ଓଡ଼ିଆ ଭାଗବତ ପ୍ରଥମ ସ୍କନ୍ଧ (ପ୍ରଥମ ଅଧ୍ୟାୟ)odia bhagabata 1st skanda (adhaya-1)
Автор: @matapita16
Загружено: 2025-10-23
Просмотров: 1305
ଓଡ଼ିଆ ଭାଗବତ ପ୍ରଥମ ସ୍କନ୍ଧ (ପ୍ରଥମ ଅଧ୍ୟାୟ)
odia bhagabata 1st skanda (adhaya-1)
#odiabhagabat #
ଜଗନ୍ନାଥ ଦାସଙ୍କ ବୋଉ ଓଡିଆ ଭାଷାରେ ସଂସ୍କୁତ ଶ୍ରୀମଦ ଭାଗବତକୁ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦେଶ ଦିଅନ୍ତି l ବିଧବା ମା ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନିର ଅଭିଳାଷ ପୁରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇ ବାକୁ ଲାଗିଲେ ll ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା ll ଜଗନ୍ନାଥ ଦାସ ଗୋସ୍ଵାମୀ ବଟ ଗଣେଶ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ll
ଯଦି ଏହି ଗୀତଟି ଆପଣଙ୍କ ମନକୁ ଛୁଇଁ ଥାଏ ତେବେ ଏହି ଭିଡିଓ କୁ like ଓ share କରିବା ସହିତ ଆମ channel କୁ subscribe କରନ୍ତୁ l ଏଥି ସହିତ ଆମ channel ସମ୍ଭାଧୀୟ ସମସ୍ତ update ପାଇବା ପାଇଁ bell 🔔 button 🔘 ଟିକୁ press କରନ୍ତୁ
*plese like share & subscribe @matapita16
/ @bhajan-1s HpxbJUICOTqZvfh_
/ @matapita16 -GsUDUfgKgGKDrxz
Доступные форматы для скачивания:
Скачать видео mp4
-
Информация по загрузке: