ସିଦ୍ଧାନ୍ତ ମହାପାତ୍ର,ଓଡ଼ିଶାର ସିନେମା ଜଗତର ସୁପର୍ ଇଷ୍ଟାର ସିଦ୍ଧାନ୍ତ ଆଜି ଉମରକୋଟ ସହର UPL ମଞ୍ଚକୁ
Автор: PCN blog Tv
Загружено: 2025-11-16
Просмотров: 7469
ସିଦ୍ଧାନ୍ତ ମହାପାତ୍ର,ଓଡ଼ିଶାର ସିନେମା ଜଗତର ସୁପର୍ ଇଷ୍ଟାର ସିଦ୍ଧାନ୍ତ ଆଜି ଉମରକୋଟ ସହର UPL ମଞ୍ଚକୁ #Pcn_blog #Pcn_blogtv ବିଜେପି ବିଧାୟକ ଦିଗପହଣ୍ଡି ବ୍ଲକର ସୁପର୍ ଇଷ୍ଟାର ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର SS ହୋଟେଲ ଠାରୁ ରଡ଼ ସ ସଭାଯାତ୍ରା କରି ଉମରକୋଟ ବିଜେପି ଅଫିସ ସଭା କାର୍ଯ୍ୟ ଆରମ୍ଭ କରିଥିଲେ, ତସହି ଗଣ ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସମେତ ଝରିଗାଁ ବିଧାୟକ ଶ୍ରୀ ନରସିଂ ଭତ୍ରା ସମେତ , ନବରଙ୍ଗପୁର ଜିଲ୍ଲାର କର୍ମ କର୍ତ୍ତା ସମସ୍ତେ ଏହି ସଭା ଯାତ୍ରା ରେ ସାମିଲ ସୋଇଥିଲେ । ଦେଖନ୍ତୁ ଭିଡିଓ ଟି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର UPL କ୍ରିକେଟ ଖେଳରେ ଦିଗପହଣ୍ଡି ବିଧାୟକ ଓଡ଼ିଶାର ସିନେମା ଜଗତର ସୁପର ଇଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କୁ ସ୍ଵାଗତ କରିଥିଲେ। ଆଜି ଉମରକୋଟ ସହର S S, ହୋଟେଲ ଠାରୁ ବିଜେପି କାର୍ଯ୍ୟାଳ ପର୍ଯ୍ୟନ୍ତ ସଭା ଯାତ୍ରା କରି ମଞ୍ଚରେ ଦୀପ ପ୍ରଜଳ କରି ସଭା କାର୍ଯ୍ୟ ପରିଚାଳନା କରିଥୀଲେ । ଏହି ସଭାରେ ଭିର୍ଶା ମୁଣ୍ଡା , ସହିଦ ଲକ୍ଷ୍ମଣ ନାୟକ ,ବଗା ପୁଜାରୀ , ସହିଦଙ୍କ ଜୟନ୍ତି ପାଳନ କରାଯାଇଛି। ଓଡ଼ିଶା ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ଝରିଗାଁ ବିଧାୟକ ନରସିଂ ଭତ୍ରା , ସମେତ ସାଂସଦ ପ୍ରତିନିଧି ରାମ ନାୟକ ,ରମେଶ ସାହୁ, ସମେତ ନବରଙ୍ଗପୁର ଜିଲ୍ଲାର 1 ହଜାରୁ ଉର୍ଦ୍ଧ୍ବ ଜନ ଗହଳି ଦେଖୀବାକୁ ମିଳିଚି
birsa Munda janma jayanti #pcn_blog umarkot,Nityananda Gond Odisha gana shiksha mantri ,Narsingh Batra jhariya vidhayak
@DesiaNatguru
#pcn_blog
#pcn_blogtv
Доступные форматы для скачивания:
Скачать видео mp4
-
Информация по загрузке: