KARDAPAL

ଆମର ଗାଁ କର୍ଡାପାଲ ରେ ହେଉଥିବା ସବୁ ପ୍ରକର୍ ର FUNCTION ଜେନ୍ ନେ ମୁଇ ଗାଁ ରେ ଥୀମି ବଳ ତ ସେଥିର୍ ଭିଡିଓ ବାନମି ଆର୍ ଇନେ upload କରି ଦେମି, କାହିଁ ର ଲଗି ବେଲେ ମୋର mobile ରେ ରହେଲେ storage full ହେଇ ଯିବା,SUBSCRIBE କରି ଦିଅ ଆର ଭିଡିଓ ଦେଖ ।