New Odia Song| Rutu Basanta| Written By Gyana Ranjan Kar| Original Lyrics|
Автор: An Ambivert Writer
Загружено: 2025-12-04
Просмотров: 375
The Song depicts the flow of emotions where we embrace the Pain, Just to accept Love.This is a gentle tapestry of emotions where seasons become metaphors, and the heart speaks through quiet reflections.
This emotional legacy should be carried forward to generation by generation to illuminate human emotions.
Lyrics: Gyana Ranjan Kar
"ଋତୁ ବସନ୍ତର"
ଋତୁ ବସନ୍ତର, ସୀମା ଡେଇଁ,
ମୁଁ ଗ୍ରୀଷ୍ମକୁ ଦେଇଛି ଅନୁମତି,
ମେଘ ମହ୍ଲାରର ରୂପ ଡେଇଁ,
ମରୀଚିକାକୁ ଦେଇଛି ପ୍ରତିଶୃତି।
ମୁଁ ଖୋଜିଛି କଣ୍ଟା
ନିଜ ପାଦର କୋମଳତା ଜାଣି,
ମୁଁ ପାଇଛି ଫୁଲ
ପ୍ରତାରଣାର ପ୍ରତିଧ୍ୱନି ଶୁଣି..
ପ୍ରତାରଣାର ପ୍ରତିଧ୍ୱନି ଶୁଣି।
ଋତୁ ବସନ୍ତର, ସୀମା ଡେଇଁ,
ମୁଁ ଗ୍ରୀଷ୍ମକୁ ଦେଇଛି ଅନୁମତି,
ମେଘ ମହ୍ଲାରର ରୂପ ଡେଇଁ,
ମରୀଚିକାକୁ ଦେଇଛି ପ୍ରତିଶୃତି।
ମୁଁ ବୁଝିଛି ସ୍ବପ୍ନ
ବିନିଦ୍ର ରଜନୀ ତିଳେ-ତିଳେ ଜାଳି,
ମୁଁ ଲେଖିଛି ଚିଠି
ଶୂନ୍ୟତାର ପ୍ରତ୍ୟୁତ୍ତର କିଣି..
ଶୂନ୍ୟତାର ପ୍ରତ୍ୟୁତ୍ତର କିଣି..
ଋତୁ ବସନ୍ତର, ସୀମା ଡେଇଁ,
ମୁଁ ଗ୍ରୀଷ୍ମକୁ ଦେଇଛି ଅନୁମତି,
ମେଘ ମହ୍ଲାରର ରୂପ ଡେଇଁ,
ମରୀଚିକାକୁ ଦେଇଛି ପ୍ରତିଶୃତି।
Like, Share and Subscribe!!
#odiasong #odiamusic #music #originallyrics #odiasong2025 #lovesong #odiapoetry #bestodiasong #newodiasong #breakupstatus #coversong #originallyrics #odiastatus #rutubasanta
Доступные форматы для скачивания:
Скачать видео mp4
-
Информация по загрузке: