ଆଜି (07-dec) ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | Jay Jagannth Tv
Автор: JAY JAGANNATH TV
Загружено: 2025-12-06
Просмотров: 2316
🕉️ ସକାଳର ପବିତ୍ର ଆରମ୍ଭ
ଆଜି (07-dec) ବ୍ରାହ୍ମମୁହୂର୍ତ୍ତ ରେ ଶ୍ରୀଜୀଉଙ୍କ ପବିତ୍ର ଦର୍ଶନ
✨ ଦିବସର ପ୍ରଥମ ଆଶୀର୍ବାଦ
🌸 ବ୍ରାହ୍ମମୁହୂର୍ତ୍ତର ପୁଣ୍ୟ ସମୟ
🏛️ ପୁରୀ ଶ୍ରୀମନ୍ଦିରର ସିଧା ଦର୍ଶନ
🙏 ଶ୍ରୀଜଗନ୍ନାଥଙ୍କ କୃପାରାଶି
☀️ ସୂର୍ଯ୍ୟୋଦୟ ପୂର୍ବର ପବିତ୍ର ମୁହୂର୍ତ୍ତ
🎥 LIVE FROM SRI MANDIR, PURI
🔔 ଆଜିର ଦିନକୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହିତ ଆରମ୍ଭ କରନ୍ତୁ
ଘରେ ବସି ଦେଖନ୍ତୁ ପୁରୀ ଶ୍ରୀମନ୍ଦିରର ପବିତ୍ର ପରିବେଶ
📺 ଜୟ ଜଗନ୍ନାଥ ଟିଭି – ଓଡ଼ିଶାର ଭକ୍ତିମୟ ପରିବାର
#bramhamuhurta #srimandira #jayjagannathtv #jagannath #jagannatha #jagannathtemple #Dwaraphitai #JagannathCulture #NamitaAgrawal #SitaramAgrawal #SidharthTV #SidharthUtsav #SidharthGold #SidharthMusic #sidharthnetwork
"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :
🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I
ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏
📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!
#jayjagannathtv #jayjagannathpuri #jayjagannathtvlive
📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.
📞 Contact : 6372804618 if could not watch our channel
🌐 Follow us on social media for daily LIVE updates :
=========================================
Facebook: / jayjagannathtv
Instagram: / jayjagannathtv
YouTube: / @jayjagannathtvofficial
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम
Доступные форматы для скачивания:
Скачать видео mp4
-
Информация по загрузке: