Rhythm of dev 's life
ନମସ୍କାର🙏! ମୁଁ ଦେବେନ୍ଦ୍ର ସ୍ବାଗତ କରୁଛି Rhythm of dev 's life। ଏହି ଚ୍ୟାନେଲ୍ ଏକ ମଧ୍ୟମ ବର୍ଗୀୟ ପିଲାଙ୍କ ଦୈନନ୍ଦିନ ଜୀବନର ଗଳ୍ପ, ଯାତ୍ରା ଅନୁଭବ ଓ ଲାଇଫ୍ଷ୍ଟାଇଲ୍ ଭିଡିଓସ୍ ସହ ଆପଣଙ୍କୁ ଜଣାଏ। ଗ୍ରାମ ଓ ସହର ଜୀବନ, ସ୍ବାଭାବିକ ଭାବରେ ଘଟୁଥିବା ଘଟଣା, ମଜେଦାର ଦୃଶ୍ୟ, ଓଡିଆ ରୁଚି ଓ ସଂସ୍କୃତି ନେଇ ଆମେ ଆପଣଙ୍କ ସାମ୍ନାକୁ ଆଣିଛୁ।
🙏 ସପୋର୍ଟ କରନ୍ତୁ, ସସ୍କ୍ରାଇବ୍ କରନ୍ତୁ, ଏବଂ ଆମ ଯାତ୍ରାରେ ଅଂଶୀଦାର ହୁଅନ୍ତୁ।
ବିଷୟବସ୍ତୁ:
ଦୈନନ୍ଦିନ ଜୀବନ ଭିଡିଓ
ଓଡିଆ ଟ୍ରାଭେଲ୍ ଭ୍ଲଗ୍
ଖାଦ୍ୟ ଓ ରୁଚି
ଲାଇଫ୍ଷ୍ଟାଇଲ୍, ନୂଆ ଅନୁଭବ
ସହଜ ଓ ଅସଲ ଜୀବନ ଗଳ୍ପ
ମଧ୍ୟମ ବର୍ଗ ପିଲାର ଯାତ୍ରା ଓ ଜୀବନ
ଦୈନନ୍ଦିନ ଜୀବନ | ଓଡ଼ିଆ ଯାତ୍ରା | ଲାଇଫ୍ଷ୍ଟାଇଲ୍ | ମଜା ଓ ଗଳ୍ପ
🙏 ସହଜ ଜୀବନ, ଅସଲ ଅନୁଭବ!
📍 Stay connected with Rhythm of dev 's life.
ପଟ୍ନା ହନୁମାନ ମନ୍ଦିର ଦର୍ଶନ | ଅଦ୍ଭୁତ ଆଧ୍ୟାତ୍ମିକ ପରିବେଶ | Patna Hanuman Temple 🙏 | 📍Bihar
Kali Puja 2025 | Katihar ra sabutharu Bada Kali Pooja | Dhol, Aarti aur Mela | Katihar Vlog 2025
Audit life 😔 || Happy Diwali 🎇 || Auditor life style ||
Golkonda Fort Hyderabad || Historical and Most Beautiful Tourist Place
Ganesh Immersion Celebration in Corporate Office ✨! Odia Dance in Hyderabad 😯! Ganesh Visarjan 2025.
R K Beach visakhapatnam // Visakhapatnam Beach // Beach Vizag
ଆସ ବୁଲି ଯିବା ଭୂତ ଘର 👻 || Daily life story vlog || Essbee megastore shopping mall
ମା ଅମ୍ବଦେବୀ ମନ୍ଦିର ମହାରାଷ୍ଟ୍ର | ଶ୍ରୀ କୃଷ୍ଣାଙ୍କ ସହ ଲାଗିରହିଥିବା ଏକ ଐତିହାସିକ କାହାଣୀ || Ambadevi Mandir
Don't trust anyone in life 💔 || Always have faith in God.
Swaminarayan Arti 🙏|| Swaminarayan Mandir || Swaminarayan Mandir tour and live Arti
ଶ୍ରୀରାମ ଜନ୍ମଭୂମି ଦର୍ଶନ | ଶ୍ରୀ ରାମଚନ୍ଦ୍ର ଙ୍କୁ ଲାଗିରହିଥିବା କିଛି ଐତିହାସିକ କଥା || Ram Janmabhoomi
Vande Bharat Express First Time Experience || Ayodhya To Patna || Vande Bharat Express Ac v/s CC