GSMI DAVID
ଯୀଶୁଙ୍କ ନାମ ରେ ନମସ୍କାର ମୁଁ ଶିବ ସିଂ (ଡେଭିଡ) ଏହି GSMI DAVID ୟୁଟୁବ ଚେନାଲ କୁ ସ୍ୱାଗତ କରୁଛି ଏହି ଚେନାଲ ରେ ଯୀଶୁଙ୍କ ଆତ୍ମିକ ବାକ୍ୟ, ଆତ୍ମିକ ଶିକ୍ଷା,ପ୍ରତେକ ଦିନ ପାର୍ଥନା, ବାଇବଲ ଶିକ୍ଷା,ବାଇବଲ ଜ୍ଞାନ,ବାଇବଲ ଷ୍ଟୋଡି, ନିଜ ଜୀବନ କୁ କିପରି ଆତ୍ମିକ ରେ ଆଗକୁ ବଢାଇବା ଏବଂ ପ୍ରେରଣା ଦାୟକ ଭିଡିଓ ଦେଖାଇବାକୁ ଚାହୁଁ ଅଛି ।
ଆପଣ ମତେ ସହଯୋଗ କରନ୍ତୁ
ଯୀଶୁ ଆପଣ ଏବଂ ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ।
ଯୀଶୁଙ୍କ ମହା ନାମ ରେ PRAISE THE LORD. 🙏🙏🙏