Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଆମ Marriage ପାଇଁ ଘରେ ରାଜି ନାହାନ୍ତି😢|| ଆମେ ଘର ଛାଡି ପଳେଇବୁ😜|| Prank Call With My Gf💞|| Raju Biju Vlog

Автор: Raju Biju Vlog

Загружено: 2023-08-12

Просмотров: 123556

Описание:

ଆମ Marriage ପାଇଁ ଘରେ ରାଜି ନାହାନ୍ତି😢|| ଆମେ ଘର ଛାଡି ପଳେଇବୁ😜|| Prank Call With My Gf💞|| Raju Biju Vlog

❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

Baby ଘରେ vlog --    • ପ୍ରଥମ ଥର Baby ଭିଡ଼ିଓ ଆରମ୍ଭ କରିଲା || Gift ରେ...  

ମୁଁ ଜଣେ ଗରିବ ଘର ର ପିଲା . ଆମର ଦୁଇ ଭାଇ ରାଜୁ, ବିଜୁ . ଆମେ ବର୍ତ୍ତମାନ ଆମ ଜେଜେମା ପାଖରେ ଅଛେ . ଆମର ବାପା ଆଉ ମା ବିଦେଶ ରେ କାମ କରନ୍ତି, କାରଣ ମୋ ବାପା ଙ୍କୁ ଟିଉମର ରୋଗ . ମୋ ବାପା ଘର ବାଢି ରେ କାମ କରି ପାରନ୍ତିନି ସେଥିପାଇଁ ବିଦେଶ ରେ ସହଜ କାମ କରନ୍ତି . ଆମର ଘର ଚଲେଇବା ପାଇଁ ବି କେହି ନାହାନ୍ତି . ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳ ରୁ ବାପା ମା ରା ସ୍ନେହ ଆମେ ପାଇନୁ, ସେଥିପାଇଁ ଆମେ ବହୁତ ଦୁଖିତ

ଆମେ ପଢିବା ପାଇଁ ସେତେ ପଇସା ନଥିଲା, ସେଥିପାଇଁ ମୁଁ Tiruppur କୁ ମଧ୍ୟ୍ୟ କାମ କରିବାକୁ ଯାଇଥିଲି -କପଡା କାମ - ପୁରା 2 ବର୍ଷ ମୁଁ ବାହାରେ ପରିଶ୍ରମ କରିଛି, ତା ପରେ ସେଠି ଆମେ ଠିକ କାମ କରିକି ବି ଗାଳି ଶୁଣିଲେ, ତା ପରେ ଭାବିଲି ଯେ ନିଜେ କିଛି ଗୋଟେ କରିବି, ପର ଅଧିନରେ କାମ କରିବିନି..,, ତା ପରେ ବହୁତ ଭାବିଲା ପରେ Youtube ରେ ଭିଡ଼ିଓ କରିବି ବୋଲି ନିଷ୍ପତି ନେଲି..

ତା ପରେ ମୁଁ ଗାଁ କୁ ଆସିକି ସବୁଦିନ ଭିଡ଼ିଓ ପକେଇଲି.. ପ୍ରଥମ ପ୍ରଥମ ମୁଁ ମୋବାଇଲ ରେ ଭିଡ଼ିଓ କରୁଥିଲି, ତା ପରେ ମୁଁ ବହୁତ request କରିକି ଗୋଟେ camera ଆଣିଲି.. ତା ପରେ ପୁରା 6 ମାସ ଭିଡ଼ିଓ କରିଲା ପରେ ବି ମୋତେ କିଛି response ମିଳିଲାନି.. ତା ପରେ ଦିନେ ମୋ ଭିଡ଼ିଓ ରେ ମୋ girlfriend ଆସିଲେ ସେ ଭିଡ଼ିଓ ଟିରେ ଭଲ response ମିଳିଲା.. ସେହି ଦିନ ଠାରୁ ମୁଁ ମୋ girlfriend ku ନେଇକି ଭିଡ଼ିଓ କରୁଛି.............

ମୋର ଜୀବନରେ କୌଣସି ବଡ଼ ଆଶା ନାହିଁ ଯେ ମୁଁ ବଡ଼ ଘର କରିବି କି ବଡ଼ କାର କିଣିବି ମୋର କେବଳ ଗୋଟିଏ ଇଚ୍ଛା ମୁଁ ମୋ ବାପା ମା ଙ୍କୁ ଆଉ କାମ କରିବାକୁ ଦେବିନି, ସେମାନେ ଆମ ପାଇଁ ବହୁତ କୋଷ୍ଠ ସହିଛନ୍ତି, ମୁଁ ଚାହୁଁଛି ଯେତିକି ଦିନ ଯାଏ ମୁଁ ବଞ୍ଚିବି ସେତିକି ଦିନ ଯାଏ ମୋ ବାପା ମା ଙ୍କୁ ଦୁନିଆ ରେ ଥିବା ସବୁ ଖୁସୀ ସେମାନଙ୍କ ପାଦ ତଳେ ଅଜାଡି ଦେବି🥰🥰

ଯୋଉମାନେ ଆମର ଭିଡ଼ିଓ ଦେଖିକି ଆମକୁ ଖରାପ ଭାବୁଛନ୍ତି ସେମାନଙ୍କୁ ମୋର ଏତିକି request ଦୟାକରି ଆମକୁ ଖରାପ ଭାବନ୍ତୁନି, ମୁଁ କେବଳ ମୋ ବାପା ମା ଖୁସୀ ପାଇଁ ହିଁ Youtube କୁ ଆସିଛି, କୌଣସି ଖରାପ ଉଦ୍ୟେଶ ରେ ନୁହେଁ, ମୁଁ କେବଳ ଏଇଥି ପାଇଁ ହିଁ ପ୍ରତିଦିନ ସାଇକଲ ରେ 40.km ଯାଏ ଆସେ....

ଏମିତି ବି ନୁହେଁ ଯେ ମୁଁ ତାକୁ ଭଲ ପାଏନି କେବଳ ମୋ youtube ପାଇଁ ମୁଁ ତାକୁ ଭଲ ପାଇଛି.. ସତ କହିବାକୁ ଗଲେ ମୁଁ ତାକୁ ପିଲା ଦିନ ରୁ ଭଲ ପାଏ, କିନ୍ତୁ ଏବେ ପରିସ୍ଥିତି ରେ ପଡିକି ତାକୁ ବି ଭିଡ଼ିଓ ରେ ଆଣୁଛି.. କିନ୍ତୁ ଏବେ ଖୁସୀ ଲାଗୁଛି ଆପଣମାନଙ୍କ ଭଲ ପାଇଵା ଦେଖି...... ଧନ୍ୟବାଦ ଆମକୁ ଏତେ ଭଲ ପାଉ ଥିବାରୁ 🥰🥰🥰

ଆଜିକାଲି ସମସ୍ତେ ଭଲ ପାଉଛନ୍ତି ପିଲା ଠାରୁ ଆରମ୍ଭ କରିକି ବୁଢ଼ା ପର୍ଯ୍ୟନ୍ତ କିନ୍ତୁ ସେମାନେ ଲୁଚିକି ଭଲ ପାଉଛନ୍ତି ବୋଲି ସେମାନେ ଠିକ.. ମୁଁ ଯେହେତୁ Social Media ରେ ସତ କୁ ଦେଖେଇକି ଟଙ୍କା ରୋଜକାର କରୁଛି, ସେଇଟା ହେଉଛି ମୋ ଭୁଲ, ସେଥିପାଇଁ ମୋତେ ସମସ୍ତେ ଖରାପ ଭାବୁଛନ୍ତି 😞😞😞

ସତ ରେ ମୋର ଏଇ ସ୍ୱାର୍ଥପର ଦୁନିଆ ରେ ବଞ୍ଚିବାକୁ ଇଚ୍ଛା ନାହିଁ, କେଭେ ଯଦି ମୋର କିଛି ହେଇଯାଏ, ଦିନେ ଆପଣ ମାନେ ହିଁ ମନେ ପକେଇବେ ଯେ ଜଣେ ପିଲା ଥିଲା, ଆମର କଥା ନ ସହି ପରିକି ତାର ଜୀବନ ଦେଇଦେଲା 😞😞😞...

#couplevlog
#villagecouplelife
#odiacouplevlogs
#unmarriedcouplevlog
#cutecouplevlog
#prankcallwithgirlfriend
#marriageprank

ଆମ Marriage ପାଇଁ ଘରେ ରାଜି ନାହାନ୍ତି😢|| ଆମେ ଘର ଛାଡି ପଳେଇବୁ😜|| Prank Call With My Gf💞|| Raju Biju Vlog

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଝଗଡା କରୁ କରୁ Baby କାନ୍ଦିଗଲା😢|| Prank Call To My girlfriend🤩|| Village Couple💞|| Raju Biju Vlog

ଝଗଡା କରୁ କରୁ Baby କାନ୍ଦିଗଲା😢|| Prank Call To My girlfriend🤩|| Village Couple💞|| Raju Biju Vlog

ଆଜି ଆମେ କେଉଁଠିକୁ ଆସିଛୁ / Rupa Pin2 Khusi

ଆଜି ଆମେ କେଉଁଠିକୁ ଆସିଛୁ / Rupa Pin2 Khusi

ସେମାନେ କଲେ ଲୀଳା ଆମେ କଲେ କିଳା😈 //? ମୂତ୍ର ବର୍ଷା ହେଇଗଲା 🤣 // Hard Roast❤️‍🔥 // Biju Baramunda

ସେମାନେ କଲେ ଲୀଳା ଆମେ କଲେ କିଳା😈 //? ମୂତ୍ର ବର୍ଷା ହେଇଗଲା 🤣 // Hard Roast❤️‍🔥 // Biju Baramunda

@UNTALENTEDGUY2.0-uditnayak 1st Full Life Story Interview Of Udit !! Untalented Guy !! NEWS88 ODISHA

@UNTALENTEDGUY2.0-uditnayak 1st Full Life Story Interview Of Udit !! Untalented Guy !! NEWS88 ODISHA

ମଦ ପାଇଁ ହେଲା ଝଗଡ଼ା -🥂

ମଦ ପାଇଁ ହେଲା ଝଗଡ଼ା -🥂

ମୁଁ College ରେ ଆଉ ଜଣକୁ ଭଲ ପାଏ😂||Prank Call To My BF🧡||Jabardast Reaction😡|| Raju Biju Vlog

ମୁଁ College ରେ ଆଉ ଜଣକୁ ଭଲ ପାଏ😂||Prank Call To My BF🧡||Jabardast Reaction😡|| Raju Biju Vlog

ମେଘା ଜଙ୍ଗଲ The Wrong Turn ❌️#857

ମେଘା ଜଙ୍ଗଲ The Wrong Turn ❌️#857

Натия, комедия, часть 621 || Дхана Ра Нуа Скути

Натия, комедия, часть 621 || Дхана Ра Нуа Скути

Girlfriend କୁ ଉଠେଇ ଆଣିଲି🤷‍♀️|| ମୋତେ ଟିକେ ସାହାଯ୍ୟ ଦରକାର🙏|| Prank Call With Friends📞|| Raju Biju Vlog

Girlfriend କୁ ଉଠେଇ ଆଣିଲି🤷‍♀️|| ମୋତେ ଟିକେ ସାହାଯ୍ୟ ଦରକାର🙏|| Prank Call With Friends📞|| Raju Biju Vlog

ଏ ମହାଲ୍ଲ ମାଣ୍ଡା😂//ଭୁତ ସଭାପତି କାକା //Mahalmanda // Odia Comedy // Girija Comedy //Girija Comedy

ଏ ମହାଲ୍ଲ ମାଣ୍ଡା😂//ଭୁତ ସଭାପତି କାକା //Mahalmanda // Odia Comedy // Girija Comedy //Girija Comedy

Cancer Prank With Baby😂|| ସତ ଭାବିକି କାନ୍ଦିଗଲା Baby😢|| Village Couple💞|| Raju Biju Vlog

Cancer Prank With Baby😂|| ସତ ଭାବିକି କାନ୍ଦିଗଲା Baby😢|| Village Couple💞|| Raju Biju Vlog

Prank Call To ବାପା, ମାଁ👨‍👩‍👦‍👦|| ବାପା ରାଗିକି ଗାଳି କରିଲେ😡|| Baby କୁ ନେଇକି ପଳେଇ ଗଲି🚉|| Raju Biju Vlog

Prank Call To ବାପା, ମାଁ👨‍👩‍👦‍👦|| ବାପା ରାଗିକି ଗାଳି କରିଲେ😡|| Baby କୁ ନେଇକି ପଳେଇ ଗଲି🚉|| Raju Biju Vlog

ମୁଁ I.A.S Officer କୁ ବାହାହେବି👮|| Prank Call With My Bf😂|| Jabardast Reaction💞|| Raju Biju Vlog

ମୁଁ I.A.S Officer କୁ ବାହାହେବି👮|| Prank Call With My Bf😂|| Jabardast Reaction💞|| Raju Biju Vlog

ଅବିବାହିତ ବୁଢ଼ା Love କରିବ🧡// ବୁଢ଼ା ଆଉ କୁକୁର ବାହାଘର🐺// HARD ROAST ମାଇକିନା ପ୍ରେମୀ🤪

ଅବିବାହିତ ବୁଢ଼ା Love କରିବ🧡// ବୁଢ଼ା ଆଉ କୁକୁର ବାହାଘର🐺// HARD ROAST ମାଇକିନା ପ୍ରେମୀ🤪

ପ୍ରଥମ ଥର ଗେଲ୍ଲୀ ଗଲା Baby ଘରକୁ🏩|| ମୋ ଶଶୁର ଘରେ ଗେଲ୍ଲୀ କଣ ଖାଇଲା😆|| Village Couple💞|| Raju Biju Vlog

ପ୍ରଥମ ଥର ଗେଲ୍ଲୀ ଗଲା Baby ଘରକୁ🏩|| ମୋ ଶଶୁର ଘରେ ଗେଲ୍ଲୀ କଣ ଖାଇଲା😆|| Village Couple💞|| Raju Biju Vlog

Natia Comedy part 416 || Jatia Ghare Tanka Raid

Natia Comedy part 416 || Jatia Ghare Tanka Raid

ବାହାଘର prank call l ମୋ ପୁଅ କୂ ବାହା ହୁଅ l Bahaghara prank call l Shadi.com prank call

ବାହାଘର prank call l ମୋ ପୁଅ କୂ ବାହା ହୁଅ l Bahaghara prank call l Shadi.com prank call

Baby ସହିତ ହେଲା Fake Girlfriend Prank😂|| ସତରେ କାନ୍ଦିଗଲା Baby😢|| Couple Prank🤣|| Raju Biju Vlog

Baby ସହିତ ହେଲା Fake Girlfriend Prank😂|| ସତରେ କାନ୍ଦିଗଲା Baby😢|| Couple Prank🤣|| Raju Biju Vlog

ଭଉଣୀ ମାନେ ରାଗିଗଲେ ଆସିବା ହେଲା ଭୁଲ୍ 😡#701

ଭଉଣୀ ମାନେ ରାଗିଗଲେ ଆସିବା ହେଲା ଭୁଲ୍ 😡#701

ଆମେ ଚାଲିଲୁ Phulbani 😍

ଆମେ ଚାଲିଲୁ Phulbani 😍

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]