ଆ ଥୁ .. ସମ୍ବଲପୁର ସୁନାସାର୍ ସହ ବିଜୁ ଛାତ୍ର ସଂଗଠନ୍ ନେତାଙ୍କ ସମ୍ପର୍କ! GM university, Sambalpur case.
Автор: Pratidin TV
Загружено: 2025-07-18
Просмотров: 11514
ଆ ଥୁ .. ସମ୍ବଲପୁର ସୁନାସାର୍ ସହ ବିଜୁ ଛାତ୍ର ସଂଗଠନ୍ ନେତାଙ୍କ ସମ୍ପର୍କ! ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଇ ଗିରଫ ହେବା ପରେ ନିଳମ୍ବିତ ହୋଇଥିବା ଅଭିଯୁକ୍ତ ସହକାରୀ ପ୍ରଫେସର ଗୋପିକାନ୍ତ ସୁନା ଙ୍କ ବିଜେଡି ଲିଙ୍କ ରହିଥିବା କହି ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି l ଏନେଇ ଆଜି ଏବିଭିପି ପକ୍ଷରୁ ଜିଏମ ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ଅଭିଯୁକ୍ତ ଗୋପିକାନ୍ତ ସୁନାଙ୍କ ସହିତ ବିଜେଡି ଛାତ୍ର ସଂଗଠନ ଓ ବିଜେଡି ନେତାଙ୍କ ସହିତ ଘନିଷ୍ଠତା ରହିଥିବା ବିଭିନ୍ନ ଫଟୋକୁ ଦେଖାଇ ବିଭିନ୍ନ ସ୍ଲୋଗାନ ଦେଇ ଦୃଢ଼ ପ୍ରତିବାଦ କରାଯାଇଥିଲା l GM university, Sambalpur case.
#sambalpur #gmuniversity #ABVP #BCJD
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: