Balaram das

Hii Everyone I'm Subash. This is our YouTube channel "Balaram das".

In this channel you can watch all religions mythological, Historical and real story video.

So please subscribe and support now-🌹🌹


ନମସ୍କାର ଦର୍ଶକବନ୍ଧୁ, ମୁଁ' ସୁବାଷ, ସ୍ୱାଗତ କରୁଛି ଆପଣ ମାନଙ୍କୁ ଆମର ୟୁଟୁବ ଚାନେଲ "ବଳରାମ ଦାସ" କୁ | ଏହି ଚାନେଲ କେବଳ ଆପଣମାନଙ୍କ ପାଇଁ | ଏହି ଚାନେଲରେ ଆପଣ ମାନେ ସବୁ ଧର୍ମର ପୌରାଣିକ,ଐତିହାସିକ ଏବଂ ସତ୍ୟ କାହାଣୀର ଭିଡ଼ିଓ ଦେଖିବାକୁ ପାଇବେ | ଆପଣ ମାନଙ୍କୁ ଅନୁରୋଧ ଆମ ଚାନେଲ କୁ ସବ୍ସ୍କ୍ରାଇବ କରି ବେଲ ଆଇକନ କୁ ଦବାନ୍ତୁ ଏବଂ ଅଲ ନୋଟିଫିକେସନ ଅନ କରନ୍ତୁ ସର୍ବଦା ଅମସହ ଯୋଡିହୋଇ ରୁହନ୍ତୁ | ଜୟ ଜଗନ୍ନାଥ