JISU NAMA SRESTHA NAMA | ଯୀଶୁ ନାମ ଶ୍ରେଷ୍ଠ ନାମ | HUMANE SAGAR NEW ODIA CHRISTIAN SONG |AMIT BADANAYAK
Автор: Amit Badanayak
Загружено: 2025-02-22
Просмотров: 268818
JISU NAMA SRESTHA NAMA || ଯୀଶୁ ନାମ ଶ୍ରେଷ୍ଠ ନାମ || HUMANE SAGAR NEW ODIA CHRISTIAN SONG || AMIT BADANAYAK
Full Lyrics
ଏକ ମାତ୍ର ଯୀଶୁ ନାମ
.........ଏ ଜଗତେ ଶ୍ରେଷ୍ଠ ନାମ
ଏ ଆକାଶ ତଳେ ଗୋଟିଏ ନାମ
ମନୁଷ୍ୟ ମଧ୍ୟରେ ନାହିଁ ତା ସମ...(୨ଥର)
ସେ ନାମ ପ୍ରିୟ ନାମ ସବୁଠୁ ଅନୁପମ...(୨ଥର)
(ଯୀଶୁ ନାମ ମୋ ଯୀଶୁ ନାମ
ପ୍ରଭୁ ନାମ ମୋ ପ୍ରଭୁ ନାମ)....(୨ଥର)....=୦=
ସବୁ ଦେବତା ଅପେକ୍ଷା ସେହି ନାମ
ଦୁନିଆରେ ସବୁଠାରୁ ଶ୍ରେଷ୍ଠ ନାମ..
ତାଙ୍କ ଛଡ଼ା ମିଳେ ନାହିଁ ପରିତ୍ରାଣ
ସେଯେ ପଥ ସେଯେ ସତ୍ୟ ସେ ଜୀବନ...
ସେ ନାମ ସୁଧା ନାମ ମଧୁଠୁ ମିଷ୍ଟତମ...(୨ଥର)
(ଯୀଶୁ ନାମ ମୋ ଯୀଶୁ ନାମ
ପ୍ରଭୁ ନାମ ମୋ ପ୍ରଭୁ ନାମ)....(୨ଥର)....=୧=
ସେ ଅକ୍ଷୟ ସେ ଅଦୃଶ୍ୟ ଅନ୍ତର୍ଯ୍ୟାମୀ
ସର୍ବଦର୍ଶୀ ସର୍ବବ୍ୟାପୀ ପରାକ୍ରମୀ..
ନିଃଶ୍ୱାସପ୍ରଶ୍ଵାସଧାରୀ ସବୁ ପ୍ରାଣୀ
ସେହି ନାମେ କରନ୍ତି ଜୟଧ୍ୱନୀ...
ସେ ନାମ ମହା ନାମ ସବୁଠୁ ମନୋରମ...(୨ଥର)
(ଯୀଶୁ ନାମ ମୋ ଯୀଶୁ ନାମ
ପ୍ରଭୁ ନାମ ମୋ ପ୍ରଭୁ ନାମ)....(୨ଥର)....=୨=
AB Music Presents A New Odia Christian Song.Which Is Sung Beautifully By Ollywood Singer Humane Sagar. Lyrics Penned And Music Composed By Amit Badanayak.Music Arranged By Pintu Das.
Praise The Lord...ପ୍ରଭୁ ଯୀଶୁଙ୍କର ମହତ୍ ନାମ ଧନ୍ୟ ହେଉ.. AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ମଧୁମୟ ନାମରେ ଆନ୍ତରିକ ନମସ୍କାର ଜ୍ଞାପନ କରୁ ।
ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ AB Music ତରଫରୁ ଖ୍ରୀଷ୍ଟୀୟ ସମାଜକୁ " ଯୀଶୁ ନାମ ଶ୍ରେଷ୍ଠ ନାମ " ନାମକ ଏକ ନୂତନ ଗୀତ ଭେଟି ଦେଉଛୁ ।
କାରଣ ମୁଁ ଜାଣେ, ସଦାପ୍ରଭୁ ମହାନ ଓ ଆମ୍ଭମାନଙ୍କ ପ୍ରଭୁ ସକଳ ଦେବ ଅପେକ୍ଷା ଶ୍ରେଷ୍ଠ। (ଗୀତ ୧୩୫ : ୫)
ଆମ୍ଭେ ସଦାପ୍ରଭୁ, ଆଉ ଦ୍ଵିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ଵର ନାହାନ୍ତି । (ଯିଶାଇୟ ୪୫ : ୫)
ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ। (ଯିଶାଇୟ ୪୩:୧୧)
ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ଵାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। (ପ୍ରେରିତ ୪ : ୧୨)
ଗୀତ ଶୁଣନ୍ତୁ ଏବଂ ପ୍ରଭୁ ଯୀଶୁଙ୍କ ଗୌରବାର୍ଥେ ଅନ୍ୟ ମାନଙ୍କୁ ମଧ୍ୟ Share କରନ୍ତୁ ଏବଂ ଆମର ପରିଶ୍ରମ ଯେପରି ସାର୍ଥକ ହୋଇ ପାରିବ ଏବଂ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏବଂ ଲୋକ ମାନଙ୍କର ଆତ୍ମିକ ଜାଗରଣ ନିମନ୍ତେ ଅଧିକରୁ ଅଧିକ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରି ପାରିବୁ ସେଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ।
SONG CREDITS :
Song : Jisu Nama Srestha Nama (Studio Version)
Singer : Humane Sagar (Ollywood Singer)
Lyrics : Amit Badanayak (8895583382)
Music Composition : Amit Badanayak
Arrangement & Programming : Pintu Das
Record & Mixing : MRR Studio, Cuttack
Mastering by : Shaktiswar Mohapatra
Making & Editing : Biswo
Thumbnail Design : Biswo
Special Thanks : Dn Fr Daniel Badanayak, Dn Fr Abraham Bardhan, Biku & Pradyumna
Special gratitude : Sobhit Pal
Banner : AB Music
Production : AB Music
WhatsApp & Contact : 8895583382,7978601423
ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ
ଜଗତର ଜ୍ୟୋତିଃ (Humane Sagar)
• JAGATARA JYOTI | ଜଗତର ଜ୍ୟୋତିଃ | HUMANE SAG...
ଜୀବନର ଶ୍ୱାସବାୟୁ (Humane Sagar)
• JIBANARA SWASABAYU || ଜୀବନର ଶ୍ୱାସବାୟୁ || H...
ଘଟୁଛି ତାଡ଼ନା (Amit Pani)
• ଘଟୁଛି ତାଡ଼ନା | GHATUCHI TADANA | ତାଡ଼ନା ଉପ...
ଧର୍ମ ବିରୁଦ୍ଧେ ଧର୍ମ ଉଠିବ (Akshay Pal)
• ଧର୍ମ ବିରୁଦ୍ଧେ ଧର୍ମ ଉଠିବ | DHARMA BIRUDHE D...
ସରଗର ଫୁଲ (Shasank Sekhar)
• SARAGARA PHULA || ସରଗର ଫୁଲ || NEW ODIA CHR...
ଅବାଧ୍ୟ ମଣିଷ (Shasank Sekhar)
• ABADHYA MANISHA | ଅବାଧ୍ୟ ମଣିଷ | SHASANK SE...
ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
• BHALA PAE JISU MU TUMAKU | ଭଲ ପାଏ ଯୀଶୁ ମୁଁ...
ମାଡ଼ି ଆସୁଛି (Humane Sagar)
• MADI ASUCHI | ମାଡ଼ି ଆସୁଛି | HUMANE SAGAR N...
ଜୀବନ ଦୀପ (Shasank Sekhar)
• JIBANA DIPA || ଜୀବନ ଦୀପ || NEW ODIA CHRIST...
ଅଛି ଦିନେ ମରଣ (Humane Sagar)
• ACHI DINE MARANA || ଅଛି ଦିନେ ମରଣ || NEW O...
ବଡ଼ଦିନର ଅଭିନନ୍ଦନ ( Humane Sagar)
• BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...
ନରକ ଦଣ୍ଡ (Studio Version)
• NARAKA DANDA | ନରକ ଦଣ୍ଡ | NEW ODIA CHRISTI...
ସଙ୍ଗୀତର ସାତ ସୂରେ (Asima Panda)
• SANGITARA SATA SURE || ସଙ୍ଗୀତର ସାତ ସୂରେ | ...
ରେ ମନ (HUMANE SAGAR)
• RE MANA | ରେ ମନ | HUMANE SAGAR | NEW ODIA ...
ସରଗ ରାଇଜ (SHASANK SEKHAR)
• SARAGA RAIJA | ସରଗ ରାଇଜ | NEW ODIA CHRISTI...
ଅଳପ ଆୟୁଷ (Ananya Sritam Nanda)
• ALAPA AYUSHA || ଅଳପ ଆୟୁଷ || ANANYA SRITAM ...
ଆସିଛି ବଡ଼ଦିନ Asima Panda (Studio Version)
• ASICHI BADADINA | ଆସିଛି ବଡ଼ଦିନ | NEW CHRIS...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ || HUMANE SAGAR NEW ...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ | NEW ODIA CHRISTMAS ...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEEBANA | କେତେବେଳେ ଚାଲି...
କେତେ କାଳରେ ମନ (Studio Version)
• KETE KALA RE MANA || କେତେ କାଳ ରେ ମନ || AMI...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ୍ଟି || HUMANE SAGAR ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE RAKHIBI | ANTARA CHAK...
#jisunamasresthanama
#jjisunamasresthanamasong
#odiachristiansong
#jisunamasrethanamasong
#newodiachristiansongs
#humanesagarchristiansongs
#odiachristiansongs
#newodiachristiansongs
#newodiachristmassongs
#odiachristiansongs
#amitbadanayaknewchristiansongs
#newodiachristiansong
#humanesagarsongs
#amitbadanayakchristiansongs
#odianewchristiansongs
#christiansongs
#humanesagarchristiansongs
#humanesagarnewchristiansong
#newodiachristiansong
#odiachristiansong
#amitbadanayaksongs
#latestodiachristiansongs
#humanesagar
#amitbadanayak
#humansagar
#humanesagarchristiansongs
#amitbadanayakchristiansong
#odiachristiansongs
#abmusic
#latestodiachristiansongs
#humanesagarchristiansongs
#newodiajisusongs
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Доступные форматы для скачивания:
Скачать видео mp4
-
Информация по загрузке: