Padie Sata: Truth Behind the 7.5 Million Views: The Masked Dancer Who Made This Song Viral
Автор: PADIE SATA
Загружено: 2026-01-12
Просмотров: 115530
#7_5M_View's #ଭାଇରାଲ୍_ପଛର_ସତ
କୁହାଯାଏ କାହାଣୀରେ ଯଦି ସସପେନ୍ସ ଅଛି, ତାହେଲେ ବହି ହିଟ୍ l ଆଉ ଏ ଗୀତ ପଛର ସସପେନ୍ସ ହିଁ ଏ ଗୀତକୁ ହିଟ୍ କରିଛି l କଣ ଦର୍ଶକ ବନ୍ଧୁ, ଏ ସସପେନ୍ସଟା କଣ ଆପଣ ଜନିପରିଲେନି ନା l ସେ ସସପେନ୍ସ ଆପଣଙ୍କ ଆଖି ସାମ୍ନାରେ l ଏ ଗୀତଟି ଭାଇରାଲ୍ ହେବା ପଛରେ ଏ ସିଙ୍ଗରଙ୍କର ଯେତିକି କ୍ରେଡିଟ ରହିଛି, ତାଠୁ ବେସ୍ ଆଗରେ ରହିଛନ୍ତି ଏ ଭାଇ ଜଣକ l କୁହାଯାଏ ଜଣେ ବନ୍ଧୁହିଁ ଅନ୍ୟ ଜଣଙ୍କ ପାଇଁ ମାଇଲ ଖୁଣ୍ଟ l ଆଉ ଏଠି ଏ ବନ୍ଧୁ ଜଣକ ଠିକ୍ ସେହି ଭୂମିକାକୁ ନିଭାଇଛନ୍ତି l
A song sung by Santosh Kumar Dalei along with his friends has gone viral on Instagram, crossing nearly 7.5 million views. According to the video, the real reason behind the song’s popularity is not just the singer, but a friend who dances behind him with a handkerchief covering his face, creating suspense and curiosity among viewers.
#ViralVideo_SantoshKumarDalei #OdiaSong_Viral #SocialMediaTrend_Instagram #HumanInterest_ViralStory #MaskedDancer #AudienceReaction #FriendshipStory #ViralSuspense #7Point5MillionViews_Instagram #HandkerchiefDance_ViralSong #SantoshKumarDalei_ViralVideo #Odisha #Padiesata #SpecialStory
Доступные форматы для скачивания:
Скачать видео mp4
-
Информация по загрузке: