ପୌରଉପାଧ୍ଯକ୍ଷା ଅନାସ୍ଥା ଭୋଟର ସମ୍ମୁଖିନ ଫଳାଫଳ ସ୍ତଗିତ!
Автор: GTV BHARAT ODIA
Загружено: 2025-10-10
Просмотров: 20895
ପୌରଉପାଧ୍ଯକ୍ଷା ଅନାସ୍ଥା ଭୋଟର ସମ୍ମୁଖିନ ଫଳାଫଳ ସ୍ତଗିତ!
#rayagadanews
#rayagadahutnews
#rayagadatopnews
#rayagadamunicipaltynews
#BJD
#politics
#odishanews
#NoConfidenceMotion
#SubhraPanda
#HighCourtStay
#breakingnews
#GTVBharatOdisha
ରାୟଗଡ ପୌରପରିଷଦର ଉପାଧ୍ଯକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ଥାବରେ, ପରିଷଦର 24 ଜଣ କାଉନସିଲରଙ୍କ ମଧ୍ଯରୁ 21 ଜଣ କାଉନସିଲର ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ନିଜନିଜ ମତସାବ୍ଯସ୍ଥ କରିଥିଲେ, କିନ୍ତୁ ତିନିଜଣ କାଉନସିଲର ମତଦାନରୁ ଦୂରେଇ ରହିଛନ୍ତି | ସେମାନଙ୍କ ମଧ୍ଯରୁ ବିଜେପି ସମର୍ଥିତ ଦୁଇଜଣ କାଉନସିଲର ମଞ୍ଜୁଳା ମିଣିଆକା ଏବଂ ଅନ୍ଯଜଣେ ଏ ବାଣିଶ୍ରୀ ରହଥିବା ବେଳେ, କଂଗ୍ରେସ ଦଳ ସମର୍ଥିତ ରାଜିବ ଖୋସଲା କାଉନସିଲର ମତଦାନ କରିବାକୁ ଗଲେ ନାହିଁ | ତେବେ କାରଣ କଣ ଆଗକୁ ଯାଣିବା | ସମ୍ପୁର୍ଣ୍ଣ ଖବର କଣ ରହିଛି ତାହା ଯାଣିବାକୁ ଆମେ ପହଞ୍ଚିଥିଲୁ ରାୟଗଡ ପୌରପରିଷଦ କାର୍ଯ୍ଯାଳୟ ନିକଟକୁ ଯେଉଁଠାରେ ପୌରପରିଷଦର 19 ଜଣ କାଉନସିଲର ଗତ କିଛି ଦିନ ତଳେ ଉପାଧ୍ଯକ୍ଷା ଶ୍ରିମତୀ ସୁଭ୍ରା ପଣ୍ଡାଙ୍କ ବିରୁଦ୍ଧରେ ଆଣାଯାଇଥିବା ଅନାସ୍ଥା ପ୍ରସ୍ଥାବର ନିତିନିୟମ ପାଳନ ପୂର୍ବକ, ରାଜ୍ଯ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲାପାଳ ରାଗୟଡଙ୍କ ତତ୍ବାବୋଧାନରେ 2025 ଅକ୍ଟୋବର 9 ତାରିଖ ଦିନ ଭୋଟଦାନ କେନ୍ଦ୍ର ଆୟୋଜିତ ହୋଇଥିଲା ଓ ଆଇନ ଶୃଙ୍ଖଳା କୁ ଦୃଷ୍ଠିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷାକୁ କଢାକଢି କରାଯାଇଥିଲା | ଏଠାରେ ପୋଲିସ ଛାଉଣି ଦେଖିବାକୁ ମିଳିଥିଲା | ତ୍ରିସ୍ତରୀୟ ଭାବେ ସୁରକ୍ଷା କର୍ମୀ ନିୟୋଜିତ ରହିଥିଲେ | ଗଣ ମାଧ୍ଯମ ପ୍ରତିନିଧିଙ୍କ ବ୍ଯତିତ ବ୍ଯାରିକେଟ ଭିତରକୁ କାହାରିଙ୍କୁ ଛଡାଯାଉନଥିଲା | ଗଣ ମାଧ୍ଯମ ପ୍ରତିନିଧି ମାନେ ଭୋଟଦାନ କେନ୍ଦ୍ର ଠାରୁ ଶହେ ମିଟର ଦୂରରେ ରହି ଖବର ସଂଗ୍ରହ କରିବା ସହ ନିଜ ନିଜ ସଂସ୍ଥାକୁ ଖବର ପ୍ରଦାନ କରୁଥିଲେ | ଉପଜିଲ୍ଲାପାଳ, ରାୟଗଡ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇ ନିର୍ବାଚନ ପରିଚାଳନା କରିଥିଲେ | ଏବଂ ଏଥିନିମନ୍ତେ ଅନ୍ଯାନ୍ଯ ଅଧିକାରୀ ଓ କର୍ମକର୍ତ୍ତା ସହଯୋଗ କରିଥିଲେ | ମତଦାନ ସୁରୁଖୁରୁରେ ସମ୍ପାଦନ ହେଲା | ପୌରଉପାଧ୍ଯକ୍ଷା ଶୁଭ୍ରାପଣ୍ଡାଙ୍କ ସପକ୍ଷରେ କେଉଁ ମାନେ ମତସାବ୍ଯସ୍ତ କରିଛନ୍ତି ଏବଂ କେଉଁ ମାନେ ଶୁଭ୍ରାପଣ୍ଡାଙ୍କ ବିରୁଦ୍ଧରେ ମତଦାନ କରିଛନ୍ତି | ଏହାର ଗଣତି ହେଲା କିନ୍ତୁ ଫଳାଫଳ ମଧ୍ଯ ଘୋଷଣା ହେଲା ନାହିଁ, ଏହାକୁ ସ୍ଥଗିତ ରଖି |
Hello, friends & respected, welcome to Gtv Bharat Odia. I Sri. Ramdas Lima, by profession a journalist & a content creator, have create a Digital Media & YouTube news channel under the name of GTV BHARAT ODIA. We publish day-to-day news, views, content, images, video, Exclusive Ground Reports & Interviews, Breaking News from Odisha, India & Around the World, debate, public opinion, regional & Political Updates, Business, Education & Career News, Entertainment, Global Affairs, Sports news, podcast & Live Streaming.
We are collecting images & some video clippings from other social media & direct from the field or ground zero. Then we are editing the collected content, video, images & publishing it on our channel for public information & awareness.
Please Subscribe to our YouTube news channel Gtv Bharat Odia
#gtvbharatodia
Please use WhatsApp No.7978372557 for news and information
ନମସ୍କାର, ଆପଣଙ୍କ ଭଲପାଇବା ଓ ଉତ୍ସାହ କରିବା ଆମପାଇଁ ବରଦାନ | ଆପଣଙ୍କ ସହଯୋଗ ଓ ସହାନୁଭିତିରୁ ଆମେ ଏକ ମାଇଲଖୁଣ୍ଟ ଅତିକ୍ରମ କରିବା ଦିଗରେ ଅଗ୍ରସର | ଭିଡିଓଟିକୁ ଶେଷଯାଏଁ ଦେଖନ୍ତୁ !
ୟୁଟୁବ୍ ଚାନେଲ GTV BHARAT ODIAକୁ ସବସ୍କ୍ରାଇବ କରନ୍ତୁ
ଫେସବୁକ୍ ପେଜ୍ "ଜିଟିଭି ଭାରତ ଓଡିଆ"କୁ ଲାଇକ୍ କରନ୍ତୁ
ଟ୍ଯୁଟର ପେଜ୍ କୁ ସର୍ଚ କରନ୍ତୁ
ଇଣ୍ଟାଗ୍ରାମ୍ ପେଜ୍ କୁ ଫୋଲ କରନ୍ତୁ
ଅଧିକ ଖବର ପାଇଁ www.gtvbharat.com କୁ ଲଗ୍ ଇନ୍ କରନ୍ତୁ
ବିଜ୍ଞାପନ ପ୍ରକାଶ ପାଇଁ ଯୋଗାଯୋଗ କରନ୍ତୁ: imnnewsodisha.live@gmail.com
https://www.facebook.com/profile.php?...
/ @gtvbharatodia
/ imnnewsodishal1
https://www.gtvbharat.com
/ gtvbharat.com21
Доступные форматы для скачивания:
Скачать видео mp4
-
Информация по загрузке: