Pabitra Kumar Official

ଜୟ ଜଗନ୍ନାଥ |ମୁଁ ଆପଣଙ୍କ ପ୍ରିୟ ଭଜନ କଣ୍ଠଶିଳ୍ପୀ ପବିତ୍ର କୁମାର | ପ୍ରତି ସପ୍ତାହରେ ନୂଆ ନୂଆ ଭଜନ ଆପଣଙ୍କ ପାଖକୁ ଏହି channel ମାଧ୍ୟମରେ ପହଂଚିବ |ତେଣୁ ଆପଣ ମାନେ channel ଟିକୁ subscribe କରି ମୋର ନୂଆ ନୂଆ ଭଜନ ଶୁଣନ୍ତୁ | ଧନ୍ୟବାଦ ||