Скачать
ପୂର୍ବ ଘଟଣାରେ ପ୍ରଶାସନ କରିଥିଲା ସାଙ୍ଘାତିକ ଭୁଲ୍ ।
Автор: News Odisha 24
Загружено: 2025-05-02
Просмотров: 4
Описание:
କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ NHRCର ନୋଟିସ୍ । ତୁରନ୍ତ ଏତଲା ଦାଏର କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ। ଆସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ NHRC ନିର୍ଦ୍ଦେଶ ଦେଇଛନ୍ତି ।
#24News #OdishaNews #OdiaNews
#Live #OdiaNews #OdishaNews #24News
🗣 Don't Forget to Follow👍& Subscribe👆 Odisha's Best Odia News Channel #NewsOdisha24
Thanks & Regards.
www.newsodisha24.co.in
#ସବୁଠାରେ_ସବୁ_ସମୟରେ
#NewsOdisha24 Phone : 06742571555

Доступные форматы для скачивания:
Скачать видео mp4
-
Информация по загрузке: