କାର୍ବନ ଏବଂ ଏହାର ଯୌଗିକ | CLASS BSE 10 | ONE SHOT |
Автор: SANDIPANI 10TH PREP
Загружено: 2025-12-18
Просмотров: 73
ଏହି ଭିଡିଓରେ କାର୍ବନ ଓ ଏହାର ଯୋଗିକ କୁ ସହଜ ଭାଷାରେ ଓ ବୋର୍ଡ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରାଯାଇଛି। Class 10 Matric ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ।
🔹 ଏହି ଭିଡିଓରେ କଣ ରହିଛି?
• ସହସଂଯୁଜିତ ବନ୍ଧ (Covalent bond)
• କାର୍ବନ ର ଆକାରଭେଦ (Allotropes)
• ହାଇଡ୍ରୋକାର୍ବନ
• Saturated & Unsaturated ଯୋଗିକ
• Functional Groups
• କାର୍ବନ ଯୋଗିକର ରାସାୟନିକ ଗୁଣ
• Board Important Questions
• Previous Year Questions
🎯 ଏହି ଭିଡିଓ କାହିଁକି ଦେଖିବେ?
✔ ସହଜ ବ୍ୟାଖ୍ୟା
✔ Exam-oriented Notes
✔ ଛୋଟ Trick
✔ Board ପାଇଁ Important
✔ Doubt Clear
✨ ଭଲ ଅନୁଭବ ପାଇଁ 1.5× Speed ରେ ଦେଖନ୍ତୁ।
💬 Doubt ଥିଲେ comment re personally ପଚାରନ୍ତୁ।
📌 ଉପଯୋଗୀ ହେବ :
✔ Class 10 BSE Odisha
✔ Matric Exam Preparation
✔ Self-study Students
👍 ଭିଡିଓ ଭଲ ଲାଗିଲେ Like, Share & Subscribe କରନ୍ତୁ।
🎥 ଆଉ Chapter ଗୁଡ଼ିକ ପାଇଁ channel ରେ ଯାଇ Check କରନ୍ତୁ।
Доступные форматы для скачивания:
Скачать видео mp4
-
Информация по загрузке: