ରାଜ୍ୟରେ ଧାନ ସଂଗ୍ରହ କୋଲାପ୍ସ ହୋଇଯାଇଛି ; ବିଜେପି ସରକାର ଆସିବା ପରେ କମିଛି ଧାନ ସଂଗ୍ରହ : ପ୍ରସନ୍ନ ଆର୍ଚlଯ୍ୟ
Автор: Nandighosha TV
Загружено: 2026-01-01
Просмотров: 985
#NandighoshaTV #BJPGovernment #PrasannaAcharya
#ସରକାର_ବାହାଦୁରୀ_ମାରୁଛନ୍ତି
ସରକାର ଚାଷୀଙ୍କ ଠାରୁ ଧାନ କିଣୁ ନଥିବାରୁ ଚାଷୀ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ସରକାରଙ୍କ ଆଖିକୁ ଏକଥା ଦେଖାଯାଉ ନାହିଁ । ସରକାର ନିଜେ ବରଗଡ଼ରେ ଚାଷୀଙ୍କୁ ଲିଖିତ ଭାବେ ଦେଇଛନ୍ତି ଧାନ କିଣାରେ ୧ ପ୍ରତିଶତ କଟନୀ ଛଟନୀ ହେବ । ଇନପୁଟ ସବସିଡି ଦେଇ ରାଜ୍ୟ ସରକାର ବାହାଦୁରୀ ମାରୁଛନ୍ତି ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
Whatsapp: https://whatsapp.com/channel/0029Va5P...
YouTube: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Доступные форматы для скачивания:
Скачать видео mp4
-
Информация по загрузке: