Snigdha Dwivedy
ନମସ୍କାର!
ଏହି ଚାନେଲ ରେ ଆପଣ ମାନଙ୍କୁ ସ୍ବାଗତ ଜଣାଉଛି। ଏ YouTube ଚାନେଲ ଟି ଖୋଲିବାର ଲକ୍ଷ୍ୟ ହେଉଛି ଆପଣ ମାନଙ୍କୁ ଓଡ଼ିଆ (Odia), ଇଣ୍ଡିଆନ୍(Indian), ଚାଇନିଜ୍ (Chinese) ଉଭୟ ଆମିଷ ଓ ନିରାମିଷ recipes ଗୁଡିକ କିପରି ଅତି ସହଜରେ ବନେଇ ପାରିବେ ତାହା ଶିଖାଇବା।
ମୁଁ ଚେଷ୍ଟା କରିବି ଭିଡିଓ ଗୁଡିକ ଯଥା ସମ୍ଭବ ଆପଣ ମାନଙ୍କୁ ଦେଖାଇବାକୁ। ଆପଣମାନେ ମୋ ଚାନେଲ କୁ subscribe କରିବାକୁ ଭୁଲିବେ ନାହିଁ ଓ ପାଖରେ ଥିବା ଘଣ୍ଟି ଚିହ୍ନ କୁ ଦବେଇ ମୋ ନୁଆ ନୁଆ ଭିଡିଓ ର notifications ଓ latest updates ପାଇପାରିବେ।
ଧନ୍ୟବାଦ।
Hello!
Welcome to my channel. My goal with this YouTube Channel is to make a perfect ODIA,INDIAN,CHINESE both VEG and NON VEG recipes very easily with tips and tricks.
I'm trying to upload my videos as much as i can. So don't forget to SUBSCRIBE my CHANNEL and press the BELL ICON so that you can get my all new videos notifications.
Thank You.
Party Wear Lehenga ର ପୁରା ଜବରଦସ୍ତ Collections ❗️ଏତେ କମ୍ Price ବିଶ୍ୱାସ ବି କରିପାରିବେନି ❗️Odia Vlogs❗️
Bridal Lehenga ଆରମ୍ଭ ମାତ୍ର ୨୦୦୦ ❗️ ଭୁବନେଶ୍ବର ର Best Bridal Lehenga Collection❗️
ବାରିପଦା Famous ସୁସ୍ଵାଦୁ ରାମ ରୋଚକ ତରକାରୀ(Rama Rochaka Tarkari)(56 bhog Mahaprasad)|Odia Recipe|Odia
Market Style Motichur Ladoo At Home❗️Halwai Style Motichur Ladoo❗️Mihidana Ladoo❗️Easy Motichur Ladu
ଥରେ ବନେଇଲେ ସବୁ ଥର ବନେଇବେ❗️Ghuguni Odia Recipe❗️Matar Curry Odia Recipe❗️Odia Easy Recipe❗️OdiaKhaiba
ମାତ୍ର ଅଧା କପ୍ ଅଟା ରେ ରସୁଆ ଗୁଲାବ ଜାମୁନ୍❗️Soft & Juicy Gulab Jamun Recipe❗️sweet Recipe❗️Odia Sweets❗️
ଛପନ ଭୋଗ ବାଡ଼ିଆ ଡାଲମା|Badia Dalma|56 Bhog|Puri Temple Recipes|Odia Dalma Recipe|Odia Khaiba|Authentic
ଶ୍ରୀ ଜଗନ୍ନାଥ ଙ୍କ ଅତିପ୍ରିୟ... ପୁରୀ ମନ୍ଦିର ପରି ବନାନ୍ତୁ ସ୍ଵାଦିଷ୍ଟ ସରପୁଳି(Sarapuli)|56 Bhog Mahaprasad|
ପର୍ବପର୍ବାଣି ରେ ବନାନ୍ତୁ ଅଟା ର ହେଲ୍ଦି ରସୁଆ କଦଳୀ ମାଲପୁଆ|Atta Malpua Recipe|Odia Malpua Recipe|56 Bhog|
ରଜ ପିଠା| କଡ଼େଇରେ ବନାନ୍ତୁ ସ୍ଵାଦିଷ୍ଟ ଚାଉଳ ଜନ୍ତା ପୋଡ଼ ପିଠା|Chaula Janta Poda Pitha|Raja Special Recipe|
ଢ଼ାବା ଷ୍ଟାଇଲ ଘରେ ବନାନ୍ତୁ ପନିର ତଡ଼କା|Paneer Tadka Recipe|Dal Tadka|DhabaStyle Paneer Tadka|OdiaRecipe
ଶୀତ ଦିନର ସମସ୍ତ ଙ୍କ ପସନ୍ଦ ଚିଲି କୋବି|Chilli Kobi Recipe|Odia Chilli Kobi|Odia Recipe|Easy Odia Recipe|
ବାଇଗଣର ନୂଆ ରେସିପି ଛୋଟ ରୁ ବଡ଼ ସମସ୍ତଙ୍କୁ ପସନ୍ଦ ଆସିବ|Baingan bharta|Eggplant New Recipe|Odia New Recipe
କଢେଇ ରେ ବନାନ୍ତୁ ସବୁଠୁ ସହଜ ଫ୍ରୁଟ୍ କେକ୍| Christmas Special Fruit Cake in kadhai|Plum Cake|OdiaRecipe
ଥରେ ଏମିତି ଚିଙ୍ଗୁଡ଼ି ଝୋଳ ବନେଇଲେ ସବୁ ଥର ବନେଇବେ|Prawn Curry|Chingudi Tarkari|Odia Recipe|New Recipe|
ଗ୍ୟାରେଣ୍ଟି ଆପଣଙ୍କୁ ବିନା ପିଆଜ ରସୁଣରେ ସୋୟାବିନ ର ଏ ନୂଆ ରେସିପି ବହୁତ ପସନ୍ଦ ଆସିବ|Soyabean Curry|OdiaRecipe
ପିତ୍ତ ନାଶ ଓ ପେଟ ଥଣ୍ଡା ପାଇ ଖାଆନ୍ତୁ ତୋରାଣି କାଞ୍ଜି|Kanji Recipe|Odia Kanji Recipe|Authentic Odia Kanji|
ଦହିବରା ବନେଇବାର ସଠିକ୍ ଉପାୟ | Dahibara Recipe(Without Soda) |How to make Dahibara |Dahi Bhalla Recipe|
ମାତ୍ର 1 Spoon ସିକ୍ରେଟ୍, ଥରେ ବନେଇଲେ ସବୁ ଥର ବନେଇବେ|ଭୋଜି Style ଟମାଟୋ ଖଟ୍ଟା|Tomato Khata|Odia Recipe|
କାର୍ତ୍ତିକ ମାସ ଘରେ ଘରେ ବନୁଥିବା ମନ୍ଦିର ପରି ହବିଷ ଡ଼ାଲମା |Habisa Dalma| Kartika Masa Special|Odia|
ଖୁବ୍ କମ୍ ସାମଗ୍ରୀ କୁ ନେଇ ବନାନ୍ତୁ ଦୁଧ୍ ପୁଆ (Dudh Pua) | Bihar Famous Sweet Dish | Odia Recipe |
ଜହ୍ନି ଓ ବାଦାମ ର ଏକଦମ୍ ସହଜ recipe ଏତେ ଟେଷ୍ଟି ଦେଖିଲା ମାତ୍ରେ ବନେଇବେ|Ridged Gourd Recipe|Odia recipe|
ଚାହା ମସଲା କୁ ଅଧିକ ଦିନ Store କରି ରଖିବାର ସଠିକ୍ ଉପାୟ | Tea Masala | Chaa Masala Powder | Odia Recipe |
ବର୍ଷା ପାଗକୁ ଚଟ୍ ପଟା ମସାଲେଦାର୍ ଆଳୁ ଚାଟ୍ |Masaledar Aloo Chaat|Green Chutney|Imli Chutney|Odia Recipe|
ନୂଆ ଶୈଳୀରେ ପୁର ଦିଆ ଗୋଟା ବାଇଗଣ ମସଲା|Stuffed Baingan Masala|Bharwa Baingan|Baigana Masala|Odia Recipe|
ବର୍ଷା ପାଗକୁ ସମସ୍ତଙ୍କ ପସନ୍ଦ ମସଲା ଚାହା|Masala Chaha|Masala Tea Recipe|Homemade Chai Masala Powder|odia
ଶ୍ରୀ ଜଗନ୍ନାଥ ଙ୍କ ନିସଙ୍ଖୁଡ଼ି ଭୋଗରୁ ଗୋଟେ ଭୋଗ ତାଟ ମନୋହର|Tata Manohara|Kapura Keli|56 Bhog|Odia Recipe|
ଖୁବ୍ କମ୍ ସାମଗ୍ରୀ କୁ ନେଇ ବନାନ୍ତୁ ଚଟ୍ ପଟା ପାଓ ଭାଜି |Pav Bhaji Recipe|Mumbai Style|Odia Recipe| Odia |
୧୦ ମିନିଟ୍ ଭିତରେ ନୂଆ ପ୍ରୋସେସ୍ ରେ ବନାନ୍ତୁ ମିଠା ଦହି|Bhapa Doi|Misti Doi|Mitha Dahi Recipe|Odia Recipe|
Congratulations To All 10K SUBSCRIBERS😍 Heartly Thank You ❤ #odiarecipes #snigdhadwivedy