ଅଷ୍ଟଶମ୍ଭୁ ପିଠ| ଶିବ ମନ୍ଦିର | ଝାରସୁଗୁଡ଼ା | ଓଡ଼ିଶା | Famous Shiva Temple | Jharsuguda | Odisha India
Автор: Rohit Guru
Загружено: 2025-08-27
Просмотров: 615
🔱✨ ଝାରସୁଗୁଡ଼ା ଜିଲ୍ଲାର ପ୍ରାଚୀନ ଓ ପ୍ରସିଦ୍ଧ ଅଷ୍ଟସମ୍ଭୁ ଶୈବ ପୀଠ ✨ 🔱
ପଶ୍ଚିମ ଓଡ଼ିଶାର ପବିତ୍ର ଭୂମି ଝାରସୁଗୁଡ଼ା, ମାତ୍ର ଶିଳ୍ପ ନଗରୀ ନୁହେଁ – ଏହା ହେଉଛି ଭଗବାନ୍ ଶିବଙ୍କ ଦିବ୍ୟ କ୍ଷେତ୍ର।
ଏଠାରେ ଅଛି ଅଷ୍ଟସମ୍ଭୁ ମନ୍ଦିର, ଅର୍ଥାତ୍ ୮ଟି ପ୍ରାଚୀନ ଅଷ୍ଟସମ୍ଭୁ ଶିବଙ୍କ ଦର୍ଶନ କରୁଥିବା ଭାଗ୍ୟଶାଳୀ ଭକ୍ତ,
ତାଙ୍କର ଜୀବନରୁ ସମସ୍ତ ଦୁଃଖ, କଷ୍ଟ ଓ ବାଧାକୁ ମୁକ୍ତି ପାଇଥାନ୍ତି । ଯେଭଳି କାଶୀର ଦର୍ଶନ ମନୁଷ୍ୟଙ୍କୁ ମୋକ୍ଷ ପ୍ରଦାନ କରେ, ସେଭଳି ଅଷ୍ଟସମ୍ଭୁ ଶିବ ଯାତ୍ରା କଲେ ମଧ୍ୟ ମିଳେ ଜନ୍ମ-ମୃତ୍ୟୁର ଚକ୍ରରୁ ମୁକ୍ତି ।
1️⃣ ଝାଡେଶ୍ୱର ମନ୍ଦିର, ଝାରସୁଗୁଡ଼ା
Jhadeswar Temple, Jharsuguda
Location:- https://maps.app.goo.gl/7FsQXKEPWLtrj...
2️⃣ ଲୋକନାଥ ମନ୍ଦିର, କୋଳାବିରା
Loknath Temple, Kolabira, Jharsuguda
Location:- https://maps.app.goo.gl/RiAjdVTcYaCUw...
3️⃣ ଭୋଳାନାଥ ମନ୍ଦିର, କୁଳେମୁରା
Bholanath Temple, Kulemura, Jharsuguda
Location :-https://maps.app.goo.gl/4iSvUfSERmnPv...
4️⃣ ଭୁବନେଶ୍ୱର ମନ୍ଦିର, ମହାଦେଵପାଳି
Bhubaneswar Temple, Mahadevpali, Jharsuguda
Location:-
https://maps.google.com/?cid=87009509...
5️⃣ ରୁଦ୍ରାକ୍ଷ ମନ୍ଦିର, ସିଂହାରପୁର
Rudrakhya Temple, Singharpur, Jharsuguda
Location:-
https://maps.app.goo.gl/DnptbxVqoW9gn...
6️⃣ ମହେଶ୍ୱରନାଥ ମନ୍ଦିର, କୋଇଲିଘୁଘର
Maheswarnath Temple, Koilighugar
Location:- https://maps.app.goo.gl/jh9So8Ru83cGM...
7️⃣ ସପ୍ନେଶ୍ୱର ମନ୍ଦିର, ସେମଲିଆ
Sapneswar Temple, Semlia, Jharsuguda
Location:- https://maps.app.goo.gl/DwJ9vh3yEyfXk...
8️⃣ ପଶ୍ଚିମେଶ୍ୱର ମନ୍ଦିର, ଅଢାପଡା
Paschimeswar Temple, Adhapada, Jharsuguda
Location:- https://maps.app.goo.gl/shuRkuXG8rsyg...
ନିଜ ପରିବାରର ସମସ୍ତ ସଦସ୍ୟ ଏହି ଅଷ୍ଟଟି ଶୈବ ପୀଠର ଦର୍ଶନ କରି ପୁଣ୍ୟ ଅର୍ଜନ କରନ୍ତୁ ଏବଂ ଏହି ଭିଡ଼ିଓକୁ ଅନ୍ୟ ମାନଙ୍କୁ ପଠାଇ ତାଙ୍କୁ ମଧ୍ଯ ପୁଣ୍ୟ ଅର୍ଜନ କରିବାକୁ ଦିଅନ୍ତୁ ।
🙏 ପାର୍ବତୀ ପତୟ ହର ହରମହାଦେବ 🙏
Доступные форматы для скачивания:
Скачать видео mp4
-
Информация по загрузке: