MAHAK tv
ଜୁହାର MAHAK TV smell of nature youtube channel ଆପଣକେ ସ୍ବାଗତ l ମୁଇ ଯାହା ଦେଖବି ଲାଗବା ଆପଣ ମାନକେ ବି ଦେଖାବି ତୋ ତାହାକେ live ନେଇତୋ ପରେ upload କରି ଆପଣ ମାନକେ ଦେଖାବି। ଇଥିନେ ଭ୍ଳଗ ଭିଡିଓ ,ବିଭିନ୍ନ ମନୋରଞ୍ଜନ, ଜ୍ଞାନ ବିଜ୍ଞାନ ,ହସି ମଜାକ ,ଖେଳ ଫୁଟବଲ କ୍ରିକେଟ, ଯାତ୍ରା,ନାଟ,କିର୍ତ୍ତନ,ପୁଜା,ବିହା,ଘଟଣା,ଦୁର୍ଘଟଣା,ଭେଟଘାଟ ର live କିମ୍ବା ପରେ upload କରିକରି ଦେଖାବି । ଆପଣଙ୍କ ର କିଛି video social media ରେ upload କରବାରଥିଲେ କିମ୍ବା ଯାହାବି live କରବାର ଥିଲେ ଯୋଗାଯୋଗ କରବେ ।
ଆପଣଙ୍କ ସହଯୋଗ ଏକାନ୍ତ କାମ୍ୟ ଆପଣଙ୍କସହଯୋଗ ମୋ ମୋପାଇଁ ବରଦାନ......।
Please subscribe share like and comment.