Raj Odia Kirtan

UPlOAD -TIME ( 12:50 ) Raj Odia Kirtan ଆପଣଙ୍କୁ ସ୍ବାଗତମ୍ ଜଣାଉଛି ଏହି Channel ରେ ଦଣ୍ଡନୃତ୍ୟ, କିର୍ତ୍ତନ ବୈଠକି,ମହିଳାକିର୍ତ୍ତନ, କୃଷ୍ଣଗୁରୁ, ପାଲା, ପାରାୟଣ, କରମସାନୀ, ରାମଲୀଳା ଏବଂ କଳାକାର ସାକ୍ଷାତକାର ଦେଖୁପାରିବେ ହଜି ଯାଉଥ‌ିବା ଳୋକକଳା ଏବଂ ସଂସ୍କୃତି କୁ ଆଗକୁ ଆଣିବାପାଇଁ ମୋର ଛୋଟ ପ୍ରୟାସ ଟି ଜାରି ରଖିଛି ଆପଣଙ୍କର ଭଳପାଇବା ଆମପାଇଁ ଆସିର୍ବାଦ ହେଉ