ବାପାର ନୀରବ ପ୍ରେମ – ଏକ ସତ୍ୟ କାହାଣୀ ଯାହା ହୃଦୟ କୁ ଛୁଇଁଯିବ | Father’s Silent Love | Jayguru Prathana
Автор: Jayguru Prarthana
Загружено: 2025-10-04
Просмотров: 790
ବାପା — ଏକ ଶବ୍ଦ ଯାହା ଭିତରେ ଲୁଚିଛି ଅସୀମ ପ୍ରେମ, ତ୍ୟାଗ ଓ ନୀରବତା।
ସେ ହସିଥାନ୍ତି ଯେତେବେଳେ ଆମେ ସୁଖୀ, ଓ ନିରବରେ କାନ୍ଦିଥାନ୍ତି ଯେତେବେଳେ ଆମେ ଦୂରେ।
ଏହି ଭିଡିଓଟି ଏକ ସତ୍ୟ କାହାଣୀ ଉପରେ ଆଧାରିତ — ଯେଉଁଥିରେ ବାପାଙ୍କ ପ୍ରେମ ଶବ୍ଦ ନୁହେଁ, କାର୍ଯ୍ୟ ଦ୍ୱାରା ପ୍ରକାଶ ପାଏ।
ଏହି କାହାଣୀ ଆପଣଙ୍କ ହୃଦୟକୁ ଭିଜିଦେବ ଓ ଆପଣଙ୍କୁ ସେହି ମଣିଷଙ୍କୁ ସ୍ମରଣ କରାଇଦେବେ —
ଯିଏ ଆପଣଙ୍କ ପାଇଁ ସବୁ ତ୍ୟାଗ କଲେ, କିନ୍ତୁ କେବେ କିଛି ଚାହିଲେ ନାହିଁ...
ଏହି ଭିଡିଓ ଦେଖନ୍ତୁ, ଏକଥର ବାପାକୁ ମନେ ପକାନ୍ତୁ, ଓ ତାଙ୍କୁ ଧନ୍ୟବାଦ ଜଣାନ୍ତୁ ❤️
🎧 Voice & Script: Swastik – Jayguru Prathana
🙏 Channel: Jayguru Prathana – ଜୀବନ ଓ ଆତ୍ମାର ଗଭୀର ଭାବନା ଭିତରେ ଗୋଟେ ଯାତ୍ରା।
Please like, share, comment and subscribe channel
Join our WhatsApp channel link here click
#ବାପା #Bapa #OdiaStory #EmotionalStory #FatherLove #SilentLove #TrueStory #HeartTouching #JayguruPrathana #OdiaVideo #EmotionalVideo #FatherSacrifice #OdiaMotivation #OdiaInspiration #OdiaFamilyStory
Доступные форматы для скачивания:
Скачать видео mp4
-
Информация по загрузке: