Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଯେନ୍ ଜାଗାନେ ୧୪୪ ବର୍ଷ ପାତାଳୀ ହେଇଥିଲେ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା

Автор: Paharaa

Загружено: 2020-12-31

Просмотров: 7532

Описание:

ଭାରତର ହିନ୍ଦୁ ଧର୍ମ ଆର୍ ଆଧ୍ୟାତ୍ମିକ୍ ପରମ୍ପରାର ପ୍ରତୀକ୍, କଲିଯୁଗର ଧାମ୍ ପୁରୀ ଧାମର ଆରାଧ୍ୟ, ଭିନ୍ ଭିନ୍ ଧର୍ମ ସଂସ୍କୃତିର ବିଶ୍ୱାସର ସଙ୍ଗମ ଆର କୋଟି କୋଟି ଓଡ଼ିଆ ମାନକଁର୍ ଜୀବନ୍ ଜଗନ୍ନାଥ ମହାପୁରୁ । କିମ୍ବଦନ୍ତୀ ଅନସାରେ ଜଗନ୍ନାଥ ମହାପୁରୁ , ବଳଭଦ୍ର ଆର ସୁଭଦ୍ରାକୁଁ ନେଇକରି ସୋନପୁରର ୧୪୪ ବରଷ ରହିଥିଲେ । ଯେନଟାକି ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ର ନାଁନେ ଜନା । ଶାନ୍ତ ସୁନ୍ଦର ପରିବେଶ , ବହୁତ୍ ସୁନ୍ଦର ଇ ଜାଗା । ଏତକି ଗୁଟେ ଐତିହାସିକ୍ ଆର ଧାର୍ମିକ୍ ଜାଗା ଦେଖବାର୍ ଲାଗି କେନ୍ତା ଦେଖୁନ୍ ଇ ଭିଡିଓ

About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା

ଜୁହାର 🙏

Subscriber If you are watching this video on Youtube, Like our page if you are on Facebook and Stay Connected with Awesome Sambalpuri Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

ଯେନ୍ ଜାଗାନେ ୧୪୪ ବର୍ଷ ପାତାଳୀ ହେଇଥିଲେ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Maa Metakani Story !! Metakani !! ମାଁ ଙ୍କ ପଣତ କାନି ରେ ରକ୍ତ

Maa Metakani Story !! Metakani !! ମାଁ ଙ୍କ ପଣତ କାନି ରେ ରକ୍ତ

Новый прорыв границы и масштабное наступление РФ: где промахи в обороне? | Свобода Live

Новый прорыв границы и масштабное наступление РФ: где промахи в обороне? | Свобода Live

Live: ସୋନପୁର ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା | Sonepur Patali Srikhetra Rath Yatra | Odia News

Live: ସୋନପୁର ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା | Sonepur Patali Srikhetra Rath Yatra | Odia News

କାନ୍ଦୁଛି ମାଁ ମେଟାକାନୀ !! ମାଁ ମେଟାକାନୀ ମନ୍ଦିର ରହସ୍ୟ !! Maa Metakani

କାନ୍ଦୁଛି ମାଁ ମେଟାକାନୀ !! ମାଁ ମେଟାକାନୀ ମନ୍ଦିର ରହସ୍ୟ !! Maa Metakani

ମାଆ ସନ୍ତୋଷୀ ଦର୍ଶନ || Santoshi Maa Darshan ||Hanuman Darshan || Village Vlog, Chandikhole ||

ମାଆ ସନ୍ତୋଷୀ ଦର୍ଶନ || Santoshi Maa Darshan ||Hanuman Darshan || Village Vlog, Chandikhole ||

Balangir: ଟିଟଲାଗଡ଼ର୍ ଇ ମନ୍ଦିର୍ କେ କେଭେ ଯାଇଛନ୍?

Balangir: ଟିଟଲାଗଡ଼ର୍ ଇ ମନ୍ଦିର୍ କେ କେଭେ ଯାଇଛନ୍?

ସପ୍ତଶଯ୍ୟା ଢେଙ୍କାନାଳ ଜିଲ୍ଲା ରେ ଥିବା ଏକ ରହସ‍୍ୟମୟ ଜାଗା 😱😳 The Famous Place In Dhenkanal District 😱..

ସପ୍ତଶଯ୍ୟା ଢେଙ୍କାନାଳ ଜିଲ୍ଲା ରେ ଥିବା ଏକ ରହସ‍୍ୟମୟ ଜାଗା 😱😳 The Famous Place In Dhenkanal District 😱..

Meghpal ra Kahani  ||   ମେଘପାଳ ର କାହାଣୀ   ||

Meghpal ra Kahani || ମେଘପାଳ ର କାହାଣୀ ||

Farmers Ask: Will They Really Get ₹3169? ଦେବେ ଭାଏଲ ୩୧୬୯?

Farmers Ask: Will They Really Get ₹3169? ଦେବେ ଭାଏଲ ୩୧୬୯?

ରାଜ୍ୟ ସରକାରକଁର୍ ଫୋକଶନେ ଇହାଦେ ପଶ୍ଚିମ ଓଡ଼ିଶାର ଇସବୁ ଜାଗା

ରାଜ୍ୟ ସରକାରକଁର୍ ଫୋକଶନେ ଇହାଦେ ପଶ୍ଚିମ ଓଡ଼ିଶାର ଇସବୁ ଜାଗା

ମାଉସୀମା କିଏ ଜାଣିଲେ ଆଖିର ଲୁହକୁ ରୋକିପାରିବେନି ! Dhama Madhuri 32 | Dr. Ashutosh Prasad Mishra

ମାଉସୀମା କିଏ ଜାଣିଲେ ଆଖିର ଲୁହକୁ ରୋକିପାରିବେନି ! Dhama Madhuri 32 | Dr. Ashutosh Prasad Mishra

Paddy Procurement Mess, Bags After Bags of Paddy Lying Unattended: ମଣ୍ଡିନେ ପଡ଼ଲାନ ବସ୍ତା ବସ୍ତା ଧାନ୍

Paddy Procurement Mess, Bags After Bags of Paddy Lying Unattended: ମଣ୍ଡିନେ ପଡ଼ଲାନ ବସ୍ତା ବସ୍ତା ଧାନ୍

Badadev Puja Mahotsav Garbhana,Bargarh: ଦେଖିଛନ୍ କେଭେ ଗର୍ଭନାର୍ ବଡ଼ଦେଓ ପୂଜା

Badadev Puja Mahotsav Garbhana,Bargarh: ଦେଖିଛନ୍ କେଭେ ଗର୍ଭନାର୍ ବଡ଼ଦେଓ ପୂଜା

Balmati Dehuri College of Nursing, Kuchinda Tour

Balmati Dehuri College of Nursing, Kuchinda Tour

Team at Patali Srikhetra, Subarnapur, Odisha | Malika Place | Malika Bachana | @SatyaBhanja

Team at Patali Srikhetra, Subarnapur, Odisha | Malika Place | Malika Bachana | @SatyaBhanja

Patali Srikhetra//ବିଶ୍ୱ ରକ୍ଷା ପାଇଁ ମାଳିକା ଶାସ୍ତ୍ର ର ମହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ :

Patali Srikhetra//ବିଶ୍ୱ ରକ୍ଷା ପାଇଁ ମାଳିକା ଶାସ୍ତ୍ର ର ମହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ :

HOTEL THE MOON, SONEPUR // Biugul Tv // Munia Panigrahi

HOTEL THE MOON, SONEPUR // Biugul Tv // Munia Panigrahi

Sonepur Tample: ପଶ୍ଚିମ ଓଡ଼ିଶାର ଗୁଟେ ବଡ୍ ତନ୍ତ୍ର ସାଧନାର ପୀଠ୍ ହେଉଛେ ସୋନପୁରର ସୁରେଶ୍ୱରୀ ପୀଠ୍

Sonepur Tample: ପଶ୍ଚିମ ଓଡ଼ିଶାର ଗୁଟେ ବଡ୍ ତନ୍ତ୍ର ସାଧନାର ପୀଠ୍ ହେଉଛେ ସୋନପୁରର ସୁରେଶ୍ୱରୀ ପୀଠ୍

ପାତାଳି ଶ୍ରୀକ୍ଷେତ୍ର #patalishrikhetra #sonepurtourism #jagannath #ulunda    #godbhaganews

ପାତାଳି ଶ୍ରୀକ୍ଷେତ୍ର #patalishrikhetra #sonepurtourism #jagannath #ulunda #godbhaganews

ହୁମା ମନ୍ଦିର ପାଖେ ଆଉ ଏକ ରାଧାକୃଷ୍ଣ ମନ୍ଦିର ନିର୍ମାଣ ସରିଛି || ଆସନ୍ତୁ ଇତିହାସ ଟିକେ ଜାଣିବା || Huma

ହୁମା ମନ୍ଦିର ପାଖେ ଆଉ ଏକ ରାଧାକୃଷ୍ଣ ମନ୍ଦିର ନିର୍ମାଣ ସରିଛି || ଆସନ୍ତୁ ଇତିହାସ ଟିକେ ଜାଣିବା || Huma

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]