Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଆଧ୍ୟାତ୍ମିକତାର ଆବଶ୍ୟକତା କାହିଁକି ? | Why is Spirituality necessary ? in Odia

Автор: Tatwa Muhi

Загружено: 2025-12-30

Просмотров: 528

Описание:

📿 ଆଧ୍ୟାତ୍ମିକତାର ଆବଶ୍ୟକତା କାହିଁକି ? | Why is Spirituality Necessary ?

ଆଜିର ଆଧୁନିକ ସମାଜରେ ମଣିଷ ଏକ ସୁସଂଗଠିତ ଓ ଶୃଙ୍ଖଳିତ ଜୀବନ ଯାପନ କରିବା ପାଇଁ ସମ୍ବିଧାନ, ନୀତି-ନିୟମ ଓ କାନୁନ ତିଆରି କରିଛି। ଏହାର ଉଦ୍ଦେଶ୍ୟ ହେଉଛି — ସମାଜରେ ଶାନ୍ତି, ସମତା ଓ ସୁରକ୍ଷା ରକ୍ଷା କରିବା।

ଠିକ୍ ସେହିପରି, ପ୍ରାଚୀନ କାଳରୁ ମଣିଷ ଆଧ୍ୟାତ୍ମିକତାକୁ ଜୀବନର ଆଧାର କରି ଏକ ଶାନ୍ତିପୂର୍ଣ୍ଣ, ସନ୍ତୁଳିତ ଓ ସଚେତନ ଜୀବନ ବ୍ୟତୀତ କରୁଥିଲା।

ଆଧ୍ୟାତ୍ମିକତା ମଣିଷକୁ —

ଇନ୍ଦ୍ରିୟ ସଂଯମ ଶିଖାଏ

ମନର ନିୟନ୍ତ୍ରଣ କରିବାର ଶକ୍ତି ଦିଏ

ଭୟ, କ୍ରୋଧ, ଲୋଭ ଓ ଆସକ୍ତିରୁ ମୁକ୍ତ କରେ

ପ୍ରକୃତି ସହ ସମନ୍ୱୟରେ ବଞ୍ଚିବାକୁ ପ୍ରେରଣା ଦିଏ

ଯେଉଁଠି ବାହ୍ୟ କାନୁନ ମଣିଷର କର୍ମକୁ ନିୟନ୍ତ୍ରଣ କରେ, ସେଉଁଠି ଆଧ୍ୟାତ୍ମିକତା ମଣିଷର ଚିନ୍ତା, ଭାବନା ଓ ଆଚରଣକୁ ସୁଧାରେ।

ଆଧ୍ୟାତ୍ମିକତା କେବଳ ଧର୍ମ ନୁହେଁ, ଏହା ହେଉଛି ଆତ୍ମଜ୍ଞାନ, ସଚେତନତା ଓ ସତ୍ୟର ସନ୍ଧାନ।

👉 ଯଦି ମଣିଷ ଆଭ୍ୟନ୍ତରିକ ଶାନ୍ତି, ସତ୍ୟ ସୁଖ ଓ ଜୀବନର ଉଦ୍ଦେଶ୍ୟ ବୁଝିବାକୁ ଚାହେ, ତେବେ ଆଧ୍ୟାତ୍ମିକତା ଅତ୍ୟନ୍ତ ଆବଶ୍ୟକ।

#tatwamuhi #atma #brahmagyan #atmagyan #odiaspirituality #selfdiscovery #brahmavidya #paravidya #spirituality #adhyatmikata

other Media :-

▶    / @brahmagyan1983  
▶   / twee  
▶ [email protected]
▶   / meindrashta  

▶ Music credit to: YouTube music Library
▶ Background videos: Pixabay.com

ଆଧ୍ୟାତ୍ମିକତାର ଆବଶ୍ୟକତା କାହିଁକି  ? | Why is Spirituality necessary ? in Odia

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ସନ୍ଥ ରାମକୃଷ୍ଣ ପରମହଂସଙ୍କ ଆଧ୍ୟାତ୍ମିକ  ଜୀବନ | Spiritual Life of Ramakrishna Paramahamsa #onlinesatsang

What is Love in Odia | | ପ୍ରେମ କ’ଣ?

What is Love in Odia | | ପ୍ରେମ କ’ଣ?

ଜାତି ର୍ ନାମେ କରୁଛୁ କେତେ ଟାନ

ଜାତି ର୍ ନାମେ କରୁଛୁ କେତେ ଟାନ

Malika Baula Kumbhira Found ! Team at Dangamala | Malika about Bhitarkanika | @SatyaBhanja

ସାବଧାନ ୨୦୨୬ମସିହା ରେ ହେବ ଏମିତି କିଛି, ମିଶିଛି ବାବା ଭେଙ୍ଗା ଙ୍କ ଏକ ବଡ଼ ଭବିଷ୍ୟବାଣୀ । Future prediction

ଧନ୍ୟ ଏ ସାଧୁ, ହିମାଳୟରେ ଚଉଦ ବର୍ଷ ସାଧନା ନିମ୍ବ ପତ୍ର ଖାଦ୍ୟ 🙏The sage fourteen yrs meditation in Himalaya

Does God Exist ? in Odia | ଇଶ୍ୱରଙ୍କ ଅସ୍ତିତ୍ୱ ଅଛି କି ?

ଛେଳିକୁ ସମସ୍ତେ ଖାଆନ୍ତି କୁକୁରକୁ କାହିଁକି କେହି ଖାଆନ୍ତିନି ବୀରବଲକୁ ପଚାରିଲେ ଆକବର || Birendra Panda

ଯଦି ଜୀବନ ବଦଳାଇବାକୁ ଚାହୁଁଛ ତେବେ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ | Chanakya Niti Odia

ମହିମା ଧର୍ମ ଓଡିଶାରେ ସୀମିତ ହୋଇ ରହିଛି କି ? An Untold Story of Mahima Dharma l Hara Das EXCLUSIVE

ବ୍ରହ୍ମ ହେଉଛନ୍ତି ସଚିଦାନନ୍ଦ | Brahma is Satchidananda in Odia

Humane Case ବଡ଼ ଖୁଲାସା: Arpita ରାତିରେ ଆସି ରହୁଥିଲେ ! ବିଡା ବିଡ଼ା ଟଙ୍କା ବ୍ୟାଗ୍‌ରେ ନେଉଥିଲେ 🚨ll OS

ମୃତ୍ୟୁ କ'ଣ? | Mrityu Kona ? | What is Death in Spiritual way ?

ଅନ୍ତର୍ ଧ୍ୱନି ଧାରଣା ବିଧି | | Inner Sound Dharana Method | #onlinesatsang

ଶାନ୍ତ ରୁହ, ସଫଳତା ଚାଲିକି ଆସିବ | Best Krishna Motivational Speech Odia | Krishna Vani | Binayak TV

ଆମ ନୂଆବର୍ଷ କେବେ ? ଖ୍ରୀଷ୍ଟଙ୍କ ପୂର୍ବରୁ ଖ୍ରୀଷ୍ଟାବ୍ଧ ଥିଲା କି ? Pandit Virendra Panda | jagrata Podcast

ଶ୍ରୀ ଜଗନ୍ନାଥ ଓ ଦୟାଣ ଫୁଲ ରହସ୍ୟ (327)ଡକ୍ଟର ବିବୁଧରଞ୍ଜନ

ଭାବ ବନ୍ଧନ | BHABA BANDHANA | ଆମ ଭାରତର ବେଦ, ବିଶ୍ବର ସବୁ ବିଜ୍ଞାନର ଉତ୍ସ

ଶ୍ୱାସ-ପ୍ରଶ୍ୱାସର ଶକ୍ତି : ନିତ୍ୟପ୍ରେମାନନ୍ଦଜୀ ମହାରାଜଙ୍କ ଅମୂଲ୍ୟ ଉପଦେଶ

ବିନା ନିମନ୍ତ୍ରଣରେ ଏହି 7ଟି ସ୍ଥାନକୁ ନିଶ୍ଚିତ ଯାଆନ୍ତୁ | Chanakya Niti | Karuna Path

© 2025 dtub. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]