Astro Paradise
Astro paradise is a charitable channel who provides videos & tips on your problems, In our videos & tips shared is according to calculation of JYOTISH SHASTRA, requesting to all of our visitors to subscribe our channel in their 1st View so that all visitors can stay updated when we upload a new video in future.
Astro paradise ର ଉଦ୍ଦେଶ୍ୟ ଆପଣଙ୍କ ଦୈନଦିନ ଜୀବନରେ ଯେଉଁ ସବୁ ସମସ୍ଯା ଦେଖାଦେଉଛି ତାହାର ଭଲ ଭାବରେ ସମାଧାନ କରିବା, ଭବିଷ୍ୟତରେ ଘଟିବାକୁ ଥିବା ଘଟଣାକୁ ଜଣାଇବା, ଗ୍ରହ ପୀଡାରୁ ମୁକୁଳିବାର ଉପାୟ ବାହାର କରିବା,ନିଜର ଭାଗ୍ୟ ଭବିଷ୍ୟତ କୁ ଜାଣିବା,ଜ୍ୟୋତିଷ ଶାସ୍ତ୍ରକୁ ଭଲ ଭାବରେ ତର୍ଜମା କଲାପରେ ଆପଣଙ୍କ ଜୀବନରେ ଘଟୁଥିବା ସମସ୍ତ ସମସ୍ୟାର ସମାଧାନ ଏହି ASTRO PARADISE CHANNEL ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ପ୍ରୟାସ,ଏହି CHANNEL ରେ upload ହେଉଥିବା ସମସ୍ତ video ଜ୍ୟୋତିଷ ଶାସ୍ତ୍ର ସମ୍ମତ ଅଟେ,
ଆପଣମାନଙ୍କୁ ଅନୁରୋଧ ASTRO PARADISE କୁ SUBSCRIBE କରନ୍ତୁ,upload ହେଉଥିବା video କୁ like ଓ share କରନ୍ତୁ, ଆପଣଙ୍କର ବହୁ ମୂଲ୍ୟ ମତାମତକୁ comment box ରେ ଲେଖନ୍ତୁ,
ଆପଣଙ୍କ ଭଲପାଇବା ଆପଣଙ୍କ ଆଶିର୍ବାଦ ନିତ୍ୟାନ୍ତ କାମ୍ୟ।
" ଜୟ ମା'ଶାରଳା "
ସଂକ୍ରାନ୍ତି ଠାରୁ ଏହି ୬ ରାଶିର ଖୋଲିବ ଭାଗ୍ୟର ତାଲା। ଓଡ଼ିଆ ମାସିକ ରାଶି ଫଳ।odia rasifala, astro paradise
ଠାକୁର ଘରେ ଚଉରା ପାଖରେ ସଂଧ୍ୟା ବତୀ ବା ସଂଧ୍ୟା ଦୀପ କେତେବେଳେ ଦେବେ କେମିତି ଦେବେ? Sandhya deepa debara vidhi,
କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଗୋଟିଏ କାର୍ଯ୍ୟ ନିଶ୍ଚୟ କରନ୍ତୁ ମାସକ ଜାକର ପୁଣ୍ୟ ଅବଶ୍ୟ ମିଳିବ, astro paradise
ପଞ୍ଚୁକରେ ୫ଟି ଜାଗାରେ ଦୀପ ଦାନ କରି ୫ଟି ଦ୍ରବ୍ଯରେ ଭଗବାନଙ୍କୁ ପୂଜା କରନ୍ତୁ,astro paradise
ରବିନାରାୟଣ ବ୍ରତ ପଡୁଛି ଆସନ୍ତା ରବିବାର କେମିତି କରିବେ ଏହି ବ୍ରତ, rabinarayana brata 2025, astro paradise
ପଞ୍ଚୁକ ବ୍ରତର ମହତ୍ବ,ପଞ୍ଚୁକ କେଉଁ ଦିନରୁ ଆରମ୍ଭ, panchuka brata 2025,vishma panchaka, astro paradise
ଅଁଳା ନବମୀ ଦିନ ଅଁଳା ଗଛର ଖୋଳପା ଖଣ୍ଡେ ଘରକୁ ଆଣନ୍ତୁ ଟଙ୍କା ଟାଣି ହୋଇ ଆସିବ, amla navam, astro paradise
ଅଁଳା ନବମୀ ଦିନ ଅଁଳା ବୃକ୍ଷକୁ କେଉଁ ବିଧିରେ ପୂଜା କରିବେ?anla navami puja vidhi odia,astro paradise
ପିଲା ହେଉନଥିଲେ କିମ୍ବା ପିଲାର କୌଣସି ସମସ୍ୟା ଥିଲେ କାର୍ତ୍ତିକ ମାସର ଏହିଦିନ କରନ୍ତୁ ଏମିତି କିଛି, astro paradise
ଦୀପାବଳି ଦିନ ସଂଧ୍ୟା ସମୟରେ ଏହି ସବୁ ଜାଗାରେ ଗୋଟିଏ ଗୋଟିଏ ଦୀପ ନିଶ୍ଚୟ ଲଗାନ୍ତୁ ଘରୁ ସମସ୍ତ ବାଧା ଦୂରେଇ ଯିବ।
ନରକ ଚତୁର୍ଦ୍ଦଶୀରେ ନିହାତି ଗୋଟିଏ ଦୀପ ଏହି ସମୟରେ ଲଗାନ୍ତୁ ଅପମୃତ୍ୟୁ ଆପଣଙ୍କ ପରିବାରକୁ ସ୍ପର୍ଶ କରିବ ନାହିଁ,
ଧନ୍ତେରସରେ ସୁନା ରୁପା ନକିଣି ଏହି ଜିନିଷ ଘରକୁ ନିଶ୍ଚୟ ଆଣନ୍ତୁ? Astro paradise#Dhanteras2025
ବାବା ଦିବାକର ଦାସ ମହାରାଜଙ୍କୁ ମିଳିଲା ଝଙ୍କଡ଼ ବାଣୀସାରଥି ଉପାଧି, #babadibakaradas #bhabadibakara
ନବରାତ୍ର ବ୍ରତକୁ ସଫଳ କରିବା ପାଇଁ କେତେ ବର୍ଷର ଝିଅଙ୍କୁ ପୂଜା କରିବା, kanya pujana , astro paradise
ନବରାତ୍ର ପୂଜା ପାଇଁ ଦେବୀଙ୍କ ଘଟ ସ୍ଥାପନ କେମିତି କରିବେ, astro paradise
ସୂର୍ଯ୍ୟ ମହାଗ୍ରହ କନ୍ୟା ରାଶିକୁ ସଂଚାର କରିବେ ଏହି ସବୁ ରାଶିର ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ, astro paradise
ଭାଗବତ ପଢ଼ିବାର ସଠିକ୍ ନିୟମ ଓ ସରଳ ପୂଜା ବିଧି,bhagabata patha karibara vidhi, astro paradise
ଆସନ୍ତା ୭ ତାରିଖରେ ଲାଗୁଛି ବଡ଼ ଗ୍ରହଣ,ଏହି ଦିନ ଗର୍ଭବତୀ ମହିଳାମାନେ କ'ଣ କରିବେ,chandra grahan, astro paradise
ଅଗଷ୍ଟ ୧୭ ତାରିଖରୁ ଏହି ୬ ରାଶି ପାଇଁ ଆସୁଛି ଖୁସିର ଦିନ,ଓଡିଆ ରାଶିଫଳ,odia rasi fala, astro paradise
ଏହି ଶ୍ରାବଣ ମାସରେ ୧୦୮ ବେଲପତ୍ର କୁ ୧୦୮ ଦୁବ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ, astro paradise
ଭୁଲରେ ବି ଏହି ସବୁ ନଦୀରୁ ଜଳ ଉଠାଇ ଦେବାଧିଦେବ ମହାଦେବଙ୍କ ଲିଙ୍ଗରେ ଲାଗି କରନ୍ତୁ ନାହିଁ,astro paradise
ଏହିସବୁ ରାଶି ଉପରେ ପଡ଼ିବ ଅଭୁତ ପୂର୍ବ ପ୍ରଭାବ ଯେତେବେଳେ ସୂର୍ଯ୍ୟଙ୍କର ହେବ ଦକ୍ଷିଣାୟନ, astro paradise
ବ୍ରତମାନଙ୍କ ମଧ୍ୟରେ ସାର ରବିନାରାୟଣ ବ୍ରତ ଏହିଦିନ ପଡୁଛି କେମିତି କରିବେ କେତେବେଳେ ପୂଜା କରିବେ, astro paradise
ଯଦି ଆପଣ ଗୀତା ପଢୁଛନ୍ତି ତାହାଲେ ଏହି ସବୁ କଥା ନିଶ୍ଚୟ ଜାଣିବା ଦରକାର, astro paradise
ରଜ ୩ ଦିନରେ ଠାକୁରାଣୀଙ୍କର ମାର୍ଜନା ହେବ ନା ନାହିଁ?Raja re thakura puja heba na nahin, astro paradise
ରଜ ସଂକ୍ରାନ୍ତି ଦିନ ଏହି ୬ ଟି କାମ ନିଶ୍ଚୟ କରନ୍ତୁ, mithuna masa ra rasi fala, astro paradise
ସୁଖ ଓ ଦୁଃଖ ଆମକୁ କ'ଣ ଭଗବାନ ଦେଇଥାନ୍ତି?sukha dukha amaku bhagaban dianti ki? Astro paradise
ହରି ନାମ ସଂକୀର୍ତ୍ତନରେ ରହିଛି ଅନେକ ଶକ୍ତି,ମହା ମନ୍ତ୍ର ଭଜନ ଓ କରିବା ଶ୍ରବଣ କରିବାର ଅନେକ ପୁଣ୍ୟ ଥାଏ,
ଜୁନ୍ ୫ ତାରିଖରେ ଯୋଉଁ ସୁଦଶା ବ୍ରତ ପଡୁଛି ତାକୁ କେଉଁମାନେ କରିବେ?sudasha brata 2025, astro paradise
ବୃହସ୍ପତି ଚଳନ ୨୦୨୫,ଏହି ଉପାୟ ବୃହସ୍ପତିଙ୍କ ଅଶୁଭତ୍ବରୁ ନିଶ୍ଚୟ ରକ୍ଷା କରିବ, astro paradise