Das festivals station🕉️

ଜୟ ଜଗନ୍ନାଥ 🙏
ଦର୍ଶକବନ୍ଧୁ , ମୁ ଆପଣମାନଙ୍କୁ ମୋ ଚାଁନେଲରେ ସ୍ୱାଗତ କରୁଛି 😀
ମୋର ନାମ ଦେବବ୍ରତ ଦାସ ,ମୋର ଘର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାଉଦପୁର ଗ୍ରାମରେ ପଡେ , ମୁ ମୋର ଭିଡ଼ିଓ ମାଧ୍ୟମରେ ଭଦ୍ରକ ରେ ହେଉଥିବା ସବୁ ପୂଜା ପର୍ବ ର ଭସାଣି ଭିଡ଼ିଓ ଆପଣମାନଙ୍କୁ ଦେଖାଇ ଥାଏ 😊 ❤️❤️
ଆପଣମନେ ମୋର ଭିଡ଼ିଓ କୁ ଦେଖୁବାରୁ ଏବଂ ଭଲ ପାଇବା ❤️ ଦେଉଥିବାରୁ ବହୁତ ବହୁତ ଧନ୍ୟବାଦ 😊🙏


ବର୍ତ୍ତମାନ୍ ମୋତେ ଆପଣମଙ୍କ ସମର୍ଥନ (SUPPORT) ର ଅବଶ୍ୟକ , ଯାହାଦ୍ଵାରା ଓଡ଼ିଶାର ସମସ୍ତ ( DJ LOVER) ଙ୍କ ପାଖକୁ ମୋ ଭିଡ଼ିଓ ପହଁଞ୍ଚି ପାରିବ 🥰 ଏବଂ ଏହାଦ୍ୱାରା ଭଦ୍ରକ ରେ ହେଉଥିବା ପୂଜା ପର୍ବ ଓ ଭସାଣି କାର୍ଯ୍ୟକ୍ରମ ସେମନେ ଦେଖି ପାରିବେ 😊
ଆପଣମାନେ ଯଦି ମୋ ଭିଡ଼ିଓ ଦେଖୁଛଥନ୍ତି ତେବେ (Like , Subscribe ଏବଂ ସୁନ୍ଦର ସୁନ୍ଦର Comment) କରିଦେବେ 😀
ଆଶା କରୁଛି ଆପଣ ମାନେ ମତେ ହୃଦୟରୁ ❤️(support )କରିବେ ।

ଜୟ ଜଗନ୍ନାଥ 🙏 ଆଜି ମୁ ଏତିକି ରେ ରହିଲି , ଆଶା କରୁଛି ଆପଣମନେ ମୋ ଚାଁନେଲକୁ ଆସି ଖୁସି 🥰😊 ହେଇଥିବେ ।

https://www.youtube.com/@DasFestivalsstation