Odia Gourab

ଶ୍ରୀ ଶ୍ରୀ ରଘୁନାଥ ଜୀୟୁ ନାଟ୍ୟ ସସଂଦ ଧୀରପାଟଣା, ଢେଙ୍କାନାଳ

ମୁଁ ସତ୍ୟଜିତ୍

ଏହି ଚ୍ୟାନେଲ୍ ରେ କେବଳ ରାମ ନାଟକ ପ୍ରସାରିତ ହେବ
ରାମ ନାଟକ ଓଡିଆ ଙ୍କ ଗର୍ବ ଗୌରବ. ଓଡିଆ ଲୋକଙ୍କ ହୃଦୟ ମଧ୍ୟରେ ସ୍ଥାନ ପାଇଚି . ସେଥିପାଇଁ ଏହି ଚ୍ୟାନେଲ ନାମ (ଓଡ଼ିଆ ଗୌରବ) ରଖାଯାଇଛି କାହିଁକି ନା ସେତେବେଳେ ଯେଉଁ ରାମ ନାଟକ ଅନୁଷ୍ଠିତ ହେଉଥିଲା ଏବେ ସେଇ ରାମ ନାଟକ ନୂଆ ରଙ୍ଗ, ଢଙ୍ଗ ନୂଆ ରୂପ ରେ ଆରମ୍ଭ ହୋଇଛି .ଓ ଓଡ଼ିଶାର ଗର୍ବ ଗୌରବ କରିଛି

ଯେଉଁମାନେ ମୋ VIDEO ଦେଖୁଛନ୍ତି ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ କାହିଁକି ନା ଆପଣ ସମୟ ବାହାର କରି ଆମ VIDEO ଦେଖିଥିବାରୁ ଏବଂ ବହୁ ମାତ୍ରରେ ଭଲପାଇବା ଦଉଥିବାରୁ .

ଭଲ ଲାଗିଲେ like, share, comment & subscribe କରିଵେ. please

ଏହି ଲିଙ୍କ୍ ଆମ YOUTUBE ର ଚ୍ୟାନେଲ୍ :-https://www.youtube.com/@OdiaGourab4839 

ଯେଉଁ ମାନେ ମୋ VIDEO ଦେଖୁଛନ୍ତି
ସୀତା ରାମ ତାଙ୍କୁ ସବୁବେଳେ ଖୁସି ରଖନ୍ତୁ

ସମସ୍ତେ କୁହନ୍ତୁ ଯେ

🙏ଜୟ ସୀତା ରାମ🙏

PLEASE try