AAMAR BALANGIR

ଆମର ବଲାଙ୍ଗୀର
- ଇ ଚ୍ୟାନେଲ ମାଧ୍ୟମରେ ମୁଇଁ ଆପଣ ମାନଙ୍କୁ ଆମ ବଲାଙ୍ଗୀର ଜିଲ୍ଲାର ସବୁ ବ୍ଲକ୍, ବ୍ଲକ୍ ଅଣ୍ଡର ର ସବୁ ପଞ୍ଚାୟତ, ସବୁ ପଂଚାୟତ ଅଣ୍ଡର ରେ ଥିବା ସବୁ ଗାଁ ର ଦୃଶ୍ୟ ଦେଖି ବାକୁ ପାଇବେ
- ବହୁତ୍ ଲୋଗ୍ ବାହାର୍ କେ ବୁଲି ଜଉଛନ, ଆଉ କେହି କେହି ଘରୁ ହୀ ନି କାହିଁ ଯିବାର ଆଉ ତାଙ୍କର ଜୀବନ ଟା ଗାଁ ରେ ହିଁ ସରି ଜଉଛେ।
- ହେଲେ ଆମେ ଜେନ ସହର ରେ ରହୁଛୁ ସେ ସହର କେ ଭଲସେ ଭୀ ନି ଦେଖ ବାର, ତାର ଗାଁ ମନକୁ ନି ଦେଖିବାର




ସୂଚନା...
ଆଶା କରୁଛେ କି ମୁଇ ମୋର ( ଆମର ବଲାଙ୍ଗୀର) ଚ୍ୟାନେଲ ମାଧ୍ୟମରେ ଆପଣ ମନକୁ ପୁରା ବଲାଙ୍ଗୀର ସହର ର ଦୃଶ୍ୟ କେ ଆପଣ ମନ୍ କର୍ ପାସ୍କେ ପହଞ୍ଚାଇ ପାର୍ମି 🤝




ମତେ ଆପଣ ମନ୍ କର୍ ସପୋଟ୍ ଆଉ ପ୍ୟାର ଦେବେ
ଚ୍ୟାନେଲ କେ SUBSCRIBE ଆଉ ଭିଡିଓ କୁ LIKE କର୍ଭେ