#odisha
Автор: Dashara Farming
Загружено: 2024-01-18
Просмотров: 9999
ନମସ୍କାର ଦର୍ଶକ ବନ୍ଧୁ ଆମେସବୁବେଳେ ଚାଷ ଉପରେ କଥାବାର୍ତ୍ତା ହୁଅନ୍ତି। ସେହିସବୁ ବାଧେ ଆଜି କଥାହେବା ଓଜନ ଉପରେ କିଛି ଚାଷୀ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଭାବରେ ଭିଡ଼ିଓଟି ତିଆରି କରିଛି।ଓଜନ ହିସାବ ରେ ମଧ୍ୟ ମେଣ୍ଢା ମିଳେ ଆପଣ ଯେମିତି ଚାହିଁବେ ସେମିତି ମିଳେ।କିନ୍ତୁ ସବୁ ମେଣ୍ଢା ପାଇଁ ଏକ ସ୍ବତନ୍ତ୍ର ମୂଲ୍ୟରେ ପାଇ ପାରିବେ ବୋଲି ମୋର ଆଶା ଓ ବିଶ୍ୱାସ ଏହି ସୂଚନାଟି କେମିତି ଲାଗିଲା dashara farming you tube channel ku like share subscribe comment karantu
Доступные форматы для скачивания:
Скачать видео mp4
-
Информация по загрузке: