Jhilli family life style

ନମସ୍କାର ଦର୍ଶକବନ୍ଧୁ ଆପଣମାନଙ୍କୁ ମୋର ଏହି ଚ୍ୟାନେଲ ରେ ସ୍ବାଗତ ଜଣାଉଛି l ଏହି ଚ୍ୟାନେଲ ରେ ମୁ ସବୁବେଳେ ଫ୍ୟାମିଲି ଭିଡ଼ିଓ upload କରିଥାଏ l
ଭିଡ଼ିଓ ଭଲ ଲାଗୁଥିଲେ, ଭିଡିଓ କୁ like କରନ୍ତୁ, ସାଙ୍ଗ ମାନଙ୍କ ସହିତ share କରନ୍ତୁ ଏବଂ ଏହି ଭଳି ଭିଡିଓ ସବୁବେଳେ ଦେଖିବାପାଇଁ channel କୁ subscribe କରି bell icon କୁ press କରି ରଖନ୍ତୁ l ଭିଡିଓ ଟି କେମିତି ଲାଗିଲା comment box ରେ ଜଣାଇବେ l