🍗🐔🐔

ବାଙ୍କୀ କଇଁମୁଣ୍ଡି ଗ୍ରାମରେ ରାମ ନବମୀ ଯାତ୍ରା ଦେଖିବାକୁ ଆସନ୍ତୁ ପାଟ ୨ ଜୟ ଶ୍ରୀ ରାମ 🚩🙏🚩🙏🚩

ଆସ ଦେଖୀ ବାକୁ ରାମ ଲୀଳା ରାମ ଜନ୍ମ ପାଟ ୧ 🚩🙏🚩🙏🚩🙏🚩🙏

ଆଜି କଳମ ଶାଗ କୁ ଛୁଇ ଆଳୁ ବଡି ବାଇଗଣ ତରକାରୀ 🪴🌿🥗🫕🍲

ଆଜିର ରେସିପୀ ଦେଶୀ ପୋହଡା ମାଛ ପଖାଳ ଭାତ 🦈🦈

କେତେ ଦିନର ଆଶା ଆଜି ପୂରଣ ହେଲା ଘରକୁ ନୂଆ ଗାଡ଼ି ଆସିଲା 🏍️🛵🏍️

ଆଜିର ରେଶୀପି ଡାଲମା ଭେଣ୍ଡି ଭଜା ସଜନା ଶାଗ ପେଜ ଆଉଟା🌿🌿🫕🍲🫕🥗🥗

ଆଜି ଫୁଲ୍ ରେଶିପି ପୋଟଳ ମସଲା ଡାଲି ପିତା ଶାଗ ଭଜା 🌿🌿🍲🫕🍲

କେତେ ଲୋକ କେତେ କଥା କହୁ ଛନ୍ତି ମନ ଭାରୀ ଦୁଃଖ 😭😭😭

ଆଜି ପଖାଳ ସାଙ୍ଗକୁ ଦେଶୀ ପୋହଡ଼ା ମାଛ ବେସର ମସଲା #ଫୁଲ୍ ରେଶିପୀ 🫕🍲🫕

ଆଜି ଦେଶୀ ବାରି ଛୁୂଇ ଆଳୁ ବାଇଗଣ ବଡି ଝୋଳ 🫕🥗🍲🫕🥗🍲

ଆଜି ଆଇଲା ଦେଶୀ ପୋହଡା ମାଛ ଖାଇବା ଆଜି ଜମିଲା 🦈🦈🦈🫕🍲🥗

ଲିଜା କଲେ ଫୁଲ କୋବି ଚିଲି ସାଙ୍ଗକୁ ଡ଼ାଲି ଶାଗ ଭଜା 🥦🥦🌶️🌶️🫕🌿🫕🌿🥗

ଲିଜା କହିଲେ ସେ ମୋ କାମ କରିବେ ମୁଁ ତାଙ୍କ କାମ କରିବି 😁😁 ଲିଜ କଲେ ମାଛ ପକେଇକି ଘାଣ୍ଟ ତରକାରୀ 🫕🥗🫕

ଲିଜା କଲେ ଭେଣ୍ଡି ଆଳୁ ଆମ୍ବୁଲ ବେସର ତରକାରୀ 🥗🫕🥗