Bhagabata Darshana

ଶ୍ରୀ ଶ୍ରୀ ଗୁରୁଗୌରାଂଗୌ ଜୟତଃ

ଭାଗବତ ଦର୍ଶନ ଚ୍ୟାନେଲଟି ଶ୍ରୀମଦ ଭାଗବତ ଓ ଅନ୍ଯାନ୍ଯ ପ୍ରାମାଣିକ ଶାସ୍ତ୍ର ବିଚାର ଓ ଦର୍ଶନ ଉପରେ ଆଧାରିତ ଆଧ୍ୟାତ୍ମିକ ଚେତନା ଜାଗ୍ରତ ଓ ପ୍ରଚାର କରିବା ଉଦେଶ୍ୟରେ ଉପଲବ୍ଧ । ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ କଳିଯୁଗ ପତିତ ପାବନକାରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ର ଶୁଦ୍ଧଭକ୍ତି ଧାରାକୁ ଶ୍ରୀଗୌଡୀୟ ବୈଷ୍ଣବ ସମ୍ପ୍ରଦାୟ ଜଗତରେ ପ୍ରଚାର କରି ଆସୁଛି । ସେହି ଧାରାକୁ ଅନୁସରଣ କରି ଆମ୍ଭେମାନେ ଜନ ସାଧାରଣଙ୍କ ସର୍ବମଙ୍ଗଳ ବିଧାନାର୍ଥେ ଉକ୍ତ ଚ୍ଯାନେଲ ମାଧ୍ୟମରେ ପ୍ରଚାର କାର୍ଯ୍ୟକ୍ରମକୁ ସକ୍ରିୟ କରିବାକୁ ସଂକଳ୍ପ ବଦ୍ଧ ।
ଆପଣମାନେ ଉକ୍ତ ଚ୍ୟାନେଲରେ ପ୍ରକାଶିତ ଭିଡିଓ ଗୁଡିକୁ Like, Share & Subscribe କରି ନିଜକୁ ଧନ୍ଯ କରନ୍ତୁ।

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।
ହରେ ରାମ ହରେ ରାମ ରାମ ରାମ ହରେ ହରେ ॥

ଅଧିକା ଜାଣିବାକୁ ଚାହୁଁଥିଲେ ଆମ ସହିତ ଯୋଗଯୋଗ କରନ୍ତୁ ।