BAJA MANEDE DERI BIKALI || HANAK DIGAL || KUI CHRISTIAN EPIDEMIC SONG || ASHOK DIGAL
Автор: We1 Music
Загружено: 2020-05-19
Просмотров: 159720
ଆସିଅଛି ରେ ଦୁଃଖ ର ଦିନ-2
ଥରହର ହେଉଛି ଏ ସର୍ବ ପୃଥିବୀ-2
ଶେଷ ସମୟର ଚିହ୍ନ ଏଇଟା ତ
ଜାଗ୍ରତ ହୋଇକି ଆମେ ପ୍ରସ୍ତୁତ ହେବାର
କାଳଯେ ଏ ମନ୍ଦତାର..ଆସିଅଛି..
1..
ବାଇବଲେ ଲେଖାଥିବା ଲେଖା ପରି
ପ୍ରଭୁଙ୍କର ଦର୍ଶନ ରେ କଲେ ଯେ ଦୋଷ
ପୂର୍ଣ୍ଣ ହେଲା ପ୍ରଭୁଙ୍କର ବଡ଼ କ୍ରୋଧ
ପଠାଇଲେ ନାଶ ପାଇଁ ମହାମାରୀ
ଆଜି ମଧ୍ୟ ମନ୍ଦତାରେ ଅଛି ଏ ବିଶ୍ଵ
ପ୍ରଭୁ ଠାରୁ ଦୂର କୁ ଯେ ହୋଇକରି
ଆମୋଦପ୍ରମୋଦ ମନ୍ଦ କରମ କରିକରି
ଗର୍ବ କାଢ଼ି ନିଜ କୁ ଯେ ଟେକି କରି
ବାଇବଲ ବାକ୍ୟ ସଫଳ ହେଉଛି
ମନ୍ଦତା ବଢ଼ିଲେ ମୃତ୍ୟୁ ଦୁଃଖ ଆସିବାର
ସେଥିପାଇଁ ଏ ମହାମାରୀ..
Kui epidemic song
Доступные форматы для скачивания:
Скачать видео mp4
-
Информация по загрузке: