Macha Kaliaa with Chingudi Ghanta | ଓଡ଼ିଆ ଘରୋଇ ରସୋଇ | Odisha Special Fish Curry
Автор: eatnreel
Загружено: 2025-12-20
Просмотров: 100
ମାଛ କାଲିଆ (Macha Kaliaa) – Preparation
ଉପକରଣ (Ingredients):
ମାଛ (Rohu/Catla) – ଟୁକୁଡ଼ା
ପିଆଜ, ରସୁଣ, ଅଦା
ଲଙ୍କା ଗୁଣ୍ଡ, ହଳଦୀ, ଧନିଆ ଗୁଣ୍ଡ
ଗରମ ମସଲା
ସୋରିଷ ତେଲ, ଲୁଣ
ଟମାଟୋ
ମାଛକୁ ହଳଦୀ ଓ ଲୁଣ ଲଗାଇ ହାଲୁକା ଭାବେ ଭଜି ରଖନ୍ତୁ।
କଢ଼ାଇରେ ସୋରିଷ ତେଲ ଗରମ କରି ପିଆଜ ଭଜନ୍ତୁ।
ଅଦା-ରସୁଣ ପେଷ୍ଟ ଦେଇ ମସଲା (ହଳଦୀ, ଲଙ୍କା, ଧନିଆ) ପକାନ୍ତୁ।
ଟମାଟୋ ଦେଇ ତେଲ ଛାଡ଼ିବା ପର୍ଯ୍ୟନ୍ତ ଭଜନ୍ତୁ।
ପାଣି ଦେଇ ଫୁଟିଲେ ଭଜା ମାଛ ଦେଇ ଗରମ ମସଲା ଛିଟାନ୍ତୁ।
10–12 ମିନିଟ୍ ଫୁଟାଇ କାଲିଆ ପ୍ରସ୍ତୁତ।
🍤 ପୋଇ ଚିଙ୍ଗୁଡ଼ି ଘାଣ୍ଟ :
Preparation
ଉପକରଣ (Ingredients):
ପୋଇ (Bottle gourd) – କୁଟା
ଚିଙ୍ଗୁଡ଼ି – ସାଫ କରା
ଜିରା, ରସୁଣ
ହଳଦୀ, ଲୁଣ
ସୋରିଷ ତେଲ
ଗରମ ମସଲା / ଜିରା ଗୁଣ୍ଡ
ପକା ପଦ୍ଧତି (Steps):
ଚିଙ୍ଗୁଡ଼ିକୁ ହଳଦୀ ଓ ଲୁଣ ଦେଇ ହାଲୁକା ଭଜି ରଖନ୍ତୁ।
କଢ଼ାଇରେ ତେଲ ଗରମ କରି ଜିରା ଫୁଟାନ୍ତୁ, ରସୁଣ ଦେଇ ଭଜନ୍ତୁ।
ପୋଇ ଦେଇ ହଳଦୀ–ଲୁଣ ସହ ଭଲ ମିଶାନ୍ତୁ।
ଅଲ୍ପ ପାଣି ଦେଇ ଢାକି ରନ୍ଧନ୍ତୁ।
ପୋଇ ନରମ ହେଲେ ଭଜା ଚିଙ୍ଗୁଡ଼ି ଦେଇ ଗରମ ମସଲା ଛିଟାନ୍ତୁ।
ଘନ ଘାଣ୍ଟ ହେଉଅଯାଏଁ ହାଲୁକା ରନ୍ଧନ୍ତୁ।
English (Quick):
Lightly fry prawns. Temper cumin & garlic, cook bottle gourd with turmeric and salt, add prawns, simmer till thick ghanta consistency.
Perfect combo with hot rice 🍚 – must try for every fish lover!
👉 Like 👍 Share 🔄 & Subscribe 🔔 for more Odia food recipes.
#MachaKaliaa #ChingudiGhanta #OdiaFood #OdiaHomeCooking #OdiaGharoiRasoi
#OdiaTraditionalFood #OdiaFishCurry #OdishaFood #TasteOfOdisha
#VillageStyleCooking #HomeStyleFood #DesiFishCurry
#FoodShorts #FoodReels #ViralFood
#IndianFoodReels #NonVegLovers #FishLovers
#OdiaVlog #OdishaCulture
Доступные форматы для скачивания:
Скачать видео mp4
-
Информация по загрузке: