Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

#National

Автор: ସମ୍ବାଦ ସାହିତ୍ୟ ଘର ବେଗୁନିଆ.

Загружено: 2025-12-21

Просмотров: 59

Описание:

#National Education Day at Begunia//Welcome song by students||ବେଗୁନିଆରେ ଜାତୀୟ ଶିକ୍ଷା ଦିବସ ପାଳିତ.

#National Education Day
#ଜାତୀୟ ଶିକ୍ଷା ଦିବସ ପାଳିତ
#welcome song by students.
#ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ.

please like👍and subscribe 🛎️our YouTube channel :-👇👇
   / @satyabratapanigrahi2471  .


ବେଗୁନିଆରେ ଜାତୀୟ ଶିକ୍ଷା ଦିବସ

ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା

ବେଗୁନିଆ , ୧୧ /୧୧/୨୦୨୫: ସ୍ଥାନୀୟ ଗାନ୍ଧୀ ସ୍ମୃତି ସାଂସଦ ଓ ସମାଜସେବୀ ଦୁଃଖୀଶ୍ୟାମ ମହାପାତ୍ର ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ନୂଆସାହି ଶ୍ରୀଜଗନ୍ନାଥ ମନ୍ଦିର ସଂଲଗ୍ନ ଆମ୍ରକାନନ ପରିସରରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି. ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମୌଲାନା ଅବୁଲ କଲାମଙ୍କ ୧୩୭ ତମ ପୂଣ୍ୟ ଜନ୍ମତିଥି ଉପଲକ୍ଷେ ମଙ୍ଗଳବାର ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସଦର ସଭାପତି ପ୍ରଫେସର ଡ. ହରିପ୍ରସାଦ ଦାସ ପୌରୋହିତ୍ୟ କରିଥିଲେ. ଚଳିତ ବର୍ଷ ଏହାକୁ ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ସ୍ବର୍ଗତ ଦୁଃଖିଶ୍ୟାମ ମହାପାତ୍ରଙ୍କ ଅମ୍ଲାନ ସ୍ମୃତିରେ ଉତ୍ସର୍ଗ କରାଗଲା ବୋଲି ସଭାପତି ଘୋଷଣା କରିଥିଲେ .ପ୍ରାରମ୍ଭରେ ପଣ୍ଡିତ ବିଷ୍ଣୁ ପ୍ରସାଦ କର ଓ ଗାୟକ ବସନ୍ତ କୁମାର ଦାସଙ୍କ ଦ୍ୱାରା ବେଦ ପାଠ ଓ ମୌଲାନା ରମଜାନ ସାହବଙ୍କ ଦ୍ୱାରା କୋରାନ ପାଠ ସହ ମୌଲାନା ଓ ସମାଜସେବୀ ଦୁଃଖିଶ୍ୟାମ ମହାପାତ୍ରଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା . କାର୍ଯ୍ୟକ୍ରମ ଆବାହକ ନାଟ୍ୟକାର ଡ. ବନବିହାରୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ. କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ. ଶ୍ରୀ ପାଣିଗ୍ରାହୀଙ୍କ ରଚନା ଓ ନିର୍ଦ୍ଦେଶନାରେ ଛାତ୍ରୀ ସୁଶ୍ରୀ ସଙ୍ଗୀତା ଓ ବୀଣାପାଣି ଶିକ୍ଷା ସଙ୍ଗୀତ ଗାନ କରିଥିଲେ. " ଅଭିଜ୍ଞତାର ନିରବଛିନ୍ନ ପୁନର୍ଗଠନ ହିଁ ଶିକ୍ଷା " ଶୀର୍ଷକ ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ଶିକ୍ଷାବିତ ଓ ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଡ. କମଳା ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପୂର୍ବାଞ୍ଚଳ କ୍ଷେତ୍ର ଅଭିଲେଖାଗାରର ସହାୟକ ନିର୍ଦ୍ଦେଶକ ଡ. ସତ୍ୟନାରାୟଣ ମିଶ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ପ୍ରତିଟି ଅଭିଜ୍ଞତା ମଣିଷ ପାଇଁ ଶିକ୍ଷା ଅଟେ ଓ ଏହାକୁ ନୂଆ ରୂପରେ ଆହରଣ କରିବାର ସାମର୍ଥ୍ୟ ଶିକ୍ଷା ହିଁ ଦେଇଥିଲେ ବୋଲି ମତବ୍ୟକ୍ତ କରିଥିଲେ. ଏହି ଅବସରରେ ଅତିଥି ଦ୍ବୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏଥିରେ ପ୍ରାଧ୍ୟାପକ ଡ. ଅଖିଳେଶ ପ୍ରସାଦ ପଣ୍ଡା, ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି , ଅଧ୍ୟାପକ ରଙ୍କନିଧି ବଳିୟାସିଂହ, କବିକେତନ ଗୌରଚରଣ ସାମନ୍ତସିଂହାର, କବି ଦିବ୍ୟାଲୋଚନ ଭରିମଲ୍ଲ, ଲୁଣ୍ଡୁ ତ୍ରିପାଠୀ, ଡ. ଗୀତାଞ୍ଜଳି ମହାପାତ୍ର, ସମାଜସେବୀ ଶ୍ରୀନିବାସ ବାଘସିଂହ, ସୁରେନ୍ଦ୍ର ପାଲଟାସିଂହ, ଶିକ୍ଷାବିତ ଶରତ କୁମାର ପଣ୍ଡା, ପ୍ରଧାନଶିକ୍ଷକ ଦିବାକର ସାହୁ ଓ ଶିକ୍ଷକ ବିଜୟ କୁମାର ପ୍ରଧାନ, ହରିବନ୍ଧୁ ପଣ୍ଡା ବ୍ରଜବନ୍ଧୁ ପଣ୍ଡା ଓ ମହିଉଦ୍ଦିନ ଅହମ୍ମଦଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ. ଶେଷରେ କବୟିତ୍ରୀ ମାନସୀ ଦାସ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ.

please like👍and subscribe 🛎️our YouTube channel :-👇👇
   / @satyabratapanigrahi2471  .

please watch these videos :-👇👇👇

#ସାହିତ୍ୟ ଘର ମାସିକ ଆସରରେ ମୁଖ୍ୟ ବକ୍ତାଙ୍କ ଅଭିଭାଷଣ. ବିଷୟ- "ଜୀବନର ଜୟଗୀତି"
   • #ସାହିତ୍ୟ ଘର ମାସିକ ସାରସ୍ୱତ ଆସର//"ଜୀବନର ଜୟଗୀ...  

#ବେଗୁନିଆରେ ବୈଷ୍ଣବ କବି ଦ୍ଵିଜ ଗୌରଚରଣ ଅଧିକାରୀଙ୍କ ଜୟନ୍ତୀ ପାଳନ ଅବସରରେ ସ୍ୱାଗତ ସଂଗୀତ ପରିବେଷଣ:-
   • #ବେଗୁନିଆରେ ଭକ୍ତ କବି ଦ୍ଵିଜ ଗୌରଚରଣଙ୍କ ଜନ୍ମ ଜ...  .

#ଦିନିଆରୀରେ "ଅତିଥି ଦେବୋ ଭବ" କବିତା ପାଠ ଓ ଆଲୋଚନାରେ ମୁଖ୍ୟ ବକ୍ତାଙ୍କ ଅଭିଭାଷଣ:-
   • #ସମ୍ବାଦ ସାହିତ୍ୟ ଘର ମାସିକ ସାରସ୍ୱତ ଆସର||"ଅତି...  .


#ବିଶ୍ୱ ବନ୍ଧୁତା ଦିବସରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ:-
   • #ବେଗୁନିଆରେ ବିଶ୍ୱ ବନ୍ଧୁତା ଦିବସ ପାଳିତ||ଛାତ୍ର...  .


#ବିଶ୍ୱ ବନ୍ଧୁତା ଦିବସରେ ମୁଖ୍ୟ ବକ୍ତା ନାରାୟଣ ମିଶ୍ରଙ୍କ ଅଭିଭାଷଣ:-
   • #World friendship Day 2025||Chief speaker ...  .


#ସମ୍ବାଦ ସାହିତ୍ୟ ଘର ମାସିକ ଆସର "ଅତିଥି ଦେବୋ ଭବ":-
   • #ସମ୍ବାଦ ସାହିତ୍ୟ ଘର ମାସିକ ସାରସ୍ୱତ ଆସର||"ଅତି...  .


#"ବୈକୁଣ୍ଠ ସମାନ ଆହା ଅଟେ ଏହି ଘର" କବିତା ଆସରରେ ଆବାହନୀ ସଂଗୀତ ପରିବେଷଣ:-
   • #"ବୈକୁଣ୍ଠ ସମାନ ଆହା ଅଟେ ଏହି ଘର"||ସାହିତ୍ୟ ଘର...  .

#ସାହିତ୍ୟ ଘର ମାସିକ ଆସରରେ ମୁଖ୍ୟ ବକ୍ତାଙ୍କ ଅଭିଭାଷଣ:-
   • #ବେଗୁନିଆ ସାହିତ୍ୟ ଘର//ମାସିକ ସାରସ୍ୱତ ଆସର-"ବୈ...  .


Thank you for watching our YouTube videos 🙏💐💐💐.

#National

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

SBDIS BHADRAK ANNUAL FUNCTION 2025-26

SBDIS BHADRAK ANNUAL FUNCTION 2025-26

Правительство Крыма наводит порядок в Зеленогорске, сложно, но необходимо!!!

Правительство Крыма наводит порядок в Зеленогорске, сложно, но необходимо!!!

Riki's Annual function♥️🎉💫#Ei Bharat ama Janani janama bhuin#dance video 🎈🥳💞

Riki's Annual function♥️🎉💫#Ei Bharat ama Janani janama bhuin#dance video 🎈🥳💞

Thanks giving mass at birgatoli#youtubeshorts #ytstudioes

Thanks giving mass at birgatoli#youtubeshorts #ytstudioes

ସ୍ଵାଗତ ସଙ୍ଗୀତ, (DMGHs ଛାତ୍ରୀ ମାନଙ୍କ ଦ୍ଵାରା) 2025 ବାର୍ଷିକ ଉତ୍ସବ

ସ୍ଵାଗତ ସଙ୍ଗୀତ, (DMGHs ଛାତ୍ରୀ ମାନଙ୍କ ଦ୍ଵାରା) 2025 ବାର୍ଷିକ ଉତ୍ସବ

ଏବେ ବି ଅଛି 100ft ଉପରେ ଆତ୍ମା #956

ଏବେ ବି ଅଛି 100ft ଉପରେ ଆତ୍ମା #956

ଦେଶଭକ୍ତି ଗୀତ ଆକାଶ ଚିରି ଅରୁଣ ରଙ୍ଗେ

ଦେଶଭକ୍ତି ଗୀତ ଆକାଶ ଚିରି ଅରୁଣ ରଙ୍ଗେ

ଧନୁଯାତ୍ରା ମିନା ବଜାର ରେ ଗଣ୍ଡଗୋଳ

ଧନୁଯାତ୍ରା ମିନା ବଜାର ରେ ଗଣ୍ଡଗୋଳ

Знаменитости, УМЕРШИЕ в 2025 году

Знаменитости, УМЕРШИЕ в 2025 году

PROF. ADAM WIELOMSKI | JAN POSPIESZALSKI ROZMAWIA #173

PROF. ADAM WIELOMSKI | JAN POSPIESZALSKI ROZMAWIA #173

Sasmita Sangram is live

Sasmita Sangram is live

ଭବ୍ୟ ଶୋଭା ଯାତ୍ରା ବରଗଡ଼ ଧନୁଯାତ୍ରା ୨୦୨୫/bargarh dhanujatra 2025/bargarh dhanujatra Sobha jatra 2025

ଭବ୍ୟ ଶୋଭା ଯାତ୍ରା ବରଗଡ଼ ଧନୁଯାତ୍ରା ୨୦୨୫/bargarh dhanujatra 2025/bargarh dhanujatra Sobha jatra 2025

କଂସ କେମିତି ହେଲେ କହିଲେ ସୁଶିଲ କୁମାର ମେହେର | Sushil Kumar Meher as Kansa Maharaj | Exclusive Interview

କଂସ କେମିତି ହେଲେ କହିଲେ ସୁଶିଲ କୁମାର ମେହେର | Sushil Kumar Meher as Kansa Maharaj | Exclusive Interview

Мозг стареет от этих фруктов! Хирург показал, что происходит внутри сосудов…

Мозг стареет от этих фруктов! Хирург показал, что происходит внутри сосудов…

ହାଏ ତାର ଚକା ମୁହୁଟା ସଜନୀ || New Sambalpuri Bhajan || Monali Mahapatra

ହାଏ ତାର ଚକା ମୁହୁଟା ସଜନୀ || New Sambalpuri Bhajan || Monali Mahapatra

ଏହି ଲୋକ ସହିତ କେମିତି ଚଳିବି//Subhadra odia vlog//odia vlog

ଏହି ଲୋକ ସହିତ କେମିତି ଚଳିବି//Subhadra odia vlog//odia vlog

«Что вы сделали для фермеров?»; Вопрос Кансы в Баргарх Дхануятре, ответ Мохана Маджи | Сатьяпатха

«Что вы сделали для фермеров?»; Вопрос Кансы в Баргарх Дхануятре, ответ Мохана Маджи | Сатьяпатха

Opening song ସ୍ୱାଗତ ସଂଗୀତ: ଏ ସାରା ଭୁବନେ, କେ ଅଛିରେ ତାର 23.12.2025ବିଜୁ କଲ୍ୟାଣ ମଣ୍ଡପ  ,ଗଜପତି କଳା ପରିଷଦ

Opening song ସ୍ୱାଗତ ସଂଗୀତ: ଏ ସାରା ଭୁବନେ, କେ ଅଛିରେ ତାର 23.12.2025ବିଜୁ କଲ୍ୟାଣ ମଣ୍ଡପ ,ଗଜପତି କଳା ପରିଷଦ

ЧТО НЕМЦЫ писали про РУССКИХ, когда думали, что никто не прочтёт | Дневники Вермахта.

ЧТО НЕМЦЫ писали про РУССКИХ, когда думали, что никто не прочтёт | Дневники Вермахта.

Малое повечерие, 30-я седмица по Пятидесятнице,  понедельник.

Малое повечерие, 30-я седмица по Пятидесятнице, понедельник.

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]