Bijay Kumar Official

ଜୟ ଜଗନ୍ନାଥ | ମୁଁ ଆପଣଙ୍କ ପ୍ରିୟ ଭଜନ କଣ୍ଠଶିଳ୍ପୀ ବିଜୟ କୁମାର | ମହାପ୍ରଭୁ ଙ୍କ କୃପାରୁ ତାଙ୍କ ଗୁଣ କୀର୍ତ୍ତନ କରିବାର ଯେଉଁ ସୁଯୋଗ ପ୍ରଦାନ କରିଛନ୍ତି ବଞ୍ଚି ଥିବାଯାଏ ତାଙ୍କ ଭଜନ ଗାଉଥିବି .....ଆପଣମାନଙ୍କ ଆଶୀର୍ବାଦ ମୋ ଉପରେ ଥାଉ ..... | ତେଣୁ ଆପଣ ମାନେ channel ଟିକୁ subscribe କରି ମୋର ନୂଆ ନୂଆ ଭଜନ ଶୁଣନ୍ତୁ |
MOB : 9861067791 (Whatsaap)
8249307507