Mobile To Binare Banchiba Kasta ll ମୋବାଇଲ ତୋ ବିନାରେ ବଂଚିବା କଷ୍ଟ ll ହାଏରେ ମୋବାଇଲ ତୁ କଣକଲୁ ll Pragnya
Автор: Sai pragnya Creation
Загружено: 2025-11-08
Просмотров: 37398
#Mobiletobinarebanchibakasta
#Haeremobiletukanakalu #pragnyashreenayak
#saipragnyacreationnewrealise
#Mobilemobaile #Mobiletobinabudhapiladiwana #mobileringtone #Jibanadharmigita #motivationalsong #Manabadharmi #mobilegaming #odiafestivalsong #Mobilereals #Mobileselfy #motivationalvideo #shortvideo #statusvideo #shortsyoutube #Sundaysongs #Starvideo #Chithihajigala #Bestsongs2025 #
🙏 SAI PRAGNYA CREATION ଆପଣଙ୍କ ପାଇଁ ଏକ ସୁନ୍ଦର consept ଆଣିଦେଇଛି,ଯାହା ସହିତ ଆପଣ ମାନଙ୍କର ଅତି ରୁ ଅତି ନିବିଡ ସମ୍ପର୍କ ll ଏମିତିକି ଆପଣ ମାନେ ବାପା,ମା ସ୍ନେହ, ସମ୍ପର୍କ, ଖାଇବା, ପିଇବା ଏ ସବୁକୁ ପଛେ ଛାଡ଼ିଦେବେ,କିନ୍ତୁ ତାକୁ ଛାଡି ପାରିବେ ନାହିଁ, କହିଲ ଦେଖି କ'ଣ ?
ତା ବିନା ପିଲା ଭାତ ଖାଉନି, ରାତିରେ ଆଉ ନିଦ ହଉନି,କାଳି ମାନେ ସବୁ ଧଳା ହୋଇଯାଉଛନ୍ତି, ଏମିତି ବହୁତ କିଛି ll
କିନ୍ତୁ ତା'ର ଗୁଣକୁ ଯେତେ କହିଲେ ବି ସରିବ ନାହିଁ ll ତାକୁ ଯିଏ ଯେମିତି ବ୍ୟବହାର କରିଛି ସେ ସେମିତି ଫଳ ପାଇଛି ll ଏ କଥା 💯/💯,%ସତ୍ୟ ll ଏଥିରେ ବିଲକୁଲ ସନ୍ଦେହ ନାହିଁ ll ଏଇ ସୁନ୍ଦର ଗୀତଟିକୁ ଲେଖିଛନ୍ତି" ହିମାଂଶୁ ମହାନ୍ତି " ଏବଂ ଗାଇଛନ୍ତି ପ୍ରଜ୍ଞ୍ୟାଶ୍ରୀ ନାୟକ ll
ଆଶା କରୁଛୁ ଆପଣ ମାନେ ଏ ଗୀତଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଶୁଣିବେ ଏବଂ ସେ ଜିନିଷ ଟିର ନାଁ comments ରେ ଜଣାଇବେ ଓ ଆହୁରି କେମିତି ଭଲ ହୋଇପାରିବ ସେ ବିଷୟରେ ସୁନ୍ଦର ସୁନ୍ଦର କଥା comments ମାଧ୍ୟମରେ ଜଣାଇବେ sure 🙏
PLZ like share subscribe 🙏 ଜୟ ଜଗନ୍ନାଥ🙏
Song : Mobile To Binare Ebe Banchiba Ka..
Singer : Pragnyashree Nayak
Music : Priyadarshini Nayak
Lyrics : Himanshu Mohanty
Producer : G. P Nayak
Copyright : Sai Pragnya Creation YouTube Channel
Thanks You For Your Love And Support.
Доступные форматы для скачивания:
Скачать видео mp4
-
Информация по загрузке: