Odisha Vlogger Mousumi
Winter Special Effective Face Pack | ମୋର New ସମ୍ବଲପୁରୀ ଡ୍ରେସ Collection |
Diwali 2025 l Diwali Puja Vlog l ଏଥର ଦୀପାବଳି ରେ କେମିତି ପୂଜା କଲି l
କିଛି ନ ଜଣେଇକି ହଟାତ ଆସି କିଏ ପହଁଚିଗଲା | ଧନତେରସ ଦିନଟା ଏମିତି ଗଲା |
ୟା ଠାରୁ ଶାନ୍ତି ଆଉ କିଛି ନାହିଁ | Morningରୁ ଏବେ ଚାଲିବ ଏମିତି | ମୋତେ ଏଥିରେ ଖୁସି ମିଳେ | Diwali Cleaning |
ସକାଳୁ ସନ୍ଧ୍ୟା ହେଲା ଜଣାପଡ଼ିଲାନି | ଧୀରେ ଧୀରେ ଠିକ୍ ହଉଛି ସବୁ l ବହୁତ ଦିନ ପରେ ଆଜି ରୁଟିନ ବ୍ଲଗ l କୁମାର ପୂଜା
ଏଇ Situation ସବୁବେଳେ ମୋ ପାଇଁ ବହୁତ Difficult ହୁଏ | 2 ଦିନର ଖୁସି ସରିଗଲା l ଉଷୁନା ଚାଉଳ ରେ ହେଲ୍ଡି ଚକୁଳି l
ଆସିଲା ପରେ ସବୁବେଳେ ଏଇ ଅବସ୍ଥା ଘରେ | ଆଜି ସବୁ କଥା Clear କରିଦେଲି | ସବୁ Answer ଦେଇଦେଲି |
ଗାଁରେ ପହଂଚିଲା ପରେ ପ୍ରଥମ ବ୍ଲଗ | କଣ କଣ ସବୁ ହେଲା ଆଜି | ଘର ଖାଲି ଖାଲି ଲାଗୁଚି |
ଦିଲ୍ଲୀରୁ ଫାଷ୍ଟ ଟାଇମ ଏକୁଟିଆ ଯାଇ ପହଞ୍ଚିଗଲି ଓଡ଼ିଶାରେ | ବୋଉ କଣ ସବୁ ରୋଷେଇ କରିଥିଲା |
Hatat Odisha Jibaku Paduchi But Mamali Paine Tike Tension | kemiti kn Sabu Manage Haba |
Bahut Dina Pare | Bhabinathili Au Vlog Deiparibi Boli | Health Issue | Mental Health Issue |
ଯିଏ ଯାହା ବି ଭାବୁଛନ୍ତି ସେମିତି କିଛି ବି ହେଇନି ମୋର | ବହୁତ ଦିନ ପରେ ମୋର ସକାଳର ରୁଟିନ |
ଏ ବର୍ଷ ରାକ୍ଷୀ ଭାଇ ଭାଉଜଙ୍କ ସହ କେମିତି ପାଳନ କଲି | ଗୁଡୁଲୀ ର First Rakhi | 2 ମାସ ପରେ ଦେଖି ଚିନ୍ହିପାରୁନି |
ରାକ୍ଷୀରେ ଭାଇ ଘରକୁ ବାହାରିଲି | ବାପା ଝିଅଙ୍କର ରାକ୍ଷୀ ବନ୍ଧା କେମିତି ହେଲା | ସକାଳୁ ଉଠି କଣ ସବୁ ପ୍ରସ୍ତୁତି କଲି
ମୋର ସୁଦଶାବ୍ରତ ଏଥର କେମିତି କଲି |ବହୁତ ଜଣଙ୍କର ବହୁତ Question କେମିତି Clear କରିବି | ସମସ୍ତଙ୍କର କିଛି ଅଲଗା ଥାଏ
ମାମାଲିର First Time Stage Dance ମରାଠୀ look ରେ | ମୋର ସୁଦଶା ବ୍ରତ ପାଇଁ ପ୍ରସ୍ତୁତି | ନାଚିବ ବୋଲି କି ଖୁସି |
କଣ ପାଇଁ ମୁଁ ବ୍ଲଗ Continue କରିପାରୁନି ଆଜି କହିବି ସବୁ | Finally ବହୁତ ଦିନ ପରେ ଆଜି ବ୍ଲଗ ଦେଲି |
ପୋଖରୀରୁ ଆଜି ଧରା ହେଲା ବଡ ମାଛ | ଆଜିର ବ୍ଲଗ ବୋଉ ସ୍ପେସିଆଲ | ମୋତେ ବିଦା କରିବା ପାଇଁ ଏମିତି କରୁଛି |
ସମସ୍ତେ ମିଶି ତୋଳିଲୁ ବାଡିରୁ Organic ପନିପରିବା | ଘରେ ମୋତେ ସବୁଠୁ ଖୁସି ଏଥିରୁ ହିଁ ମିଳେ |
ରଜ ଆଉ ସାବିତ୍ରୀ ପାଇଁ ସୁନ୍ଦର ସୁନ୍ଦର Silk ଶାଢ଼ୀ | Beautiful ColourFul Silk Sadhi |
ଆମ ଗୁଡୁଲୀର 1st Birthday କେମିତି କଲୁ | 1st Time ମୁଁ ବହୁତ Enjoy କଲି | ବାପ ଘର ବ୍ଲଗ | Odisha Vlog |
ଝିଅର Birthday ପାଇଁ ସବୁ Preparation Start ହେଇଗଲା |ଦେଖନ୍ତୁ ଆମ କୁନି ଝିଅକୁ 1yr ପରେ |ପୂଜା ପାଇଁ ଶାଢ଼ୀ କିଣା
ଗାଁରେ ମୋର ଫାଷ୍ଟ ବ୍ଲଗ | ପହଁଚିଲା ପରେ ଟାଇମ ହିଁ ନାହିଁ | ଆମ୍ବ ବାଡ଼ି ବୋଉର ପନିପରିବା କଣ ସବୁ ଲାଗିଛି |
ଦିଲ୍ଲୀ ରୁ ମା ଝିଅ ବାହାରି ପହଂଚି ଗଲୁ ଗାଁରେ | ଦିଲ୍ଲୀ ରୁ ଓଡିଶା ( ଭଦ୍ରକ ) ଟ୍ରାଭେଲ ବ୍ଲଗ |
ପୁଣି ବହୁତ ଦିନପରେ ବ୍ଲଗ ଆରମ୍ଭ କଲି | Packing Start କଲି ଓଡିଶା ଯିବାପାଇଁ | ଏବେ ଖୁସିରେ vlog ବନେଇବି |
ନିର୍ଣ୍ଣୟ lଏଇ ଓଡ଼ିଆ ଫିଲ୍ମର ଲେଖିକା ମୋର ପ୍ରିୟ ସାଙ୍ଗ ସେଲି lଟ୍ରେଲର କେମିତି ଲାଗିଲା ଜଣେଇବେ lଆଜି ରିଲିଜ୍ ହଉଚି
ବହୁତ ଦିନପରେ ଚାଲିଲି ସାଙ୍ଗ ମାନଙ୍କ ସହିତ ଗୋଟେ ନୂଆ ମାର୍କେଟ ବୁଲି | Delhi Haat , INA Market Shopping |
Marriage pain Beautiful Partywear Saree Collection |
ହୋଲି ଆଗରୁ ଇଏ କି ଅବସ୍ଥା |ପଖାଳ ଦିବସରେ ବନେଇଲି ମୋର ପ୍ରିୟ ପଖାଳ ଥାଳି | ଏତେ ଦିନ ପରେ ମନ ପସନ୍ଦର ପଖାଳ ଶୁଖୁଆ |
Finally ଏତେ ଦିନ ପରେ | ଏସବୁର ସମାଧାନ ପାଇଁ ମୋତେ ଦିଲ୍ଲୀ ଛାଡିବାକୁ ପଡିବ | ଖରାଦିନ ପାଇଁ ବେଷ୍ଟ SkinCare |