Iskon temple Jane se pehle hi sapna tutt gaya😭😭😭
Автор: Crazy Badal Life
Загружено: 2024-11-24
Просмотров: 88
ଆଜି ଇସ୍କନ ମନ୍ଦିର କୁ ଯିବା ପାଇ ବାହାରିଥିଲା l ଭାବିଥିଲି ସେଥି ପହଞ୍ଚି ଶ୍ରୀ ରାଧାକୃଷ୍ଣ ଙ୍କୁ ଦର୍ଶନ କରିବି l ହେଲେ ବସରେ ଯିବା ବେଳେ ସୋଇପଡିଥିଲା ଯୋଉଥିପାଇ ମନ୍ଦିର ପଛରେ ରହିଗଲା l
ହେଲେ ମୋ ନଜର ପଡିଲା ମହାଲକ୍ଷ୍ମୀ ପରମ ରେ ଥିବା ଅନ୍ୟ କିଛି ମନ୍ଦିର ଉପରେ ଯାହାର କାରୁକାର୍ଯ୍ୟ ଅତ୍ୟନ୍ତ ସୁନ୍ଦର , ଇଥିରେନାନ ପ୍ରକାର ମୂର୍ତ୍ତି ମଧ୍ୟ କରାଯାଇଛି l ଏହା ହୁଏ ତ ପ୍ରଭୁଙ୍କ ଲୀଳା , ଯୋଉଥି ମୁ ଏଠାରେ ପହଞ୍ଚିଲି l ଇସ୍କନ ଦର୍ଶନ ପୂର୍ବରୁ ଏହି ଜାଗାରେ ଥିବା ମନ୍ଦିର ଗୁଡିକ ଆମେ ବୁଲିବା ତାପରେ ଆଗକୁ ଯିବା l
Jay jagannath
Related keywords
#travelvlog
#traveling
#odiatravelvlog
#iskcontemple
#iskon
#bengaluru
#beautifulnature
#spirituality
#vlog
#vlogs
#bengaluruvlog
#odiavlogger
#vloginindia
#travelguide
#travelodisha
#tourism
#touristattraction
Доступные форматы для скачивания:
Скачать видео mp4
-
Информация по загрузке: