ଡକାୟତି ପାଇଁ କରୁଥିଲେ ଯୋଜନା ,୬ ଜଣ ଲୁଟେରାକୁ ବାନ୍ଧିଲା ପୋଲିସ ! lootera gang arrested in Bhubaneswar
Автор: Pratidin TV
Загружено: 2026-01-18
Просмотров: 1253
ଡକାୟତି ପାଇଁ କରୁଥିଲେ ଯୋଜନା ,୬ ଜଣ ଲୁଟେରାକୁ ବାନ୍ଧିଲା ପୋଲିସ ! ଏୟାରଫିଲଡ ପୋଲିସ ଡକାୟତି 6 ଜଣିଆ ଡକାୟତି ଗ୍ୟାଙ୍ଗର ପର୍ଦାଫାଶ କଲା. ବହୁ ଆକ୍ରମଣ ସତ୍ୱେ ଡକାୟତି ଉଦ୍ୟମ ପଣ୍ଡ କରିଛି ଏୟାରଫିଲଡ ପୋଲିସ। ଛ ଜଣ ଡକାୟତ ଗିରଫ ହେବ ପରେ ଆଉ କେତେଜଣ ଖସିଯାଇଥିବା ଜଣା ପଡିଛି. ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି । ଡକାୟତ ଙ୍କ ନିକଟରୁ ଲଙ୍କା ଗୁଣ୍ଡ,ସ୍ପ୍ରିଙ୍ଗ ଛୁରୀ, 7 ତି ଚାପଡ଼, କଇଁଚି, ରସି, ମୋବାଇଲ ସହ ଆହୁରି ମାରାତ୍ମକ ମାରଣାସ୍ତ୍ର ଜବତ କରିଛି। ରାଜଧାନୀର ବିଭିନ୍ନ ଥାନାରେ ଡକାୟତ ମାନଙ୍କ ନାଁରେ ରହିଛି ମାଳ ମାଳ ମାମଲା। lootera gang arrested in Bhubaneswar
#bhubaneswarnews #looteragang #arrested
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: