ଜିରୋ ନାଇଟ ସେଲିବ୍ରେସନ ର ମଜା
Автор: Bhubaneswar News
Загружено: 2026-01-02
Просмотров: 48
ହାଏ- ଟେକ-ହେଭେନ ଆପାର୍ଟମେଣ୍ଟ ରେ ନୂଆ ବର୍ଷ ପାଇଁ ବହୁତ ସୁନ୍ଦର ଆୟୋଜନ ହୋଇଥିଲା।ଏଥିରେ ସମସ୍ତେ ବହୁତ ସୁନ୍ଦର ନାଚ ଆଉ ଗୀତ ପରିବେଷଣ କରିଛନ୍ତି।ହାଏ- ଟେକ-ହେଭେନ ଆପାର୍ଟମେଣ୍ଟ ରେ ସମସ୍ତେ ବହୁତ ଖୁସିରେ ଏବଂ ଆନନ୍ଦରେ ଏହି ନୂଆ ବର୍ଷ ଉତ୍ସବ କୁ ପାଳନ କରିଛନ୍ତି।ଏଥିରେ ସୁନ୍ଦର ଓଡିଶୀ ନୃତ୍ଯ,ସଂଗୀତ ଏବଂ ନାଟକ ବହୁତ ସୁନ୍ଦର ଭାବରେ ପରିବେଷଣ କରିଛନ୍ତି।ଏହି ପରିବେଶ ସଂଗୀତ ଏବଂ ନୃତ୍ଯ ର ସୁବାସରେ ପ୍ରଫୁଲ୍ଲିତ ହୋଇଯାଉଥିଲା। ଆସନ୍ତୁ ନୂଆ ବର୍ଷ କୁ ସୁନ୍ଦର ଭାବରେ ପାଳନ କରିବା
Доступные форматы для скачивания:
Скачать видео mp4
-
Информация по загрузке: