Odia Education Village

📚 Odia Education Village କୁ ସ୍ୱାଗତ
👉 ଏଠାରେ ଆପଣମାନେ ପାଇପାରିବେ —:

* ୧ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟସାମଗ୍ରୀ

* ଓଡ଼ିଆ ସାଧାରଣ ଜ୍ଞାନ (GK) ଏବଂ ସାମ୍ପ୍ରତିକ

* ପରୀକ୍ଷା ପ୍ରସ୍ତୁତି (ମାସିକ / ବାର୍ଷିକ)

* ମାତୃଭାଷା (Odia), English, Mathematics, Sanskrit ଓ ଅନ୍ୟାନ୍ୟ

* ଶିକ୍ଷାମୂଳକ ଓ ପ୍ରେରଣାଦାୟକ ଭିଡିଓ.


🎯 ଆମର ଉଦ୍ଦେଶ୍ୟ — ପଢ଼ାକୁ ସହଜ, ଆକର୍ଷଣୀୟ ଓ ସମସ୍ତଙ୍କ ପାଇଁ ସୁଗମ କରାଇବା।
🙏 Odia Education Village କୁ Subscribe କରନ୍ତୁ ଏବଂ ପ୍ରତିଦିନ ନୂଆ ଶିକ୍ଷାଭିଡିଓ ଦେଖନ୍ତୁ।

.…............... ଧନ୍ୟବାଦ ❤️🙏🏻....................