ହେ ଓଡିଶା ମାଟିର ପ୍ରାଥମିକ ଶିକ୍ଷକ | Teachers Pain, Protest & Pride | Odisha School Talks
Автор: Odisha SchoolTalks
Загружено: 2025-12-14
Просмотров: 27174
ହେ ଓଡିଶା ମାଟିର ପ୍ରାଥମିକ ଶିକ୍ଷକ
ଏହି ଗୀତଟି ଓଡିଶାର ପ୍ରାଥମିକ ଶିକ୍ଷକମାନଙ୍କ ତ୍ୟାଗ, ବେଦନା, ଆନ୍ଦୋଳନ ଓ ସମ୍ମାନ ଫେରାଇବାର ନ୍ୟାୟସଙ୍ଗତ ଦାବିକୁ ହୃଦୟସ୍ପର୍ଶୀ ଭାବେ ଉପସ୍ଥାପନ କରେ।
ସ୍କୁଲ୍ କାମ, MDM, ଡାଟା ଏଣ୍ଟ୍ରି, ଟିକାକରଣ, ଭୋଟର ତାଲିକା, ଆପଦା ସେବା—
ସମାଜର ସବୁ ଜରୁରୀ କାମରେ ଶିକ୍ଷକ ସବୁବେଳେ ଆଗରେ।
📌 ନ୍ୟାୟସଙ୍ଗତ ଦାବି
✔️ ୬ଟି ନୋସନାଲ୍ ଇନକ୍ରିମେଣ୍ଟ
✔️ ୪୨୦୦ ଗ୍ରେଡ୍ ପେ
✔️ “ସ୍କିମେଟିକ୍” ପ୍ରଥା ଉଚ୍ଛେଦ
✔️ ସମ୍ମାନ ସହ ସ୍ୱୀକୃତି
🎤 Channel: Odisha School Talks
🙏 Dedicated to all Odisha Primary Teachers
©️ Copyright Notice
This song, music, lyrics, video and visuals are original content of Odisha School Talks.
Unauthorized copying, re-uploading, remixing or commercial use is strictly prohibited.
#ହେଓଡିଶାମାଟିରପ୍ରାଥମିକଶିକ୍ଷକ
#HeOdishaMatiraPrathamikShikshak
#OdishaSchoolTalks
#OdishaTeachers
#PrimaryTeachersOfOdisha
#TeacherPainSong
#TeachersProtestOdisha
#4200GradePay
#6NotionalIncrement
#JusticeForTeachers
Доступные форматы для скачивания:
Скачать видео mp4
-
Информация по загрузке: