ବୃଷ//11ଟି କଟୁସତ୍ୟ,କେଉଁ ବୟସରେ ସତର୍କରହିବେ,ମହତ୍ତ୍ଵପୂର୍ଣ୍ଣ ଭବିଷ୍ୟବାଣୀ//Brusha Rashifal,Taurus Horoscope
Автор: Subha Pratidina odia 🙏
Загружено: 2025-10-15
Просмотров: 20435
ବୃଷ//11ଟି କଟୁସତ୍ୟ,କେଉଁ ବୟସରେ ସତର୍କରହିବେ,ମହତ୍ତ୍ଵପୂର୍ଣ୍ଣ ଭବିଷ୍ୟବାଣୀ//Brusha Rashifal,Taurus Horoscope
@subhapratidinaodia
ଏହି ଭିଡ଼ିଓ ବୃଷ ରାଶି ବେକ୍ତି ମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ , ବୃଷ ରାଶି ଜୀବନୀ, କେଉଁ ବାୟରେ ତାଙ୍କୁ କଣ ଶୁଭ ଫଳ ମିଳିଥାଏ ଆଉ କେଉଁ ବୟସରେ ତାଙ୍କୁ ସତର୍କ ରହିବା ନିହାତି ଦରକାର, କେଉଁ ବୟସରେ କଣ କରିବା ଉଚିତ। ସେମାନଙ୍କର ପିଲା ଦିନ, ସେମାନଙ୍କର ଯୁବା ଅବସ୍ଥା ସେମାନଙ୍କର ବୈବାହିକ ଜୀବନ, ବୃଦ୍ଧା ଅବସ୍ଥା କିପରି ହୋଇଥାଏ, ବୃଷ ରାଶି ପାଈଁ ଶୁଭ ରତ୍ନ ଶୁଭ ରଙ୍ଗ ଶୁଭ ଦିନ।
👉ଆଜିର ଭିଡିଓ ଟି ବୃଷ ରାଶିର ବେକ୍ତି ମାନଙ୍କ ପାଇଁ ବହୁତ ଖାସ ଅଛି, ଆଗାମୀ ସମୟ ରେ ଗ୍ରହ ର ଗୋଚୋର ଅନୁସାରେ କେଉଁ ଗ୍ରହ କେଉଁ ଭାବରେ ବିରାଜ ମାନ କରିବେ ଆଉ କଣ ଫଳ ଦେବେ ସେ ବିସୟରେ ବିସ୍ତାର ଭାବରେ ଜାଣିବା, ଏହି ଆଲୋଚନା ବର୍ତ୍ତମାନ ର ଗ୍ରହ ଗୋଚୋର କୁ ଆଧାର କରି...।
👉 ଏମିତି ରାଶି ଚକ୍ର.. ଗ୍ରହ ଗୋଚୋର୍ ର ଫଳା ଫଳ ଜାଣିବା ପାଇଁ ଆମ ଚ୍ୟାନେଲ କୁ subscribe କରନ୍ତୁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ...
#rashifalodia
#taurushoroscope
#zodiacsigns
#todayhoroscope
#brusharashi
#ajirarashiphala
#ବୃଷରାଶି
#odia
#dainikrashifa
#brushaRashifal2025
Доступные форматы для скачивания:
Скачать видео mp4
-
Информация по загрузке: